ମାହାରୀ

ଉଇକିପିଡ଼ିଆ‌ରୁ
ପୁରୀ ମୁକ୍ତାକାଶ ରଙ୍ଗମଞ୍ଚରେ ଗୁରୁ ରୂପଶ୍ରୀ ମହାପାତ୍ରଙ୍କଦ୍ୱାରା ପରିବେଷିତ ମାହାରୀ ନୃତ୍ୟର ଦୃଶ୍ୟ

ମାହାରୀ ଓଡ଼ିଶାର ଏକ ପାରମ୍ପାରିକ ନୃତ୍ୟ। [୧] ମାହାରୀ ଓ ଓଡ଼ିଶୀ ନୃତ୍ୟହେଉଛି ଉତ୍କଳୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ। ପୂର୍ବେ ଦେବଦାସୀମାନଙ୍କଦ୍ୱାରା ପୁରୀ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟ ପ୍ରଦର୍ଶନ କରାଯାଉଥିଲା। ରାଜା ଚୋଡ଼ଗଙ୍ଗଦେବ ସମ୍ଭବତଃ ଥିଲେ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟର ପ୍ରବର୍ତ୍ତକ । [୨]

୫୦ ଦଶକରେ ପାରମ୍ପରିକ ପୋଷାକରେ ଏକ ମାହାରୀ ।

ଇତିହାସ[ସମ୍ପାଦନା]

ମାହାରି ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Dances of Orissa - Mahari Dance, Mahari Dance of Orissa, Mahari Dancers, Dace Forms of Orissa, Orissa, Lord Jagannath | orissa.oriyaonline.com". orissa.oriyaonline.com. 2012. Retrieved 10 May 2012. Mahari Dance is one of the important dance forms of Orissa.[permanent dead link]
  2. "A SYSTEMATIC ANALYSIS OF ODISSI DANCE". Narthaki. Retrieved 27 January 2016.