ପିନାକୀ ମିଶ୍ର

ଉଇକିପିଡ଼ିଆ‌ରୁ
ପିନାକୀ ମିଶ୍ର
ସଦସ୍ୟ: ୧୧ଶ, ୧୫ଶ ଏବଂ ୧୬ଶ ଲୋକ ସଭା
Assumed office
୨୦୦୯
ପୂର୍ବ ଅଧିକାରୀବ୍ରଜ କିଶୋର ତ୍ରିପାଠୀ
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-10-23) ୨୩ ଅକ୍ଟୋବର ୧୯୫୯ (ବୟସ ୬୪)
ପୁରୀ, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ପେଷାଆଇନଜୀବୀ

ପିନାକୀ ମିଶ୍ର (ଜନ୍ମ: ୨୩ ଅକ୍ଟୋବର ୧୯୫୯) ଜଣେ ଭାରତୀୟ ରାଜନେତା । ସେ ଭାରତର ସଂସଦର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ଅଧୁନା ପୁରୀ ଲୋକ ସଭାରୁ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି ।[୧] ୧୯୯୬ ମସିହାରେ ସେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିଥିଲେ ଏବଂ ବ୍ରଜ କିଶୋର ତ୍ରିପାଠୀଙ୍କୁ ହରାଇ ପୁରୀରୁ ସାଂସଦ ହୋଇଥିଲେ ଓ ପରେ ୟୁନିଅନ ମନ୍ତ୍ରୀ ମଧ୍ୟ ହୋଇଥିଲେ ।[୨] ଏହାପରେ ସେ ୧୫ଶ୧୬ଶ ଲୋକ ସଭାରେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ । ୨୦୧୯ରେ ବିଜେପି ପ୍ରତିଦ୍ୱନ୍ଦୀ, ସମ୍ବିତ ପାତ୍ରଙ୍କୁ ହରାଇ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ଆଧାର[ସମ୍ପାଦନା]

  1. "Profile of Members". Government of India. Retrieved 12 March 2012.
  2. Mishra, Bibhuti. "I am disgusted with politics". Sify. Retrieved 27 January 2015.
  3. "General Election 2019 - Election Commission of India". results.eci.gov.in. Retrieved 2019-05-25.