ଶର୍ବରୀ (ଉପନ୍ୟାସ)
ଦେଖଣା
| ଶର୍ବରୀ | |
|---|---|
| ଲେଖକ | କାହ୍ନୁ ଚରଣ ମହାନ୍ତି |
| ମଲାଟ ଚିତ୍ରକର | ଅସିତ୍ ମୁଖାର୍ଜୀ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
| ପ୍ରକାଶକ | ସହଦେବ ପ୍ରଧାନ, ଫ୍ରେଣ୍ଡସ୍ ପବ୍ଲିଶର୍ସ |
| ପ୍ରକାଶ ତାରିଖ | ୧୯୫୧ (ପ୍ରଥମ ପ୍ରକାଶନ) ୧୯୯୬ (ଷଷ୍ଠ ପ୍ରକାଶନ) |
| ମାଧ୍ୟମ ପ୍ରକାର | ବନ୍ଧେଇ, ଛପାବହି (ଷଷ୍ଠ ମୁଦ୍ରଣ) |
| ପୃଷ୍ଠା | ୩୦୦ |
| ISBN | ୮୧-୭୪୦୧-୧୪୯-୮ |
ଶର୍ବରୀ କାହ୍ନୁ ଚରଣ ମହାନ୍ତିଙ୍କ ରଚିତ ଏକ ଉପନ୍ୟାସ ଅଟେ । ଉପନ୍ୟାସଟିକୁ ଲେଖକ ତାଙ୍କ ଭାଇଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗ କରିଛନ୍ତି ।
ସମୀକ୍ଷା
[ସମ୍ପାଦନା]ଶର୍ବରୀ ମଣିଷ ଜାତିର ସଭ୍ୟତାର କ୍ରମବିକାଶର କଥା ଅଟେ । ସଂପୂର୍ଣ୍ଣ ଉପନ୍ୟାସଟି ପାଞ୍ଚିଗୋଟି ଭାଗରେ ବିଭକ୍ତ: ସପନ, ଘନ ଅନ୍ଧାର, ତାରା ମିଟି ମିଟି, ଜୋଛନା ଝରିଲା, ପାହାନ୍ତି ଆଲୁଅ ।
ଲେଖକ କୋଡ଼ିଏ ହଜାର ବର୍ଷ ପୂର୍ବେ ମନୁଷ୍ୟର ଚିନ୍ତା ଧାରା, ବସବାସ ଶୈଳୀ ଓ ପ୍ରଗତି ଲେଖକ ନିଜ ସ୍ୱପ୍ନ ଓ କଳ୍ପନା ଭିତରେ ଦେଖିବାକୁ ଚେଷ୍ଟା କରିଛନ୍ତି ।