କଳିକେଶ ନାରାୟଣ ସିଂହଦେଓ
Appearance
କଳିକେଶ ନାରାୟଣ ସିଂହଦେଓ | |
---|---|
ସାଂସଦ: ଲୋକ ସଭା | |
Assumed office ୧ ଜୁନ ୨୦୦୯ | |
ପୂର୍ବ ଅଧିକାରୀ | ସଙ୍ଗୀତା କୁମାରୀ ସିଂହଦେଓ |
ନିର୍ବାଚନ ମଣ୍ଡଳୀ | ବଲାଙ୍ଗୀର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | କଳିକେଶ ନାରାୟଣ ସିଂହଦେଓ ୨୬ ମଇ ୧୯୭୪ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ମେଘ୍ନା ଆର୍. ଏଲ୍. ରଣା |
ସମ୍ପର୍କ | ଅର୍କେଶ ସିଂହଦେଓ (ଭାଇ), ଅନଙ୍ଗ ଉଦୟ ସିଂହଦେଓ (ବାପା), ରାଜେନ୍ଦ୍ର ନାରାୟଣ ସିଂହଦେଓ (ଜେଜେବାପା) |
ଘର | ବଲାଙ୍ଗୀର, ଓଡ଼ିଶା ଭୁବନେଶ୍ୱର, ଓଡ଼ିଶା ନୂଆ ଦିଲ୍ଲୀ, ଭାରତ |
ଶିକ୍ଷାନୁଷ୍ଠାନ | ଦ ଡୁନ୍ ସ୍କୁଲ, ଡେରାଡୁନ୍ ସେଣ୍ଟ ସ୍ଟିଫେନସ୍ କଲେଜ, ଦିଲ୍ଲୀ |
ବୃତ୍ତି | ତୀରନ୍ଦାଜ୍, ବାସ୍କେଟବଲ ଖେଳାଳୀ |
ପେଷା | ରାଜନୀତିଜ୍ଞ, ଆଇନଜୀବୀ |
ୱେବସାଇଟ | http://www.kalikesh.com |
କଳିକେଶ ନାରାୟଣ ସିଂହଦେଓ (ଜନ୍ମ: ୨୬ ମଇ ୧୯୭୪) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ବିଜୁ ଜନତା ଦଳର ଜଣେ ନେତା ।[୧]
ତାଙ୍କ ବାପା ଅନଙ୍ଗ ଉଦୟ ସିଂହଦେଓ ଏବଂ ଜେଜେବାପା ରାଜେନ୍ଦ୍ର ନାରାୟଣ ସିଂହଦେଓ ଉଭୟ ରାଜନୀତିଜ୍ଞ ଥିଲେ । ତାଙ୍କ ଜେଜେ ରାଜେନ୍ଦ୍ର ନାରାୟଣ ସିଂହଦେଓ ୦୮.୦୩.୧୯୬୭ଠାରୁ ୦୯.୦୧.୧୯୭୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କଳିକେଶ ଡେରାଡୁନ୍ର ଡୁନ୍ ସ୍କୁଲରେ ପାଠ ପଢ଼ୁଥିଲେ ।[୨][୩][୪] ଏହାପରେ ସେ ଦିଲ୍ଲୀର ସେଣ୍ଟ ସ୍ଟିଫେନ କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ।[୫]
ସାଂସଦ ହେବାପୂର୍ବରୁ କଳିକେଶ ଓଡ଼ିଶା ବିଧାନ ସଭାର କନିଷ୍ଠ ସଦସ୍ୟ ଭାବରେ ୨୦୦୪ରେ ବିଧାୟକ ଭାବରେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଆଧାର
[ସମ୍ପାଦନା]- ↑ "Lok Sabha". 164.100.47.132. 2012. Retrieved 27 March 2012.
Fifteenth Lok Sabha Members Bioprofile
- ↑ "ଆର୍କାଇଭ୍ କପି". Archived from the original on 2013-03-24. Retrieved 2019-01-17.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2013-01-03. Retrieved 2019-01-17.
{{cite web}}
: Cite has empty unknown parameter:|1=
(help) - ↑ http://indiatoday.intoday.in/specials/youthsummit/Kalikesh-Deo.jsp
- ↑ http://indiatoday.intoday.in/specials/youthsummit/Kalikesh-Deo.jsp
ବାହାର ଆଧାର
[ସମ୍ପାଦନା]- Odisha Tourism
- ws.ori.nic.in Archived 2007-12-19 at the Wayback Machine.
- kalikesh.com Archived 2019-01-15 at the Wayback Machine.