ରବିନ୍ଦ୍ର କୁମାର ଜେନା

ଉଇକିପିଡ଼ିଆ ରୁ
Jump to navigation Jump to search
ରବିନ୍ଦ୍ର କୁମାର ଜେନା
ସଦସ୍ୟ: ୧୬ଶ ଲୋକ ସଭା
Assumed office
୨୦୧୪
ପୂର୍ବ ଅଧିକାରୀଶ୍ରୀକାନ୍ତ କୁମାର ଜେନା
ପର ଅଧିକାରୀପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳବିଜୁ ଜନତା ଦଳ
ପେଷାରାଜନୀତିଜ୍ଞ

ରବିନ୍ଦ୍ର କୁମାର ଜେନା ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାର ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇ ୧୬ଶ ଲୋକ ସଭାକୁ ଯାଇଥିଲେ ।[୧] ସେ ୧୮ ମଇ ୨୦୧୪ରେ ଶପଥ ଗ୍ରହଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "Constituencywise Trends". Election Commission of India. Retrieved 19 May 2014.
  2. "MP Performance Track, Lok Sabha". PRS India (in ଇଂରାଜୀ). 2017-08-11. Retrieved 2017-09-28.