ମାହାରୀ
Appearance
ମାହାରୀ ଓଡ଼ିଶାର ଏକ ପାରମ୍ପାରିକ ନୃତ୍ୟ। [୧] ମାହାରୀ ଓ ଓଡ଼ିଶୀ ନୃତ୍ୟହେଉଛି ଉତ୍କଳୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ। ପୂର୍ବେ ଦେବଦାସୀମାନଙ୍କଦ୍ୱାରା ପୁରୀ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟ ପ୍ରଦର୍ଶନ କରାଯାଉଥିଲା। ରାଜା ଚୋଡ଼ଗଙ୍ଗଦେବ ସମ୍ଭବତଃ ଥିଲେ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟର ପ୍ରବର୍ତ୍ତକ । [୨]
ଇତିହାସ
[ସମ୍ପାଦନା]ମାହାରି ସମ୍ମାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Dances of Orissa - Mahari Dance, Mahari Dance of Orissa, Mahari Dancers, Dace Forms of Orissa, Orissa, Lord Jagannath | orissa.oriyaonline.com". orissa.oriyaonline.com. 2012. Retrieved 10 May 2012.
Mahari Dance is one of the important dance forms of Orissa.
[permanent dead link] - ↑ "A SYSTEMATIC ANALYSIS OF ODISSI DANCE". Narthaki. Retrieved 27 January 2016.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |