ବସନ୍ତ ମୁଦୁଲି କବିତା ପୁରସ୍କାର
ଦେଖଣା
ବସନ୍ତ ମୁଦୁଲି କବିତା ପୁରସ୍କାର | |
---|---|
ଦାତା | ବସନ୍ତ ମୁଦୁଲି ସ୍ମୃତି ସଂସଦ |
ତାରିଖ | ୧୯୮୭ |
ଅବସ୍ଥିତି | ଭଦ୍ରକ |
ଦେଶ | ଭାରତ |
ବସନ୍ତ ମୁଦଲି କବିତା ପୁରସ୍କାର ଓଡ଼ିଆ ଭାଷାର କବିମାନଙ୍କୁ ଦିଆଯାଉଥିବା ଏକ ସମ୍ମାନ, ଯାହାକି କବି ବସନ୍ତ ମୁଦୁଲିଙ୍କ ସ୍ମୃତିରେ ବସନ୍ତ ମୁଦୁଲି ସ୍ମୃତି ସଂସଦଦ୍ୱାରା ପ୍ରଦାନ କରାଯାଇଥାଏ । ସ୍ମୃତି ସଂସଦ ତରଫରୁ ପ୍ରତିବର୍ଷ ବସନ୍ତ ମୁଦୁଲି ସ୍ମୃତି ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।[୧]
ଇତିହାସ
[ସମ୍ପାଦନା]୧୯୮୬ ମସିହାରେ କବି ବସନ୍ତ ମୁଦୁଲିଙ୍କ ମୃତ୍ୟୁ ପରେ ୧୯୮୭ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । କବି ସୁନୀଲ କୁମାର ପୃଷ୍ଟିଙ୍କୁ ୧୯୮୭ ମସିହାରେ ଏହି ପୁରସ୍କାର ପ୍ରଥମ କରି ପ୍ରଦାନ କରାଯାଇଥିଲା ।
ସମ୍ମାନିତ ବ୍ୟକ୍ତିତ୍ୱ
[ସମ୍ପାଦନା]- ସୁନୀଲ କୁମାର ପୃଷ୍ଟି (୧୯୮୭)
- କୁମାର ହସନ (୧୯୮୮)
- ୧୯୮୯
- ଆଶୁତୋଷ ପରିଡ଼ା (୧୯୯୦)
- ସୌଭାଗ୍ୟବନ୍ତ ମହାରଣା (୧୯୯୧)
- ରାମକୃଷ୍ଣ ସାହୁ (୧୯୯୨)
- ପ୍ରବାସିନୀ ମହାକୁଡ଼ (୧୯୯୩)
- ଅପର୍ଣ୍ଣା ମହାନ୍ତି ଓ ସେନାପତି ପ୍ରଦ୍ୟୁମ୍ନ କେଶରୀ (୧୯୯୪)
- ସୁଚେତା ମିଶ୍ର (୧୯୯୫)
- ଅଖିଳ ନାୟକ (୧୯୯୬)
- ପୀତାମ୍ବର ତରାଇ (୧୯୯୭)
- ଅକ୍ଷୟ ବେହେରା (୧୯୯୮) ଓ ଅଜୟ ପ୍ରଧାନ (ପ୍ରତ୍ୟାଖ୍ୟାନ)[୨]
- ବାସୁଦେବ ସୁନାନୀ (୧୯୯୯)
- ବୀଣାପାଣି ପଣ୍ଡା (୨୦୦୦)
- ଭାରତ ମାଝୀ (୨୦୦୧)
- ଅରୂପାନନ୍ଦ ପାଣିଗ୍ରାହୀ (୨୦୦୨)
- ଅଭୟ ନାୟକ ଓ ତୁହିନାଂଶୁ ରଥ (୨୦୦୩)
- ସାବିତ୍ରୀ କବି (୨୦୦୪)
- ବିରଜା ବଳ (୨୦୦୫)[୩]
- ଅଖିଳ କୁମାର ମିଶ୍ର ଓ ଗାୟତ୍ରୀବାଳା ପଣ୍ଡା (୨୦୦୬)
- ୨୦୦୭
- ୨୦୦୮
- ମନୋଜ ମେହେର (୨୦୦୯)
- ସିତାଂଶୁ ଲେଙ୍କା (୨୦୧୦)
- ନିରାକାର ଦାସ (୨୦୧୧)
- ଦୁର୍ଗା ପ୍ରସାଦ ପଣ୍ଡା (୨୦୧୨)
- ସରୋଜ ବଳ (୨୦୧୩)
- ପବିତ୍ର ମୋହନ ଦାଶ (୨୦୧୪)
- ୨୦୧୫
- ଶର୍ମିଷ୍ଠା ସାହୁ ଓ ଶକ୍ତି ମହାନ୍ତି (୨୦୧୬)[୪]
- କିଶୋର ପାଣିଗ୍ରାହୀ (୨୦୧୭)[୫]
- ଶୁଭଶ୍ରୀ ଲେଙ୍କା (୨୦୧୮)[୫]
- ପ୍ରୀତିଧାରା ସାମଲ (୨୦୧୯)[୫]
- ଈପ୍ସିତା ଷଡ଼ଙ୍ଗୀ (୨୦୨୦)[୫]
- ବାଦଲ ମହାନ୍ତି (୨୦୨୧)[୫]
- ନରେନ୍ଦ୍ର ଭୋଇ (୨୦୨୨)[୬][୭]
- ଚିତ୍ତରଞ୍ଜନ ନାୟକ (୨୦୨୩)[୮][୯][୧୦]
ଆଧାର
[ସମ୍ପାଦନା]- ↑ "୨୭ରେ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ". No. ସମ୍ବାଦ ୧୫/୦୮/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 March 2022. Retrieved 25 March 2022.
- ↑ "ପୁରସ୍କାର ଗୋଟେ ଚକୋଲେଟ୍ , ତଂଟିରେ ଲାଗି ଯାଇପାରେ". odia.samacharjustclick.com. Archived from the original on 17 April 2021. Retrieved 17 April 2021.
- ↑ "୨୦୦୫ ଓ ୨୦୦୬ ପାଇଁ ବସନ୍ତ ମୁଦୁଲି କବିତା ପୁରସ୍କାର ଘୋଷିତ". gayatribalapanda.com. Retrieved 17 April 2021.
- ↑ "Sharmishtha, Shakti to get Muduli Kabita award". dailypioneer.com. Retrieved 17 April 2021.
- ↑ ୫.୦ ୫.୧ ୫.୨ ୫.୩ ୫.୪ "ବସନ୍ତଙ୍କ କବିତାରେ ଥିଲା ଭିନ୍ନ ଦିଗନ୍ତ". ଧରିତ୍ରୀ. 28 March 2022. p. ୧୩. Archived from the original on 30 August 2023. Retrieved 28 March 2022.
- ↑ "'କବି ବସନ୍ତ ମୁଦୁଲି କବିତା ପୁରସ୍କାର' ଘୋଷଣା: ପୁରସ୍କୃତ ହେବେ କବି ନରେନ୍ଦ୍ର ଭୋଇ ଓ କବି ଚିତ୍ତରଞ୍ଜନ ନାୟକ". ସମ୍ବାଦ. No. ବାଲେଶ୍ୱର. ବାଲେଶ୍ୱର. 17 October 2023. p. ୭. Archived from the original on 17 October 2023. Retrieved 17 October 2023.
- ↑ "'କବି ବସନ୍ତ ମୁଦୁଲି କବିତା ପୁରସ୍କାର' ଘୋଷଣା: ୨୦୨୨ ପାଇଁ ନରେନ୍ଦ୍ର ଭୋଇ, ୨୦୨୩ ପାଇଁ ଚିତ୍ତରଞ୍ଜନ ନାୟକ ହେବେ ପୁରସ୍କୃତ". Sambad (in Odia). 16 October 2023. Archived from the original on 17 October 2023. Retrieved 17 October 2023.
{{cite web}}
: CS1 maint: unrecognized language (link) - ↑ "Basanta Muduli Awards announced for two years". OrissaPOST (in English). Bhubaneswar. 17 October 2023. p. 2. Archived from the original on 17 October 2023. Retrieved 17 October 2023.
{{cite news}}
: CS1 maint: unrecognized language (link) - ↑ Sahoo, Rajalaxmi (17 October 2023). "'କବି ବସନ୍ତ ମୁଦୁଲି କବିତା' ପୁରସ୍କାର ଘୋଷଣା: ପୁରସ୍କୃତ ହେବେ କବି ନରେନ୍ଦ୍ର ଭୋଇ, କବି ଚିତ୍ତରଞ୍ଜନ ନାୟକ". ଓଟିଭି ଖବର. Archived from the original on 17 October 2023. Retrieved 17 October 2023.
- ↑ "Two young poets to be honored" (Newspaper). The Statesman (in Indian English). No. Bhubaneswar. Balasore. 18 October 2023. p. 2. Retrieved 18 October 2023.