Jump to content

ଓଡ଼ିଶାର ନେତାମାନଙ୍କର ତାଲିକା

ଉଇକିପିଡ଼ିଆ‌ରୁ

ଓଡ଼ିଶା ରାଜନୀତିର ନେତାମାନଙ୍କର ତାଲିକା ଓଡ଼ିଶାର ରାଜନୀତିରେ ସିଧାସଳଖ ଜଡ଼ିତ ଥିବା ନେତାମାନଙ୍କ ସମ୍ପର୍କରେ ସୂଚନା ଦେଇଥାଏ ।

ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଗଣ

[ସମ୍ପାଦନା]

ମୁଖ୍ୟମନ୍ତ୍ରୀଗଣ

[ସମ୍ପାଦନା]
ନାମପଦବୀକାର୍ଯ୍ୟକାଳସୂଚନା
ମୋହନ ଚରଣ ମାଝୀମୁଖ୍ୟମନ୍ତ୍ରୀ୧୨.୦୬.୨୦୨୪ ଠାରୁ ଏପର୍ଯ୍ୟନ୍ତ
ନବୀନ ପଟ୍ଟନାୟକମୁଖ୍ୟମନ୍ତ୍ରୀ୨୧.୦୫.୨୦୦୯ ଠାରୁ ୧୧.୦୬.୨୦୨୪
ନବୀନ ପଟ୍ଟନାୟକମୁଖ୍ୟମନ୍ତ୍ରୀ୧୬.୦୫.୨୦୦୪ଠାରୁ ୨୦.୦୫.୨୦୦୯
ନବୀନ ପଟ୍ଟନାୟକମୁଖ୍ୟମନ୍ତ୍ରୀ୦୫.୦୩.୨୦୦୦ଠାରୁ ୧୫.୦୫.୨୦୦୪
ହେମାନନ୍ଦ ବିଶ୍ୱାଳମୁଖ୍ୟମନ୍ତ୍ରୀ୦୬.୧୨.୧୯୯୯ଠାରୁ ୦୫-୦୩-୨୦୦୦
ଗିରିଧର ଗମାଙ୍ଗମୁଖ୍ୟମନ୍ତ୍ରୀ୦୭.୦୨.୧୯୯୯ଠାରୁ ୦୬.୧୨.୧୯୯୯
ଜାନକୀ ବଲ୍ଲଭ ପଟ୍ଟନାୟକମୁଖ୍ୟମନ୍ତ୍ରୀ୧୫.୦୩.୧୯୯୫ଠାରୁ ୧୭.୦୨.୧୯୯୯
ବିଜୁ ପଟ୍ଟନାୟକମୁଖ୍ୟମନ୍ତ୍ରୀ୦୫.୦୩.୧୯୯୦ଠାରୁ ୧୫.୦୩.୧୯୯୫
ହେମାନନ୍ଦ ବିଶ୍ୱାଳମୁଖ୍ୟମନ୍ତ୍ରୀ୦୭.୧୨.୧୯୮୯ଠାରୁ ୦୪.୦୩.୧୯୯୦
ଜାନକୀ ବଲ୍ଲଭ ପଟ୍ଟନାୟକମୁଖ୍ୟମନ୍ତ୍ରୀ୦୯.୦୬.୧୯୮୦ଠାରୁ ୦୭.୧୨.୧୯୮୯
ନିଳମଣି ରାଉତରାୟମୁଖ୍ୟମନ୍ତ୍ରୀ୨୬.୦୬.୧୯୭୭ଠାରୁ ୦୭.୦୨.୧୯୮୦
ବିନାୟକ ଆଚାର୍ଯ୍ୟମୁଖ୍ୟମନ୍ତ୍ରୀ୨୯.୧୨.୧୯୭୬ଠାରୁ ୩୦.୦୪.୧୯୭୭
ନନ୍ଦିନୀ ଶତପଥୀମୁଖ୍ୟମନ୍ତ୍ରୀ୦୬.୦୩.୧୯୭୪ଠାରୁ ୧୬.୧୨.୧୯୭୬
ନନ୍ଦିନୀ ଶତପଥୀମୁଖ୍ୟମନ୍ତ୍ରୀ୧୪.୦୬.୧୯୭୨ଠାରୁ ୦୩.୦୩.୧୯୭୩
ବିଶ୍ୱନାଥ ଦାସମୁଖ୍ୟମନ୍ତ୍ରୀ୦୩.୦୪.୧୯୭୧ଠାରୁ ୧୪.୦୬.୧୯୭୨
ରାଜେନ୍ଦ୍ର ନାରାୟଣ ସିଂହଦେଓମୁଖ୍ୟମନ୍ତ୍ରୀ୦୮.୦୩.୧୯୬୭ଠାରୁ ୦୯.୦୧.୧୯୭୧
ସଦାଶିବ ତ୍ରିପାଠୀମୁଖ୍ୟମନ୍ତ୍ରୀ୨୧.୦୨.୧୯୬୫ଠାରୁ ୦୮.୦୩.୧୯୬୭
ବୀରେନ ମିତ୍ରମୁଖ୍ୟମନ୍ତ୍ରୀ୦୨.୧୦.୧୯୬୩ଠାରୁ ୨୧.୦୨.୧୯୬୫
ବିଜୟାନନ୍ଦ ପଟ୍ଟନାୟକମୁଖ୍ୟମନ୍ତ୍ରୀ୨୩.୦୬.୧୯୬୧ଠାରୁ ୦୨.୧୦.୧୯୬୩
ହରେକୃଷ୍ଣ ମହତାବମୁଖ୍ୟମନ୍ତ୍ରୀ୧୯.୧୦.୧୯୫୬ଠାରୁ ୨୫.୦୨.୧୯୬୧
ନବକୃଷ୍ଣ ଚୌଧୁରୀମୁଖ୍ୟମନ୍ତ୍ରୀ୧୨.୦୫.୧୯୫୦ଠାରୁ ୧୯.୧୦.୧୯୫୬

ଓଡ଼ିଶାର ପ୍ରଧାନମନ୍ତ୍ରୀଗଣ

[ସମ୍ପାଦନା]
ନାମପଦବୀକାର୍ଯ୍ୟକାଳସୂଚନା
ହରେକୃଷ୍ଣ ମହତାବପ୍ରଧାନମନ୍ତ୍ରୀ୨୩.୦୪.୧୯୪୬ଠାରୁ ୧୨.୦୫.୧୯୫୦
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓପ୍ରଧାନମନ୍ତ୍ରୀ୨୪.୧୧.୧୯୪୧ଠାରୁ ୩୦.୦୬.୧୯୪୪
ବିଶ୍ୱନାଥ ଦାସପ୍ରଧାନମନ୍ତ୍ରୀ୧୯-୦୭-୧୯୩୭ଠାରୁ ୦୬.୧୧.୧୯୩୯
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓପ୍ରଧାନମନ୍ତ୍ରୀ୦୧-୦୧-୧୯୩୭ଠାରୁ ୧୯.୦୭.୧୯୩୭

ସାଂସଦ

[ସମ୍ପାଦନା]

ଲୋକ ସଭା ସାଂସଦ

[ସମ୍ପାଦନା]

ଚଳିତ ପଞ୍ଚଦଶ ଲୋକ ସଭା(୨୦୦୯-୨୦୧୪)ରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା ।

ନିର୍ବାଚନ ମଣ୍ଡଳୀସାଂସଦରାଜନୈତିକ ଦଳସୁଚନା
ଆସ୍କାନିତ୍ୟାନନ୍ଦ ପ୍ରଧାନବିଜୁ ଜନତା ଦଳ-
କଟକଭର୍ତ୍ତୃହରି ମହତାବବିଜୁ ଜନତା ଦଳ-
କଳାହାଣ୍ଡିଭକ୍ତ ଚରଣ ଦାସଭାରତୀୟ ଜାତୀୟ କଂଗ୍ରେସ-
କନ୍ଧମାଳରୁଦ୍ରମାଧବ ରାୟବିଜୁ ଜନତା ଦଳ-
କେନ୍ଦୁଝରଯଶବନ୍ତ ନାରାୟଣ ସିଂହ ଲାଗୁରିବିଜୁ ଜନତା ଦଳ-
କେନ୍ଦ୍ରାପଡ଼ାବୈଜୟନ୍ତ ପଣ୍ଡାବିଜୁ ଜନତା ଦଳ-
କୋରାପୁଟଜୟରାମ ପାଙ୍ଗିବିଜୁ ଜନତା ଦଳ-
ଜଗତସିଂହପୁରବିଭୁ ପ୍ରସାଦ ତରାଇଭାରତୀୟ କମ୍ୟୁନିଷ୍ଟ ପାର୍ଟି-
ଢେଙ୍କାନାଳତଥାଗତ ଶତପଥୀବିଜୁ ଜନତା ଦଳ-
ନବରଙ୍ଗପୁରପ୍ରଦୀପ କୁମାର ମାଝିଭାରତୀୟ ଜାତୀୟ କଂଗ୍ରେସ-
ପୁରୀପିନାକି ମିଶ୍ରବିଜୁ ଜନତା ଦଳ-
ବରଗଡ଼ସଞ୍ଜୟ ଭୋଇଭାରତୀୟ ଜାତୀୟ କଂଗ୍ରେସ-
ବଲାଙ୍ଗୀରକଳିକେଶ ନାରାୟଣ ସିଂଦେଓବିଜୁ ଜନତା ଦଳ-
ବାଲେଶ୍ୱରଶ୍ରୀକାନ୍ତ କୁମାର ଜେନାଭାରତୀୟ ଜାତୀୟ କଂଗ୍ରେସ-
ବ୍ରହ୍ମପୁରସିଦ୍ଧାନ୍ତ ମହାପାତ୍ରବିଜୁ ଜନତା ଦଳ-
ଭଦ୍ରକଅର୍ଜୁନ ଚରଣ ସେଠୀବିଜୁ ଜନତା ଦଳ-
ଭୁବନେଶ୍ୱରପ୍ରସନ୍ନ କୁମାର ପାଟଶାଣିବିଜୁ ଜନତା ଦଳ-
ମୟୂରଭଞ୍ଜଲକ୍ଷ୍ମଣ ଟୁଡୁବିଜୁ ଜନତା ଦଳ-
ଯାଜପୁରମୋହନ ଜେନାବିଜୁ ଜନତା ଦଳ-
ସମ୍ବଲପୁରଅମରନାଥ ପ୍ରଧାନଭାରତୀୟ ଜାତୀୟ କଂଗ୍ରେସ-
ସୁନ୍ଦରଗଡ଼ହେମାନନ୍ଦ ବିଶ୍ୱାଳଭାରତୀୟ ଜାତୀୟ କଂଗ୍ରେସ-

ରାଜ୍ୟସଭା ସାଂସଦ

[ସମ୍ପାଦନା]
ସାଂସଦରାଜନୈତିକ ଦଳସୁଚନା
ଶଷି ଭୂଷଣ ବେହେରାବିଜୁ ଜନତା ଦଳ-
ରାମଚନ୍ଦ୍ର ଖୁଣ୍ଟିଆଭାରତୀୟ ଜାତୀୟ କଂଗ୍ରେସ-
ପ୍ୟାରିମୋହନ ମହାପାତ୍ରବିଜୁ ଜନତା ଦଳ-
ମଙ୍ଗଳା କିଷାନବିଜୁ ଜନତା ଦଳ-
କିଶୋର କୁମାର ମହାନ୍ତିବିଜୁ ଜନତା ଦଳ-
ରୁଦ୍ରନାରାୟଣ ପାଣିଭାରତୀୟ ଜନତା ପାର୍ଟି-
ବୈଷ୍ଣବ ପରିଡ଼ାବିଜୁ ଜନତା ଦଳ-
ରେଣୁବାଳା ପ୍ରଧାନବିଜୁ ଜନତା ଦଳ-
ସୁଶିଳା ତିରିଆଭାରତୀୟ ଜାତୀୟ କଂଗ୍ରେସ-
ବଲବୀର ପୁଞ୍ଜଭାରତୀୟ ଜନତା ପାର୍ଟି-

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. Primie ministers and Chief ministers of Odisha
  2. Odisha Chief Ministers List
  3. ନାୟକ, ଉଦ୍ଧବ ଚରଣ (January 2014). ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା.