ଆଲୋଚନା:ହରପ୍ରସାଦ ପରିଛା ପଟ୍ଟନାୟକ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଲେଖକଙ୍କ ସ୍ୱବ୍ୟବହୃତ ନାମ[ସମ୍ପାଦନା]

ସେ ଲେଖିଥିବା ସବୁ ବହିରେ ତାଙ୍କ ନାମ ହରପ୍ରସାଦ ପରିଛା ପଟ୍ଟନାୟକ ହିଁ ଲେଖାଯାଇଛି । ନିଶ୍ଚିତ ତାଙ୍କ ଅବଗତରେ ବହିର ଲେଖକ ଭାବରେ ପରିଛା ଲେଖାଯାଉଥିବ । ତେଣୁ ଆମ ପ୍ରସଙ୍ଗରେ ପରିଛା ଲେଖିବା ଠିକ ହେବ ।

ଉଦାହରଣ :

https://www.odishaestore.com/nasta_hoejibara_moha_7228

https://www.odishaestore.com/index.php?route=product/product&product_id=7226

https://www.odishaestore.com/index.php?route=product/product&product_id=7225

ସେ କ୍ଷେତ୍ରରେ ହରପ୍ରସାଦ ପରିଛା ପଟ୍ଟନାୟକ ହିଁ ଠିକ ହେବ ତାହେଲେ । ଲେଉଟାଇ ଦେଉଛି । --ସୁଭ (ଆଳାପ) ୧୦:୪୩, ୯ ମାର୍ଚ୍ଚ ୨୦୨୨ (IST)[reply]