Jump to content

ରବିନ୍ଦ୍ର କୁମାର ଜେନା

ଉଇକିପିଡ଼ିଆ‌ରୁ
ରବିନ୍ଦ୍ର କୁମାର ଜେନା
ସଦସ୍ୟ: ୧୬ଶ ଲୋକ ସଭା
Assumed office
୨୦୧୪
ପୂର୍ବ ଅଧିକାରୀଶ୍ରୀକାନ୍ତ କୁମାର ଜେନା
ପର ଅଧିକାରୀପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସୁବାସିନୀ ଜେନା
ପେଷାରାଜନୀତିଜ୍ଞ

ରବିନ୍ଦ୍ର କୁମାର ଜେନା ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାର ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇ ୧୬ଶ ଲୋକ ସଭାକୁ ଯାଇଥିଲେ ।[୧] ସେ ୧୮ ମଇ ୨୦୧୪ରେ ଶପଥ ଗ୍ରହଣ କରିଥିଲେ ।[୨]

  1. "Constituencywise Trends". Election Commission of India. Archived from the original on 28 May 2014. Retrieved 19 May 2014.
  2. "MP Performance Track, Lok Sabha". PRS India (in ଆମେରିକୀୟ ଇଂରାଜୀ). 2017-08-11. Retrieved 2017-09-28.