ପୁରୀ ଜିଲ୍ଲା
ପୁରୀ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା[୧] | ପୁରୀ, ଜଗତସିଂହପୁର |
ଭାଷା | ଓଡ଼ିଆ, ଇଂରାଜୀ |
Named for | ଶ୍ରୀକ୍ଷେତ୍ର |
ବିଧାନ ସଭା | ୫ଟି ଆସନ |
Area | |
• ଜିଲ୍ଲା | 3,634 km2 (1,403 sq mi) |
• ବେଳାଭୂମି | 81 km2 (31 sq mi) |
Population (୨୦୧୧) | |
• ଜିଲ୍ଲା | ୧୬୯୭୯୮୩ |
• Rank | ଓଡ଼ିଶାରେ ନବମ (୯/୩୦) |
• Density | 609/km2 (1,580/sq mi) |
• Urban | ୨୬୫୪୪୬ |
• Rural | ୧୪୩୨୫୩୭ |
• ୬ ବର୍ଷରୁ କମ ଶିଶୁ | ୧୬୪୩୮୮ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୨***[୨] |
Area code | +୦୬୭୮୨ |
ଯାନବାହାନ ପଞ୍ଚୀକରଣ | OD-13 |
Website | Official website |
ପୁରୀ ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୬୦ କିମି ଦୁରରେ ଅବସ୍ଥିତ । ପୁରୀ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।
ଭୂଗୋଳ
[ସମ୍ପାଦନା]ପୁରୀ ଓଡ଼ିଶାର ଏକ ସମୁଦ୍ର କୁଳିଆ ଜିଲ୍ଲା ହେଇଥିବାରୁ ଏଠାରେ ବର୍ଷସାରା ଜଳବାୟୁ ପ୍ରାୟ ସମାନ ଥାଏ । ପୁରୀ ଜିଲ୍ଲା ୧୯ ଡିଗ୍ରି ୨୮ ମିନିଟ୍ରୁ ୨୬ ଡିଗ୍ରି ୩୫ ମିନିଟ୍ ଅକ୍ଷାଂଷ ଓ ୮୪ ଡିଗ୍ରି ୪୯ ମିନିଟ୍ରୁ ୮୬ ଡିଗ୍ରି ୨୫ ମିନିଟ୍ ଦ୍ରାଘିମା ମନ୍ଧ୍ୟରେ ପ୍ରାୟ ୩୦୫୧ ବର୍ଗ କି. ମି. ବା ୨୬୪୯୮୮ ହେକ୍ଟର ଅଞ୍ଚଳରେ ବିସ୍ତ୍ରୁତ ।
ନଦୀ
[ସମ୍ପାଦନା]ହ୍ରଦ
[ସମ୍ପାଦନା]ଜନଗଣନା
[ସମ୍ପାଦନା]୨୦୧୧ ଜନଗଣନା ଅନୁସାରେ ପୁରୀ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୯୭,୯୮୩[୩] |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୩୨,୫୩୭ ଓ ସହରାଞ୍ଚଳରେ ୨,୬୫,୪୪୬ ଲୋକ ବାସ କରନ୍ତି [୪] |
- ପୁରୁଷ: ୮,୬୫,୨୦୯
- ମହିଳା: ୮,୩୨,୭୭୪
- ଛ ବର୍ଷରୁ କମ: ୧,୬୪,୩୮୮
- ପଢୁଆ ହାର: ୮୫.୩୭%
- ପୁରୁଷ: ୯୧.୮୪%
- ମହିଳା: ୭୮.୬୭%
ପର୍ଯ୍ୟଟନ ସ୍ଥଳ
[ସମ୍ପାଦନା]ବାଲିହରଚଣ୍ଡୀ। ସାତଲହଡି ମଠ । କପେଳଶ୍ୱରପୁର । ମାଣିକପାଟଣା । ଗୁଣ୍ଡିଚା ମନ୍ଦିର । ସୁନାର ଗୌରାଙ୍ଗ । ଦକ୍ଷିଣକାଳୀ ମନ୍ଦିର,ବୀରଗୋବିନ୍ଦପୁର । କାମରୁପା କାଳୀ ମନ୍ଦିର,ବୀରପ୍ରତାପପୁର । ଉଗ୍ରତାରା କାଳୀ ମନ୍ଦିର, ସମଯାଜପୂର । ଦକ୍ଷିଣ କାଳୀ ପୀଠ, ବୀରନରସିଂହପୁର । ବରାଳ ବାଲୁଙ୍କେଶ୍ୱର ମନ୍ଦିର,ବରାଳ | ବାବା ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି । ନୀଳକଣ୍ଠେଶ୍ୱର ମନ୍ଦିର, ଷ୍ଟାଣ୍ଡରା । ବାୟାବାବା ଗାଦି । ପଞ୍ଚୁପାଣ୍ଡବ ମନ୍ଦିର ସମୂହ । ବାଟ ମଙ୍ଗଳା । ଇନ୍ଦ୍ରେଶ୍ୱର ମହାଦେବ,ଓଲ୍ଲ ଓ ଅନ୍ୟାନ୍ୟ ମଠ ମନ୍ଦିର ।
- ରଘୁରାଜପୁର ପଟ୍ଟଚିତ୍ର ଗ୍ରାମ
- ରାମଚଣ୍ଡୀ
- କାକଟପୁର ମଙ୍ଗଳା
- ଜାହାନିଆ (ଅସ୍ତରଙ୍ଗ)
- ଚନ୍ଦ୍ରଭାଗା
- ଚିଲିକା ହ୍ରଦ
- ସାତପଡା
- ଅଲାରନାଥ ମନ୍ଦିର,ବ୍ରହ୍ମଗିରି
- ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି
- କାଳିଅବୁଦା ଗାଦି,ଓଟାଙ୍ଗ
- କପିଳେଶ୍ୱର ମନ୍ଦିର etc.
ଲୋକକଳା
[ସମ୍ପାଦନା]ସଙ୍ଗୀତ ଓ ନାଟ
[ସମ୍ପାଦନା]ହାତକଳା
[ସମ୍ପାଦନା]ଜଣାଶୁଣା ଖାଦ୍ୟ
[ସମ୍ପାଦନା]- ଖଜା: ଖଜା ବା ଫେଣି ଏକ ଓଡ଼ିଆ ପିଠା ଯାହା ମଇଦାରୁ ତିଆରି ହୋଇଥାଏ । ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ । ଏହା ଜଗନ୍ନାଥଙ୍କ ସକାଳ ଧୂପରେ ଠାକୁରମାନଙ୍କୁ ଅର୍ପଣ କରାଯାଇଥାଏ । ଖଜା (ଫେଣି) ପୁରୀର ଏକ ପ୍ରସିଦ୍ଧ ମିଠା ।
- ଅଭଡା:ପୁରୀ ଜଗନ୍ନାଥଙ୍କ ଅଭଡା ଭାରତ ପ୍ରସିଦ୍ଧ।ଏହାକୁ ଲୋକମାନେ ମହାପ୍ରସାଦ ରୂପେ ଗ୍ରହଣ କରନ୍ତି।
ଜଣାଶୁଣା ଲୋକ
[ସମ୍ପାଦନା]ଶିକ୍ଷା
[ସମ୍ପାଦନା]କଲେଜ ଓ ବିଶ୍ୱବିଦ୍ୟାଳୟ
[ସମ୍ପାଦନା]- ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ବିଶ୍ୱବିଦ୍ୟାଳୟ, ପୁରୀ
- ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ
- ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ପୁରୀ
- [[ଡା. ଅଭିନ ଚନ୍ଦ୍ର ହୋମିଓପାଥି ମେଡିକାଲ
ମହାବିଦ୍ୟାଳୟ ଓ ସ୍ୱାସ୍ଥକେନ୍ଦ୍ର, ପୁରୀ]]
- ଘନସ୍ୟାମ ହେମଲତା ବୈଷଇକ ମହାବିଦ୍ୟାଳୟ
- ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟ
- ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟଳୟ, ପୁରୀ
- ନିମାପଡା ମହାବିଦ୍ୟଳୟ, ନିମାପଡା,ପୁରୀ
- ମଙ୍ଗଳା ମହାବିଦ୍ୟଳୟ, କାକଟପୁର,ପୁରୀ
- ପ୍ରାଚୀ ମହାବିଦ୍ୟଳୟ,ବାଙ୍ଗୁରିଗାଁ,କାକଟପୁର,ପୁରୀ
- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ,ସାକ୍ଷୀଗୋପାଳ,ପୁରୀ
ବିଦ୍ୟାଳୟ
[ସମ୍ପାଦନା]- ବିଶ୍ୱମ୍ଭର ବିଦ୍ୟାପୀଠ,ପୁରୀ
- ପାଞ୍ଚଣା ପ୍ରାଥମିକ ବିଦ୍ୟାଳୟ,କୋରୁଆଳ,ପୁରୀ
- ଦେଶବନ୍ଧୁ ସରକାରି ଉଚ୍ଚ ବିଦ୍ୟାଳୟ,କୋରୁଆଳ,ପୁରୀ
- ସାତ୍ୟନାରାୟଣ ବିଦ୍ୟାପିଠ,ବାଲିଆ,ପୁରୀ
- ବରିମୁଣ୍ଡ ମ:ଇ ବିଦ୍ୟାଳୟ,ପଲ୍ଲୀଛକ,ପୁରୀ
- କାକଟପୁର ସରକାରି ଉଚ୍ଚ ବିଦ୍ୟାଳୟ,କାକଟପୁର,ପୁରୀ
- ଭାର୍ଗବୀ ଉଚ୍ଚ ବିଦ୍ୟାଳୟ,ବୀରନରସିଂହପୁର,ପୁରୀ
ଆଧାର
[ସମ୍ପାଦନା]- ↑ "Assembly Constituencies - Corresponding Districts and Parliamentary Constituencies of Orissa" (PDF). Election Commission of India. Retrieved 2008-09-20.
- ↑ onefivenine.com
- ↑ "CENSUS OF INDIA PROVISIONAL POPULATION TOTALS - ORISSA - DATA SHEET" (PDF). Government of India
Ministry of Home Affairs, Janpath, Unit-IX, Bhubaneswar-751 022,. Retrieved 3 August 2011.
{{cite web}}
: line feed character in|publisher=
at position 20 (help)CS1 maint: extra punctuation (link) - ↑ Census 2011: Odisha: Rural Urban Distribution