ବାସୁଦେବ ସୁନାନୀ
ଦେଖଣା
(Basudev Sunaniରୁ ଲେଉଟି ଆସିଛି)
ବାସୁଦେବ ସୁନାନୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨୭ ସେପ୍ଟେମ୍ବର ୧୯୬୨ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୪) |
ବାସୁଦେବ ସୁନାନୀ (ଜନ୍ମ : ୨୭ ସେପ୍ଟେମ୍ବର ୧୯୬୨), ଜଣେ ଭାରତୀୟ ଓଡ଼ିଆ କବି।[୧] ତାଙ୍କର କବିତା ସଂକଳନ ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ ପାଇଁ ସେ ୨୦୧୪ ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।[୨] ତାଙ୍କ କବିତାରେ ଦଳିତ ଓ ଜାତି-ଶ୍ରେଣୀ ବିଷୟ[୩] ଓ ଦଳିତମାନଙ୍କ ସାଂସ୍କୃତିକ ଜୀବନ ପ୍ରତିଫଳିତ ହେଇଛି ।[୪] ସେ କେନ୍ଦ୍ର ସରକାରଙ୍କ ପଶୁପାଳନ ବିଭାଗର ଡେପୁଟି କମିଶନର ଭାବରେ ଦିଲ୍ଲୀରେ ଚାକିରୀ କରନ୍ତି ।[୫]
ରଚନାବଳୀ
[ସମ୍ପାଦନା]- ଅସ୍ପୃଶ୍ୟ (୨୦୦୧)[୬]
- କରଡ଼ି ହାଟ (୨୦୦୫, ଈଷାନ ଅଙ୍କିତ ପ୍ରକାଶିନୀ)
- ଅଗଣାରେ ବତକ (୨୦୦୮, ଈଷାନ ଅଙ୍କିତ ପ୍ରକାଶିନୀ)
- ବାଡ଼ି କୁକୁଡା (୨୦୦୯, ଈଷାନ ଅଙ୍କିତ ପ୍ରକାଶିନୀ)
- ଦଳିତ ସଂସ୍କୃତିର ଇତିହାସ (୨୦୦୯, ଈଷାନ ଅଙ୍କିତ ପ୍ରକାଶିନୀ)
- ଛେଳିକଥା (୨୦୦୯, ଈଷାନ ଅଙ୍କିତ ପ୍ରକାଶିନୀ)
- କାଳିଆ ଉବାଚ (୨୦୧୧, ସାହିତ୍ୟ ଶ୍ୱେତପଦ୍ମା)
- ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ (୨୦୧୩, ସୃଜନୀ)
- ପଡ଼ା ପୋଡ଼ି (୨୦୧୪, ପକ୍ଷୀଘର ପ୍ରକାଶନୀ)[୭]
- ଅନେକ କିଛି ଘଟିବାର ଅଛି
- ମହୁଲବଣ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪ (ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ ପାଇଁ)[୮]
ଆଧାର
[ସମ୍ପାଦନା]- ↑ Eunice de Souza (15 October 2012). These My Words: The Penguin Book of Indian Poetry. Penguin Books Limited. pp. 9–. ISBN 978-81-8475-793-4.
- ↑ "Odisha Sahitya Akademi". odishasahityaakademi.org. Retrieved 2019-03-05.
- ↑ Pramod K. Nayar (21 March 2014). Writing Wrongs: The Cultural Construction of Human Rights in India. Routledge. pp. 53–. ISBN 978-1-317-80909-8.
- ↑ Mukul Sharma (25 September 2017). Caste and nature: Dalits and Indian Environmental Policies. OUP India. pp. 228–. ISBN 978-0-19-909160-7.
- ↑ "ବାସୁଦେବ ସୁନାନୀଙ୍କର ତିନୋଟି କବିତା". No. ଜନବାଦୀ ଭୁବନେଶ୍ୱର ୨-୮ ମାର୍ଚ୍ଚ ୨୦୧୯. Archived from the original on 28 May 2022. Retrieved 5 March 2019.
- ↑ Sailen Routray (16 October 2017). Everyday State and Politics in India: Government in the Backyard in Kalahandi. Taylor & Francis. pp. 40–. ISBN 978-1-351-69210-6.
- ↑ "National Library of India Online Catalog". opac.nationallibrary.gov.in. National Library. Retrieved 5 March 2019.
- ↑ "୨୦୧୩ ଓ ୧୪ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା". sambad.in. ସମ୍ବାଦ. Retrieved 5 March 2019.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ବାସୁଦେବ ସୁନାନୀ
ବାବଦରେ ମାଧ୍ୟମ ରହିଛି ।