ବଂଶୀଧର ମହାନ୍ତି

ଉଇକିପିଡ଼ିଆ‌ରୁ
(Banshidhara Mohantyରୁ ଲେଉଟି ଆସିଛି)
ବଂଶୀଧର ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନବଂଶୀଧର ମହାନ୍ତି
୧୯୨୪
ମୃତ୍ୟୁ୧୯୯୦[୧]
ବୃତ୍ତିଲେଖକ, ସମାଲୋଚକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଓଡ଼ିଆ ଭାଷାତତ୍ତ୍ୱର ଭୂମିକା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୪
ବିଷୁବ ପୁରସ୍କାର, ୧୯୮୬

ବଂଶୀଧର ମହାନ୍ତି (୧୯୨୪ - ୧୯୯୦) ଜଣେ ଓଡ଼ିଆ ଲେଖକ ଓ ସମାଲୋଚକ ଥିଲେ । ସେ ପେଶାରେ ଜଣେ ଅଧ୍ୟାପକ ଥିଲେ । ୧୯୭୩ ମସିହାରେ ତାଙ୍କୁ ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ଓଡ଼ିଆ ଭାଷାତତ୍ତ୍ୱର ଭୂମିକା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ରଚନାବଳୀ[ସମ୍ପାଦନା]

  • ଓଡ଼ିଆ ଭାଷାତତ୍ତ୍ୱର ଭୂମିକା (ସମାଲୋଚନା ପୁସ୍ତକ)
  • ମୌନୀ ସାଧୁର ମୂକ ସାଧନା (ଅନୁବାଦ ପୁସ୍ତକ, ୧୯୫୨ରେ ପ୍ରକାଶିତ)[୨]

ପୁରସ୍କାର[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

ସେ ୧୯୯୦ ମସିହାରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Das, Sisir Kumar (2005). A History of Indian Literature: 1911-1956, struggle for freedom : triumph and tragedy (in ଇଂରାଜୀ). Sahitya Akademi. ISBN 978-81-7201-798-9. Retrieved 23 January 2023.
  2. ପ୍ରବୋଧଚନ୍ଦ୍ର ମିତ୍ର (1952). ମୌନୀ ସାଧୁର ମୂକ ସାଧନା (in ଓଡ଼ିଆ). କଟକ: ନରେନ୍ଦ୍ରନାଥ ସୁର. Retrieved 23 January 2023.{{cite book}}: CS1 maint: unrecognized language (link)
  3. "୧୯୬୯, ୧୯୭୦, ୧୯୭୧, ୧୯୭୨ ଓ ୧୯୭୩ ମସିହାରେ ପ୍ରକାଶିତ ୧୯୭୪ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 3 November 2017. Retrieved 23 January 2023.
  4. "ବିଷୁବ ପୁରସ୍କାର ବିଜେତା" (PDF). ବିହାରୀବାଗ, କଟକ-୨: ପ୍ରଜାତନ୍ତ୍ର ପ୍ରଚାର ସମିତି. p. 1. Archived from the original (PDF) on 8 October 2020. Retrieved 23 January 2023.{{cite web}}: CS1 maint: location (link)