ସୁକାନ୍ତ କିଶୋର ରାୟ
ଦେଖଣା
ସୁକାନ୍ତ କିଶୋର ରାୟ | |
|---|---|
| Chief Justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
| କାର୍ଯ୍ୟକାଳ 13 October 1977 – 4 November 1980 | |
| ପୂର୍ବ ଅଧିକାରୀ | Siba Narayan Shankar |
| ପର ଅଧିକାରୀ | ରଙ୍ଗନାଥ ମିଶ୍ର |
| Governor of Odisha | |
| କାର୍ଯ୍ୟକାଳ 1 October 1980 – 3 November 1980 | |
| ପୂର୍ବ ଅଧିକାରୀ | Cheppudira Muthana Poonacha |
| ପର ଅଧିକାରୀ | Cheppudira Muthana Poonacha |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୫ ନଭେମ୍ବର ୧୯୧୮ |
| ମୃତ୍ୟୁ | ୨୩ ଡିସେମ୍ବର ୨୦୦୨ (ବୟସ ୮୪) |
| ବାପା/ବୋଉ | ବୀର କିଶୋର ରାୟ (father) Latika Ray (mother) |
ସୁକାନ୍ତ କିଶୋର ରାୟ (୫ ନଭେମ୍ବର ୧୯୧୮ – ୨୩ ଡିସେମ୍ବର ୨୦୦୨) ଜଣେ ଭାରତୀୟ ରାଜନେତା ଏବଂ ବିଚାରପତି ଥିଲେ । ସେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟକରିଥିଲେ ।[୧] ସେ କିଛିଦିନ ପାଇଁ ଓଡ଼ିଶାର କାର୍ଯ୍ୟବାହକ ରାଜ୍ୟପାଳ ଦାୟୀତ୍ୱରେ ମଧ୍ୟ ଥିଲେ । ସେ ମଧ୍ୟ ୧୭ ଅଗଷ୍ଟ ୧୯୮୯ରୁ ୧୬ ଜୁଲାଇ ୧୯୯୨ ପର୍ଯ୍ୟନ୍ତ ଓଡ଼ିଶାର ଦ୍ୱିତୀୟ ଲୋକପାଳ ଭାବେ ଦାୟୀତ୍ୱ ନିର୍ବାହ କରିଥିଲେ[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସୁକାନ୍ତ କିଶୋର ରାୟଙ୍କର ଜନ୍ମ ୧୯୧୮ ମସିହାର ୫ ନଭେମ୍ବର ତାରିଖରେ ଏକ ଉଚ୍ଚ ବିତ୍ତଶାଳୀ କରଣ ପରିବାରରେ ହୋଇଥିଲା । ତାଙ୍କ ପିତା ବୀର କିଶୋର ରାୟ ଓଡ଼ିଶା ଉଚ୍ଚନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ଥିଲେ ।
ସୁକାନ୍ତ କିଶୋର ରାୟ ୨୦୦୨ ମସିହାର ୨୩ ଡିସେମ୍ବର ତାରିଖରେ ୮୪ ବର୍ଷ ବୟସରେ ପରଲୋକ ଗମନ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Former Chief Justice | Orissa High Court, Cuttack". orissahighcourt.nic.in. Retrieved 2024-12-19.
- ↑ "LOKPALS OF ORISSA" (PDF). magazines.odisha.gov.in. Archived from the original (PDF) on 17 November 2024. Retrieved 3 January 2025.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |