ଶକ୍ତି ମହାନ୍ତି

ଉଇକିପିଡ଼ିଆ‌ରୁ
ଶକ୍ତି ମହାନ୍ତି
Born୧୯୭୪
Nationalityଭାରତୀୟ
Alma materସ୍ୱାମୀ ବିବେକାନନ୍ଦ ମେମୋରିଆଲ ମହାବିଦ୍ୟାଳୟ

ଶକ୍ତି ମହାନ୍ତି, ଜଣେ ଓଡ଼ିଆ ସାହିତ୍ୟିକ ।[୧] ଓଡ଼ିଆ ସାହିତ୍ୟର ଗଳ୍ପ, କବିତା ଓ ଉପନ୍ୟାସ ଆଦିରେ ସେ ନିଜ ଲେଖନୀ ଚାଳନା କରନ୍ତି । ବୃତ୍ତିରେ ସେ ଜଣେ ଅଧ୍ୟାପକ ।

ରଚନାବଳୀ[ସମ୍ପାଦନା]

  • କ୍ୟାସିନୋ
  • ଅର୍ଦ୍ଧସତ୍ୟ
  • ଇଥର ବୋଲି କିଛି ନାହିଁ
  • ସୀମାହୀନ
  • ଲଘୁଚାପ
  • ପୁଣି ବର୍ଷା
  • ରେଖା ନଥିବା ଗୋଟେ ହାତ(ଉପନ୍ୟାସ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ବସନ୍ତ ମୁଦୁଲି କବିତା ସମ୍ମାନ, ୨୦୧୬[୨]
  • ଟାଇମପାସ ବୁକର ସମ୍ମାନ - ୨୦୧୭(କ୍ୟାସିନୋ)[୩]
  • ଚଉଷଠି ଯୋଗିନୀ କବିତା ପୁରସ୍କାର[୪]
  • ଜଗଦୀଶ ଯୁବ ସମ୍ମାନ, ୨୦୨୧[୫]

ଆଧାର[ସମ୍ପାଦନା]

  1. "In search of quality". telegraphindia. Retrieved 22 October 2018.
  2. "Sharmishtha, Shakti to get Muduli Kabita award". dailypioneer.com. Retrieved 9 February 2021.
  3. "Shakti Mohanty's 'Casino' Wins Time Pass Booker Award". odishatv. Archived from the original on 6 August 2018. Retrieved 22 October 2018.
  4. "କଥା ଝରକା". କଥା (ଅକ୍ଟୋବର ୨୦୧୮): ୬୬. {{cite journal}}: |access-date= requires |url= (help)
  5. "ଜଗଦୀଶ କଥାସମ୍ମାନ ପାଇବେ ନିବାରଣ ଜେନା". sambadepaper.com. 2021-02-09. Archived from the original on 2021-02-09. Retrieved 9 February 2021.