କଳିକେଶ ନାରାୟଣ ସିଂହଦେଓ

ଉଇକିପିଡ଼ିଆ‌ରୁ
କଳିକେଶ ନାରାୟଣ ସିଂହଦେଓ
ସାଂସଦ: ଲୋକ ସଭା
Assumed office
୧ ଜୁନ ୨୦୦୯
ପୂର୍ବ ଅଧିକାରୀସଙ୍ଗୀତା କୁମାରୀ ସିଂହଦେଓ
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବ୍ୟକ୍ତିଗତ ସବିଶେଷ
ଜନ୍ମ
କଳିକେଶ ନାରାୟଣ ସିଂହଦେଓ

(1974-05-26) ୨୬ ମଇ ୧୯୭୪ (ବୟସ ୪୯)
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀମେଘ୍ନା ଆର୍. ଏଲ୍. ରଣା
ସମ୍ପର୍କଅର୍କେଶ ସିଂହଦେଓ (ଭାଇ), ଅନଙ୍ଗ ଉଦୟ ସିଂହଦେଓ (ବାପା), ରାଜେନ୍ଦ୍ର ନାରାୟଣ ସିଂହଦେଓ (ଜେଜେବାପା)
ଘରବଲାଙ୍ଗୀର, ଓଡ଼ିଶା
ଭୁବନେଶ୍ୱର, ଓଡ଼ିଶା
ନୂଆ ଦିଲ୍ଲୀ, ଭାରତ
ଶିକ୍ଷାନୁଷ୍ଠାନଦ ଡୁନ୍ ସ୍କୁଲ, ଡେରାଡୁନ୍
ସେଣ୍ଟ ସ୍ଟିଫେନସ୍ କଲେଜ, ଦିଲ୍ଲୀ
ବୃତ୍ତିତୀରନ୍ଦାଜ୍, ବାସ୍କେଟବଲ ଖେଳାଳୀ
ପେଷାରାଜନୀତିଜ୍ଞ, ଆଇନଜୀବୀ
ୱେବସାଇଟhttp://www.kalikesh.com

କଳିକେଶ ନାରାୟଣ ସିଂହଦେଓ (ଜନ୍ମ: ୨୬ ମଇ ୧୯୭୪) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ବିଜୁ ଜନତା ଦଳର ଜଣେ ନେତା ।[୧]

ତାଙ୍କ ବାପା ଅନଙ୍ଗ ଉଦୟ ସିଂହଦେଓ ଏବଂ ଜେଜେବାପା ରାଜେନ୍ଦ୍ର ନାରାୟଣ ସିଂହଦେଓ ଉଭୟ ରାଜନୀତିଜ୍ଞ ଥିଲେ । ତାଙ୍କ ଜେଜେ ରାଜେନ୍ଦ୍ର ନାରାୟଣ ସିଂହଦେଓ ୦୮.୦୩.୧୯୬୭ଠାରୁ ୦୯.୦୧.୧୯୭୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କଳିକେଶ ଡେରାଡୁନ୍‌ର ଡୁନ୍ ସ୍କୁଲରେ ପାଠ ପଢ଼ୁଥିଲେ ।[୨][୩][୪] ଏହାପରେ ସେ ଦିଲ୍ଲୀର ସେଣ୍ଟ ସ୍ଟିଫେନ କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ।[୫]

ସାଂସଦ ହେବାପୂର୍ବରୁ କଳିକେଶ ଓଡ଼ିଶା ବିଧାନ ସଭାର କନିଷ୍ଠ ସଦସ୍ୟ ଭାବରେ ୨୦୦୪ରେ ବିଧାୟକ ଭାବରେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. "Lok Sabha". 164.100.47.132. 2012. Retrieved 27 March 2012. Fifteenth Lok Sabha Members Bioprofile
  2. http://orissadiary.com/ShowOriyaOrbit.asp?id=8281
  3. http://articles.timesofindia.indiatimes.com/2007-09-29/news-interviews/27981305_1_raima-sen-relationship-politician
  4. http://indiatoday.intoday.in/specials/youthsummit/Kalikesh-Deo.jsp
  5. http://indiatoday.intoday.in/specials/youthsummit/Kalikesh-Deo.jsp

ବାହାର ଆଧାର[ସମ୍ପାଦନା]