କଳ୍ପନା କୁମାରୀ ଦେବୀ

ଉଇକିପିଡ଼ିଆ‌ରୁ
କଳ୍ପନା କୁମାରୀ ଦେବୀ
ଜନ୍ମ ଓ ଜନ୍ମସ୍ଥାନ୧୯୩୬
କଟକ, ଖଡ଼ିଅଣ୍ଟା[୧]
ମୃତ୍ୟୁ୨୮ ଅଗଷ୍ଟ ୨୦୧୭
କଲିକତା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଅଚିହ୍ନା ବାସଭୂମି[୨]
ପୁରସ୍କାରସାହିତ୍ୟ ଏକାଡେମି ପୁରସ୍କାର
ଜୀବନସାଥୀକଣ୍ଡୁରୀ ଚରଣ ଦାସ [୩]
ସନ୍ତାନସବର୍ଣ୍ଣୀ ଦାସ[୪]

କଳ୍ପନା କୁମାରୀ ଦେବୀ (୧୯୩୬ - ୨୮ ଅଗଷ୍ଟ ୨୦୧୭) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକା ଥିଲେ । [୫] ସେ ପ୍ରାୟ ୨ଶହରୁ ଅଧିକ ଗଳ୍ପ ଓ ୧୦ଟି ଉପନ୍ୟାସ ରଚନା କରିଥିଲେ । ସମାଜ ଓ ସାମାଜିକ ବ୍ୟବସ୍ଥା ତାଙ୍କ ସାହିତ୍ୟରେ ବିଶେଷ ଭାବରେ ପ୍ରତିଫଳିତ ହେଉଥିଲା । [୬]

ପାରିବାରିକ ଜୀବନ[ସମ୍ପାଦନା]

କଳ୍ପନା କୁମାରୀ, ଓଡ଼ିଆ ଲେଖକ କଣ୍ଡୁରୀ ଚରଣ ଦାସଙ୍କୁ ୧୯୫୮ମସିହାରେ ବିବାହ କରିଥିଲେ । ସେବେଠାରୁ ସେ କଲିକତାରେ ରହିଆସୁଥିଲେ । ତାଙ୍କ ଝିଅ ସବର୍ଣ୍ଣୀ ଦାସ "ପ୍ରଥମା" ନାମକ ଏକ ବଙ୍ଗଳା ପତ୍ରିକାର ପ୍ରକାଶକ ଅଟନ୍ତି ।

ସାହିତ୍ୟ ସର୍ଜନା[ସମ୍ପାଦନା]

୧୯୫୩ ମସିହାରେ କଳ୍ପନାଙ୍କର ପ୍ରଥମ ଗଳ୍ପ "ଆସନ୍ତାକାଲି" ପତ୍ରିକାରେ ପ୍ରକାଶ ପାଇଥିଲା ।

ଉପନ୍ୟାସ[ସମ୍ପାଦନା]

  • କବି - ୧୯୫୪[୭]
  • ଢେଉ - ୧୯୫୫
  • ନଷ୍ଟ ଛନ୍ଦ - ୧୯୫୮ [୮]
  • ବନ କେତକୀ - ୧୯୫୯ [୯]
  • ସୁନୀଳ ଶିହର - ୧୯୬୦
  • ନୀଳ ନିର୍ଜନ - ୧୯୬୧
  • ପଞ୍ଚ ପୁଷ୍ପ
  • ଦିଗନ୍ତର ରଙ୍ଗ - ୧୯୬୭
  • ପ୍ରଜାପତିର ମନ - ୧୯୬୯
  • ଲୋହିତ ଅରଣ୍ୟ - ୧୯୭୧
  • ସମୁଦ୍ରର ହୃଦୟ - ୧୯୭୮
  • ପଞ୍ଚପୁଷ୍ପ - ୧୯୮୦
  • ଆଗ୍ରାର ଆକାଶ ଲାଲ - ୧୯୮୪[୧୦]
  • ଦୀପ୍ତ ଖଡଗ ମୁକ୍ତ ମଗଦ - ୧୯୮୬
  • ଅଚିହ୍ନା ବାସଭୂମି - ୨୦୦୯

ଗଳ୍ପ ସଂକଳନ[ସମ୍ପାଦନା]

  • ଛୋଟଗଳ୍ପ - ୧୯୫୮
  • ଅନ୍ତରେ ଅନ୍ତରେ ଭଗବାନ - ୧୯୮୧[୧୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧ ('ଅଚିହ୍ନା ବାସଭୂମି' ନିମନ୍ତେ)[୧୨] [୧୩]
  • କାଦମ୍ବିନୀ ସମ୍ମାନ - ୨୦୦୮[୧୪]

ଆଧାର[ସମ୍ପାଦନା]

  1. Orissa reference: glimpses of Orissa. TechnoCAD Systems. 2001.
  2. http://www.newindianexpress.com/states/odisha/article314658.ece[permanent dead link]
  3. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-05-27. {{cite web}}: Cite has empty unknown parameter: |1= (help)
  4. http://www.telegraphindia.com/1140527/jsp/odisha/story_18385055.jsp#.U4Q653bRNeF
  5. Savitri Rout (1971). Women Pioneers in Oriya Literature: A Monograph. Manorama Rout.
  6. Contemporary Indian Literature. S.L. Shastry. 1973.
  7. http://www.telegraphindia.com/1120215/jsp/odisha/story_15136285.jsp#.U421j3by9Ls
  8. Indian Literature. Sahitya Akademi. 1958.
  9. The Indian P.E.N. P.E.N. All-India Centre. 1959.
  10. Odisha Reference Year Book 2014. B.K.Publications Pvt. Ltd. p. 756. ISBN 9789380422541.
  11. "କଥା ଝରକା" (ମାର୍ଚ୍ଚ ୨୦୧୮): ୩୬. Retrieved 19 March 2018. {{cite journal}}: |first= missing |last= (help); Cite journal requires |journal= (help)[permanent dead link]
  12. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 12 June 2021.
  13. "ଆର୍କାଇଭ୍ କପି". Archived from the original on 2012-04-19. Retrieved 2014-06-03. {{cite web}}: Cite has empty unknown parameter: |1= (help)
  14. http://kadambini.org/pdf/Brochure_English.pdf