କିଶୋର ପାଣିଗ୍ରାହୀ
କିଶୋର ପାଣିଗ୍ରାହୀ | |
---|---|
![]() ୨୦୨୩ ମସିହାର ଭଦ୍ରକ ସାଳନ୍ଦୀ ପୁସ୍ତକ ମେଳାରେ କିଶୋର ପାଣିଗ୍ରାହୀ । | |
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | କବି, ଲେଖକ, ସମାଲୋଚକ |
କାହ୍ନୁଚରଣ ପାଣିଗ୍ରାହୀ (ବାପା) | |
ପୁରସ୍କାର(ଗୁଡ଼ିକ) | ବସନ୍ତ ମୁଦୁଲି କବିତା ପୁରସ୍କାର, ୨୦୧୭ |
କିଶୋର ପାଣିଗ୍ରାହୀ ([kisoɾɔ paɳigrahi] (listen)) (ଜନ୍ମ: ୧୧ ଡିସେମ୍ବର ୧୯୭୧) ଜଣେ ଓଡ଼ିଆ କବି, ଲେଖକ ଓ ସମାଲୋଚକ । ୨୦୧୭ ମସିହାରେ ସେ ତାଙ୍କୁ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
କିଶୋର ପାଣିଗ୍ରାହୀ ୧୯୭୧ ମସିହାର ଡିସେମ୍ବର ୧୧ ତାରିଖରେ ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କାହ୍ନୁଚରଣ ପାଣିଗ୍ରାହୀ ଜଣେ ଶିଶୁ ସାହିତ୍ୟିକ । ସେ ପେଷାରେ ଜଣେ ଅଧ୍ୟାପକ ।[୨]
ରଚନାବଳୀ[ସମ୍ପାଦନା]
- ନିଆରା ନଈର ରିଆଜ୍ (୨୦୨୩, ଟାଇମ୍ପାସ୍)
- ଅଛି (୨୦୨୨, ବର୍ଷା ପବ୍ଲିକେଶନ୍)
- ଦୁଇଟି ପାଟଳ ପାଦ (ଅନୁବାଦ)
- ଚୋଟ
- କ୍ଷତ
- ଶଂଖଚିଲ (୨୦୨୨, ଟାଇମ୍ପାସ୍)
- ସେକ୍ସ୍ପିଅର କାହାଣୀ
- ସମାନଙ୍କ ଶ୍ରେଷ୍ଠଗଳ୍ପ (ଅନୁବାଦ)
ପୁରସ୍କାର[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "ବସନ୍ତଙ୍କ କବିତାରେ ଥିଲା ଭିନ୍ନ ଦିଗନ୍ତ". ଧରିତ୍ରୀ. 28 March 2022. p. ୧୩. Retrieved 28 March 2022.
- ↑ "ଚନ୍ଦ୍ର କୁମାର ମହାନ୍ତି ପଞ୍ଚମ ସ୍ମୃତି ଉତ୍ସବ". Sambad. ବାଲେଶ୍ୱର. 11 October 2021. Archived from the original on 20 February 2023. Retrieved 20 February 2023.
- ↑ "୨୭ରେ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ". No. ସମ୍ବାଦ ୧୫/୦୮/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 March 2022. Retrieved 25 March 2022.
ବାହାର ଲିଙ୍କ୍[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ କିଶୋର ପାଣିଗ୍ରାହୀ
ବାବଦରେ ମାଧ୍ୟମ ରହିଛି ।