ପ୍ରେମ ନା' ପାଗଳପଣ
| ପ୍ରେମ ନା' ପାଗଳପଣ | |
|---|---|
| ନିର୍ଦ୍ଦେଶକ | ଅଶ୍ୱିନୀ ଗଡ଼ନାୟକ |
| ପ୍ରଯୋଜକ | ଅଜୟ କୁମାର ରାଉତ |
| ସଂଳାପ | ଅଶ୍ୱିନୀ ଗଡ଼ନାୟକ |
| ଚିତ୍ରନାଟ୍ୟ | ଅଶ୍ୱିନୀ ଗଡ଼ନାୟକ |
| କାହାଣୀ | ଅଜୟ କୁମାର ରାଉତ |
| କଳାକାର | ଆକାଶ ଦାସନାୟକ ଲିପ୍ସା ମିଶ୍ର ରାଇମୋହନ କୁନା ତ୍ରିପାଠୀ |
| ସଙ୍ଗୀତ | ଗୁଡ୍ଲି ରଥ |
| ଚିତ୍ରଗ୍ରହଣ | କାହ୍ନୁ ଚରଣ ନନ୍ଦ |
| ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୮ ଅକ୍ଟୋବର ୨୦୨୦ |
| ଦେଶ | |
| ଭାଷା | ଓଡ଼ିଆ |
ପ୍ରେମ ନା' ପାଗଳପଣ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ ଓ ଲିପ୍ସା ମିଶ୍ର ।[୨] ରାଇମୋହନ, କୁନା ତ୍ରିପାଠୀ, ଚନ୍ଦନ, ଗୁଡ୍ଡୁ, ଗୀତା ଦାସ, କୁନି ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୨୦୨୦ ମସିହାର ଅକ୍ଟୋବର ୧୮ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
[ସମ୍ପାଦନା]- ଆକାଶ ଦାସନାୟକ - ଶିବା
- ଲିପ୍ସା ମିଶ୍ର - ରୋଜି
- ରାଇମୋହନ - ଭାନୁ ପ୍ରତାପ
- କୁନା ତ୍ରିପାଠୀ
- ବିଜୁ ବଡ଼ଜେନା - ପୋଲିସ୍ ଅଧିକାରୀ
- ଚନ୍ଦନ ମହାନ୍ତି
- ଗୁଡ୍ଡୁ
- ଗୀତା ଜୈନ
- କୁନି ପଣ୍ଡା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଦୀପ୍ତିରେଖା ପାଢ଼ୀ, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|---|---|
| 1. | "ପ୍ରେମର ପହିଲି ଛୁଆଁ" | |
| 2. | "ତୁ କି ସେଇ ରୂପସି" |
ଆଧାର
[ସମ୍ପାଦନା]- ↑ "ରୁପେଲି ପରଦା: ୧୦୦ କୋଟିର ସିନେ କାରବାର ଠପ୍ | Sambad". ସମ୍ବାଦ. sambad.in. 19 December 2020. Archived from the original on 20 January 2021. Retrieved 9 January 2022.
- ↑ ୨.୦ ୨.୧ Bal, Sandip (31 August 2020). "Akash Dasnayak makes a comeback to films after two years - Times of India". The Times of India (in English). Retrieved 9 January 2022.
{{cite news}}: CS1 maint: unrecognized language (link) - ↑ "ପ୍ରେମରେ ପଡ଼ିଛନ୍ତି ଆକାଶ". Prameyanews7. ଭୁବନେଶ୍ୱର. 28 August 2020. Archived from the original on 9 January 2022. Retrieved 9 January 2022.
- ↑ ମିଶ୍ର, ସୌଭାଗ୍ୟ ରଞ୍ଜନ (8 October 2020). "ଲକଡାଉନରେ ଲିପ୍ସାଙ୍କ ପ୍ରେମରେ ଉବୁଡୁବୁ ଆକାଶ, ସିନେମା କହିବ କାହାଣୀ..." Zee News. ନୂଆ ଦିଲ୍ଲୀ. Archived from the original on 9 January 2022. Retrieved 9 January 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରେମ ନା' ପାଗଳପଣ