Jump to content

ଓଡ଼ିଶାର ସାଂସଦ ମାନଙ୍କର ତାଲିକା

ଉଇକିପିଡ଼ିଆ‌ରୁ

ଅଷ୍ଟାଦଶ ଲୋକ ସଭା (୨୦୨୪-ବର୍ତ୍ତମାନ ପର୍ଯ୍ୟନ୍ତ)

[ସମ୍ପାଦନା]

     ଭାଜପା- ୨୦
     କଂଗ୍ରେସ-୧
ଚଳିତ ୧୮ଶ ଲୋକ ସଭା (୨୦୨୪-ବର୍ତ୍ତମାନ ପର୍ଯ୍ୟନ୍ତ)ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:

# ନିର୍ବାଚନ ମଣ୍ଡଳୀ ୧୮ଶ ଲୋକ ସଭା ସଦସ୍ୟ[] ରାଜନୈତିକ ଦଳ
ବରଗଡ଼ ପ୍ରଦୀପ ପୁରୋହିତ ଭାଜପା
ସୁନ୍ଦରଗଡ଼ ଜୁଏଲ ଓରାମ ଭାଜପା
ସମ୍ବଲପୁର ଧର୍ମେନ୍ଦ୍ର ପ୍ରଧାନ ଭାଜପା
କେନ୍ଦୁଝର ଅନନ୍ତ ନାୟକ ଭାଜପା
ମୟୂରଭଞ୍ଜ ନବ ଚରଣ ମାଝି ଭାଜପା
ବାଲେଶ୍ୱର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭାଜପା
ଭଦ୍ରକ ଅଭିମନ୍ୟୁ ସେଠୀ ଭାଜପା
ଯାଜପୁର ରବୀନ୍ଦ୍ର ନାରାୟଣ ବେହେରା ଭାଜପା
ଢେଙ୍କାନାଳ ରୁଦ୍ର ନାରାୟଣ ପାଣି ଭାଜପା
୧୦ ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂଦେଓ ଭାଜପା
୧୧ କଳାହାଣ୍ଡି ମାଳବିକା ଦେବୀ ଭାଜପା
୧୨ ନବରଙ୍ଗପୁର ବଳଭଦ୍ର ମାଝୀ ଭାଜପା
୧୩ କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହୀ ଭାଜପା
୧୪ କଟକ ଭର୍ତ୍ତୃହରି ମହତାବ ଭାଜପା
୧୫ କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ଭାଜପା
୧୬ ଜଗତସିଂହପୁର ବିଭୁ ପ୍ରସାଦ ତରାଇ ଭାଜପା
୧୭ ପୁରୀ ସମ୍ବିତ ପାତ୍ର ଭାଜପା
୧୮ ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ ଭାଜପା
୧୯ ଆସିକା ଅନୀତା ଶୁଭଦର୍ଶିନୀ ଭାଜପା
୨୦ ବ୍ରହ୍ମପୁର ପ୍ରଦୀପ କୁମାର ପାଣିଗ୍ରାହୀ ଭାଜପା
୨୧ କୋରାପୁଟ ସପ୍ତଗିରି ଶଙ୍କର ଉଲାକା କଂଗ୍ରେସ

ରାଜ୍ୟସଭା ସାଂସଦ (୨୦୨୪)

[ସମ୍ପାଦନା]

     ଭାଜପା- ୧
     ବିଜଦ-୯

ସାଂସଦରାଜନୈତିକ ଦଳକାର୍ଯ୍ୟକାଳ
ମାନସ ରଞ୍ଜନ ମଙ୍ଗରାଜବିଜୁ ଜନତା ଦଳ୭ ଜୁନ ୨୦୨୨-
୬ ଜୁନ ୨୦୨୮
ସୁଜିତ କୁମାରବିଜୁ ଜନତା ଦଳ୩ ଏପ୍ରିଲ ୨୦୨୦-
୨ ଏପ୍ରିଲ ୨୦୨୬
ମୁନ୍ନା ଖାଁବିଜୁ ଜନତା ଦଳ୩ ଏପ୍ରିଲ ୨୦୨୦-
୨ ଏପ୍ରିଲ ୨୦୨୬
ମମତା ମହାନ୍ତବିଜୁ ଜନତା ଦଳ୩ ଏପ୍ରିଲ ୨୦୨୦-
୩ ଏପ୍ରିଲ ୨୦୨୬
ଅଶ୍ୱିନୀ ବୈଷ୍ଣବଭାରତୀୟ ଜନତା ପାର୍ଟି୪ ଏପ୍ରିଲ ୨୦୨୪-
୨ ଏପ୍ରିଲ ୨୦୩୦
ଦେବାଶିଷ ସାମନ୍ତରାୟବିଜୁ ଜନତା ଦଳ୪ ଏପ୍ରିଲ ୨୦୨୪-
୨ ଏପ୍ରିଲ ୨୦୩୦
ଶୁଭାଶିଷ ଖୁଣ୍ଟିଆବିଜୁ ଜନତା ଦଳ୪ ଏପ୍ରିଲ ୨୦୨୪-
୨ ଏପ୍ରିଲ ୨୦୩୦
ସସ୍ମିତ ପାତ୍ରବିଜୁ ଜନତା ଦଳ୨ ଜୁଲାଇ ୨୦୨୨-
୧ ଜୁଲାଇ ୨୦୨୮
ସୁଲତା ଦେଓବିଜୁ ଜନତା ଦଳ ର୍ଟି୨ ଜୁଲାଇ ୨୦୨୨-
୧ ଜୁଲାଇ ୨୦୨୮
ନିରଞ୍ଜନ ବିଶିବିଜୁ ଜନତା ଦଳ୧୭ ଜୁନ ୨୦୨୨-
୨ ଏପ୍ରିଲ ୨୦୨୬
  1. https://results.eci.gov.in/PcResultGenJune2024/partywiseresult-S18.htm