ଏସ. ସି. ଜମିର
ଡ. ଏସ. ସି. ଜମିର | |
|---|---|
| ରାଜ୍ୟପାଳ, ଓଡ଼ିଶା | |
| Assumed office ୯ ମାର୍ଚ୍ଚ ୨୦୧୩ | |
| ପୂର୍ବ ଅଧିକାରୀ | ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ |
| ରାଜ୍ୟପାଳ, ମହାରାଷ୍ଟ୍ର | |
| କାର୍ଯ୍ୟକାଳ ୧୯ ଜୁଲାଇ ୨୦୦୮ – ୨୦ ଜାନୁଆରୀ ୨୦୧୦ | |
| ପୂର୍ବ ଅଧିକାରୀ | ଏସ. ଏମ. କ୍ରିଷ୍ଣା |
| ପର ଅଧିକାରୀ | କେ. ଶଙ୍କରନାରାୟଣନ |
| ରାଜ୍ୟପାଳ, ଗୁଜରାଟ (ଅତିରିକ୍ତ ଦାୟିତ୍ୱ) | |
| କାର୍ଯ୍ୟକାଳ ୨୪ ଜୁଲାଇ ୨୦୦୯ – ୨୬ ନଭେମ୍ବର ୨୦୦୯ | |
| ପୂର୍ବ ଅଧିକାରୀ | ନୱଲ କିଶୋର ଶର୍ମା |
| ପର ଅଧିକାରୀ | କମଳା ବେନିୱ୍ଆଲ |
| ରାଜ୍ୟପାଳ, ଗୋଆ | |
| କାର୍ଯ୍ୟକାଳ ୧୭ ଜୁଲାଇ ୨୦୦୪ – ୨୧ ଜୁଲାଇ ୨୦୦୮ | |
| ପୂର୍ବ ଅଧିକାରୀ | ମହମ୍ମଦ ଫାଜଲ |
| ପର ଅଧିକାରୀ | ଶିବିନ୍ଦର ସିଂହ ସିଦ୍ଧୁ |
| ମୁଖ୍ୟମନ୍ତ୍ରୀ, ନାଗାଲାଣ୍ଡ | |
| କାର୍ଯ୍ୟକାଳ ୨୨ ଫେବୃଆରୀ ୧୯୯୩ – ୬ ମାର୍ଚ୍ଚ ୨୦୦୩ | |
| ପୂର୍ବ ଅଧିକାରୀ | ରାଷ୍ଟ୍ରପତି ଶାସନ |
| ପର ଅଧିକାରୀ | ନିଫିଉ ରିଓ |
| କାର୍ଯ୍ୟକାଳ ୨୫ ଜାନୁଆରୀ ୧୯୮୯ – ୧୦ ମଇ ୧୯୯୦ | |
| ପୂର୍ବ ଅଧିକାରୀ | ରାଷ୍ଟ୍ରପତି ଶାସନ |
| ପର ଅଧିକାରୀ | କେ. ଏଲ ଚିଶି |
| କାର୍ଯ୍ୟକାଳ ୧୮ ଅପ୍ରେଲ ୧୯୮୦ – ୫ ଜୁନ ୧୯୮୦ | |
| ପୂର୍ବ ଅଧିକାରୀ | ଭିଜୋଲ ଅଙ୍ଗାମି |
| ପର ଅଧିକାରୀ | ଜନ ବସ୍କୋ ଜାସୋକି |
| କାର୍ଯ୍ୟକାଳ ୧୮ ନଭେମ୍ବର ୧୯୮୨ – ୨୮ ନଭେମ୍ବର ୧୯୮୬ | |
| ପୂର୍ବ ଅଧିକାରୀ | ଜନ ବସ୍କୋ ଜାସୋକି |
| ପର ଅଧିକାରୀ | ହୋକିଶେ ସେମା |
| ସଂସଦୀୟ ସଂପାଦକ | |
| କାର୍ଯ୍ୟକାଳ ୫ ମଇ ୧୯୬୨ – ୧୫ ଜାନୁଆରୀ ୧୯୬୬ [୧] | |
| Appointed by | ଜବାହରଲାଲ ନେହେରୁ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୭ ଅକ୍ଟୋବର ୧୯୩୧ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଶିକ୍ଷାନୁଷ୍ଠାନ | ସ୍କଟିଶ ଚର୍ଚ୍ଚ କଲେଜ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ |
ସେନାୟାଂବା ଚୁବାତୋଶି ଜମିର (ଜନ୍ମ: ୧୭ ଅକ୍ଟୋବର ୧୯୩୧) ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ନିର୍ବାହ କରୁଛନ୍ତି । [୧]
୧୭ ଅକ୍ଟୋବର ୧୯୩୧ରେ ଜନ୍ମିତ ଜମିର କଲିକତାର ସ୍କଟିଶ ମହାବିଦ୍ୟାଳୟ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ କରିଅଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୮୦ ମସିହା ଅପ୍ରେଲ ୧୮ ତାରିଖରେ ସେ ପ୍ରଥମେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ଏହାପରେ ସେ ୧୯୮୨, ୧୯୭୯ ଓ ୧୯୯୩ରେ ସର୍ବମୋଟ ଚାରିଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଅଛନ୍ତି । ୨୦୦୪ ଜୁଲାଇ ୧୭ରେ ସେ ପ୍ରଥମେ ଗୋଆର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ଏହାପରେ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ୨୦୦୮ ଜୁଲାଇ ୧୯ରେ ଦାୟିତ୍ୱ ଗ୍ରହଣ କରିଥିଲେ । ମହାରାଷ୍ଟ୍ରର ରାଜ୍ୟପାଳ ଦାୟିତ୍ୱ ନିର୍ବାହ ସମୟରେ ସେ ଗୁଜରାଟର ରାଜ୍ୟପାଳ ଭାବେ ଅତିତିକ୍ତ ଦାୟିତ୍ୱ ନିର୍ବାହ କରିଥିଲେ ।
ଭାରତର ଏକ ରାଜ୍ୟଭାବେ ନାଗାଲାଣ୍ଡର ଗଠନ ନିମିତ୍ତ ଯେଉଁ ଦଳ ୧୯୬୦ରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସହିତ ଆଲୋଚନା କରିଥିଲେ, ଜମିର ସେହି ଦଳର ସଦସ୍ୟ ଥିଲେ । ସେ ୧୬-ସୂତ୍ରୀ ପ୍ରସ୍ତାବ ଚୁକ୍ତିନାମାର ଏକ ଅନୁସୃତିକାରୀ ଥିଲେ, ଯାହା ନାଗାଲ୍ୟାଣ୍ଡ ରାଜ୍ୟ ଗଠନରେ ନେତୃତ୍ୱ ଦେଇଥିଲା ଏବଂ ସେଥିପାଇଁ ସେ ଆଧୁନିକ ନାଗାଲ୍ୟାଣ୍ଡର ଏକ ସ୍ଥପତି ଭାବରେ ମଧ୍ୟ ପରିଚିତ ।
ଆଧାର
[ସମ୍ପାଦନା]- ↑ "Ex-CBI Director Ashwani Kumar appointed Nagaland Governor, S C Jamir in Odisha : North, News - India Today". indiatoday.intoday.in. 2013. Retrieved 10 March 2013.
Jamir was appointed as Governor of Odhisa
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |