ରାମଚନ୍ଦ୍ର ହାଁସଦା

ଉଇକିପିଡ଼ିଆ‌ରୁ
ରାମ ଚନ୍ଦ୍ର ହାଁସଦା
Rama Chandra Hansadah.JPG
ସଦସ୍ୟ: ୧୬ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀଲକ୍ଷ୍ମଣ ଟୁଡୁ
ପର ଅଧିକାରୀବିଶ୍ୱେଶ୍ୱର ଟୁଡୁ
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ବିଧାୟକ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପର ଅଧିକାରୀଭାଦବ ହାଁସଦା
ନିର୍ବାଚନ ମଣ୍ଡଳୀସାରସକଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-03-11) ୧୧ ମାର୍ଚ୍ଚ ୧୯୬୫ (ବୟସ ୫୮)
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା
ପେଷାରାଜନୀତିଜ୍ଞ

ରାମଚନ୍ଦ୍ର ହାଁସଦା (ଜନ୍ମ: ୧୧ ମାର୍ଚ୍ଚ ୧୯୬୫)[୧] ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ମସିହାରେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ଜୁନ ୨୦୧୨ରେ ଅନ୍ୟ ତିନିଜଣ ବିଧାୟକଙ୍କ ସହ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୩][୪] ସେ ପୂର୍ବରୁ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଥିଲେ । ୪ ନଭେମ୍ବର ୨୦୧୪ରେ ରାମଚନ୍ଦ୍ର ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇଦ୍ୱାରା ଗିରଫ ହୋଇଥିଲେ ।[୫][୬] ସେ ଗିରଫ ହେବାପରେ ଝାରପଡ଼ା ଜେଲରେ ଥିଲେ ।[୭]

ଆଧାର[ସମ୍ପାଦନା]

  1. "Hansdah, Shri Rama Chandra". Lok Sabha Secretariat. Retrieved 2 August 2021.
  2. "Constituencywise Trends". Election Commission of India. Retrieved 18 May 2014.
  3. "Many defectors emerge victorious in State". The Pioneer. Retrieved 18 May 2014.
  4. "All 4 NCP MLAs join BJD along with their general secretary". Zee News. Retrieved 18 May 2014.
  5. "Odisha chit fund scam: CBI arrests BJD MP, 2 former MLAs". India Today.
  6. "ସାଂସଦ ରାମଚନ୍ଦ୍ର ହାଂସଦା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି". Sambad. 8 October 2017. Retrieved 21 January 2019.
  7. "ମୁକୁଳିବେ ହାଂସଦା, ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ". Dharitri.com (in ଇଂରାଜୀ). Retrieved 21 January 2019.