ମୁଁ ତୁମେ ଲକ୍ଡାଉନ୍
Appearance
ମୁଁ ତୁମେ ଲକ୍ଡାଉନ୍ | |
---|---|
ନିର୍ଦ୍ଦେଶକ | ଦ୍ୱିପାୟନ ମଜୁମଦାର |
ଚିତ୍ରନାଟ୍ୟ | ଆଲୋକ ରାୟ |
କଳାକାର | ଦୀପିକା ତ୍ରିପାଠୀ ବିଶ୍ୱଭୂଷଣ ପଣ୍ଡା |
ସଙ୍ଗୀତ | ଗୁଡ୍ଲି ରଥ |
ଚିତ୍ରଗ୍ରହଣ | ଦ୍ୱିପାୟନ ମଜୁମଦାର |
ମୁକ୍ତିଲାଭ ତାରିଖ | ୧୪ ଜୁନ ୨୦୨୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୁଁ ତୁମେ ଲକ୍ଡାଉନ୍, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଆଲୋକ ରାୟ । ଦ୍ୱିପାୟନ ମଜୁମଦାର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପିକା ତ୍ରିପାଠୀ ଓ ବିଶ୍ୱଭୂଷଣ ପଣ୍ଡା । ଏହି କଥାଚିତ୍ରଟି ୨୦୨୦ ମସିହାର ଜୁନ ୧୪ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । ୨୦୨୦ ମସିହାର ଲକ୍ଡାଉନ୍ ସମୟରେ ସମ୍ପୂର୍ଣ୍ଣ ଭାବେ ମୋବାଇଲ ଫୋନ୍ରେ ଏହି କଥାଚିତ୍ରଟିର ସୁଟିଂ କରାଯାଇଥିଲେ ।[୧]
ଅଭିନୟ
[ସମ୍ପାଦନା]- ଦୀପିକା ତ୍ରିପାଠୀ - ପ୍ରିୟା
- ବିଶ୍ୱଭୂଷଣ ପଣ୍ଡା - ଅଭି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ ।[୨] ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ଲିପ୍ସା ମହାପାତ୍ର, ଶଶାଙ୍କ ଶେଖର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଏତେ ଖୁସି" | |
2. | "ଏଇ ହୃଦୟ" | |
3. | "ତତେ ଦେଖୁ ଦେଖୁ ଏଇ ମନ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଜି ସାର୍ଥକରେ ଆଜି 'ମୁଁ ତୁମେ ଲକ୍ଡାଉନ୍' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 13 June 2020. Archived from the original on 13 January 2022. Retrieved 13 January 2022.
- ↑ "ମୁଁ, ତୁମେ ଓ ଲକ୍ଡାଉନ୍ | Sambad". ସମ୍ବାଦ. sambad.in. 5 July 2021. Archived from the original on 14 November 2021. Retrieved 14 November 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁଁ ତୁମେ ଲକ୍ଡାଉନ୍