ତୁହିନାଂଶୁ ରଥ

ଉଇକିପିଡ଼ିଆ‌ରୁ
ତୁହିନାଂଶୁ ରଥ
ଜନ୍ମ ଓ ଜନ୍ମସ୍ଥାନ (1964-01-03) ୩ ଜାନୁଆରୀ ୧୯୬୪ (ବୟସ ୬୦)
କଣ୍ଟିଗଡ଼ିଆ, ଯାଜପୁର
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ସମାଜବିଜ୍ଞାନ)
ପୁରସ୍କାରବସନ୍ତ ମୁଦୁଲି କବିତା ପୁରସ୍କାର

ତୁହିନାଂଶୁ ରଥ ( ଜନ୍ମ : ୩ ଜାନୁଆରୀ ୧୯୬୪ ) ଜଣେ ଓଡ଼ିଆ କବି । ସେ ବସନ୍ତ ମୁଦୁଲି କବିତା ପୁରସ୍କାରକବି ଦୀପକ ମିଶ୍ର କବିତା ପୁରସ୍କାର ଆଦି ପୁରସ୍କାର ଲାଭ କରିଛନ୍ତି । ବୃତ୍ତିରେ ସେ ଜଣେ ଅଧ୍ୟାପକ ।

ରଚନାବଳୀ[ସମ୍ପାଦନା]

  • ନାଭି ନକ୍ଷତ୍ର ( ୧୯୯୯ )
  • ଅତୁଠ ଶିଳା ( ୨୦୦୩ )
  • ଆଖି ଅକ୍ଷର ( ୨୦୦୫ )
  • ଶୋଷ ସନ୍ତକ ( ୨୦୦୮ )
  • ମେଘ ଆଳାପ ( ୨୦୧୦ )
  • ଉଦ୍ଭିଦ ଗର୍ଭ ( ୨୦୧୩ )

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ବସନ୍ତ ମୁଦୁଲି କବିତା ପୁରସ୍କାର[୧]
  • କବି ଦୀପକ ମିଶ୍ର କବିତା ପୁରସ୍କାର ( କନିଷ୍ଠ ବର୍ଗ ) - ୨୦୧୮[୨]

ଆଧାର[ସମ୍ପାଦନା]

  1. "ସୃଜନ ସ୍ମୃତି". No. ଧରିତ୍ରୀ ୨୫/୦୨/୨୦୨୧ ପୃଷ୍ଠା. ଧରିତ୍ରୀ. 25 February 2021. Archived from the original on 25 February 2021. Retrieved 25 February 2021.
  2. "ରଂଜିତା ନାୟକ, ତୁହିନାଂଶୁ ରଥ ପାଇବେ କବି ଦୀପକ ମିଶ୍ର ସ୍ମୃତି ପୁରସ୍କାର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 February 2021. Retrieved 25 February 2021. {{cite web}}: |archive-date= / |archive-url= timestamp mismatch; 9 ଫେବୃଆରୀ 2018 suggested (help)