ପ୍ରସନ୍ନ କୁମାର ପାଟ୍ଟଶାଣୀ

ଉଇକିପିଡ଼ିଆ ରୁ
(Prasanna Kumar Patasani ରୁ ଲେଉଟି ଆସିଛି)
Jump to navigation Jump to search
ପ୍ରସନ୍ନ କୁମାର ପାଟ୍ଟଶାଣୀ
Dr. (Prof.) Prasanna Kumar Patasani 2.jpg
ସଦସ୍ୟ, ଲୋକ ସଭା
In office
୧୯୯୮-୨୦୧୯
ପୂର୍ବ ଅଧିକାରୀସୌମ୍ୟ ରଞ୍ଜନ ପଟ୍ଟନାୟକ
ପର ଅଧିକାରୀଅପରାଜିତା ଷଡ଼ଙ୍ଗୀ
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ୨୭ ଅପ୍ରେଲ ୧୯୪୬ (1946-04-27) (୭୩ ବର୍ଷ)
ଖୋର୍ଦ୍ଧା, ଓଡ଼ିଶା
ରାଜନୀତିକ ଦଳବି.ଜେ.ଡ଼ି
ଜୀବନ ସାଥୀବିଜୟଲକ୍ଷ୍ମୀ ପାଟ୍ଟଶାଣୀ
ସନ୍ତାନ୨ ପୁଅ, ୧ ଝିଅ
ଘରଭୁବନେଶ୍ୱର
ସନ୍ତକ
ସେପ୍ଟେମ୍ବର ୨୨ ଅନୁସାରେ, ୨୦୦୬
ଆଧାର: [୧]

ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ (ଜନ୍ମ ୨୭ ଏପ୍ରିଲ ୧୯୪୬) ଜଣେ ଓକିଲ, ଦାର୍ଶନିକ, କବି ଓ ଭାରତର ୧୫ତମ ଲୋକ ସଭାର ସାଂସଦ । ସେ ଓଡ଼ିଶାର ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରନ୍ତି ଓ ବିଜୁ ଜନତା ଦଳର ଉପସଭାପତି ଓ ଗଠନକାରୀ ସଭ୍ୟ ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]