ସର୍ବସାଧାରଣ (ଖବରକାଗଜ)
ଦେଖଣା
| ମାଲିକ | ଏସ୍.ଏଲ୍.ବି ମିଡିଆ ଓ ଏନଟରଟେନମେନ୍ଟ୍ (ପା) ଲିମିଟେଡ |
|---|---|
| ପ୍ରକାଶକ | ବୈରି ଗଞ୍ଜନ ଦାଶ |
| ସମ୍ପାଦକ | ବୈରି ଗଞ୍ଜନ ଦାଶ |
| ସମ୍ବାଦ ସମ୍ପାଦକ | ପାର୍ଥ ସାରଥି ବେହେରା |
| ପ୍ରତିଷ୍ଠିତ | ୨୦୧୧ |
| ଭାଷା | ଓଡ଼ିଆ |
| ମୁଖ୍ୟାଳୟ | ଭୁବନେଶ୍ୱର |
| ୱେବସାଇଟ | Official website |
'ସର୍ବସାଧାରଣ' ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ୮ ଫେବୃଆରୀ ୨୦୧୧ରୁ ପ୍ରକାଶିତ ହୋଇଆସୁଛି ।[୧]