ମୋ ମମି ପାପାଙ୍କ ବାହାଘର
ଦେଖଣା
| ମୋ ମମି ପାପାଙ୍କ ବାହାଘର | |
|---|---|
| ନିର୍ଦ୍ଦେଶକ | ରଜେଶ ମହାନ୍ତି |
| ପ୍ରଯୋଜକ | ଜାଗି ମଙ୍ଗତ ପଣ୍ଡା |
| ଚିତ୍ରନାଟ୍ୟ | ଦେବୀଦତ୍ତ ମହାନ୍ତି |
| କାହାଣୀ | ସନ୍ତୋଷ ନାରାୟଣ ଦାଶ |
| କଳାକାର | ସାଇ ଯଶୋବନ୍ତ କୁକିସ୍ ସ୍ୱାଇଁ ଅନନ୍ତ ମିଶ୍ର ଐଶ୍ୱର୍ଯ୍ୟା ବେହେରା |
| ସଙ୍ଗୀତ | ବିଶ୍ୱସ୍ୱରୂପ |
| ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୬ ସେପ୍ଟେମ୍ବର ୨୦୨୦ |
| ଦେଶ | |
| ଭାଷା | ଓଡ଼ିଆ |
ମୋ ମମି ପାପାଙ୍କ ବାହାଘର, ୨୦୨୦ ମସିହାରେ ଦୂରଦର୍ଶନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ସନ୍ତୋଷ ନାରାୟଣ ଦାଶ । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ନିର୍ଦ୍ଦେଶକ ରାଜେଶ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ସାଇ ଯଶୋବନ୍ତ, କୁକିସ୍ ସ୍ୱାଇଁ, ଅନନ୍ତ ମିଶ୍ର, ଐଶ୍ୱର୍ଯ୍ୟା ବେହେରା ଆଦି କଳାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୦ ମସିହାର ସେପ୍ଟେମ୍ବର ୬ ତାରିଖରେ ଏହି କଥାଚିତ୍ରଟି ଉଭୟ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁ୍କ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]- ସାଇ ଯଶୋବନ୍ତ
- କୁକିସ୍ ସ୍ୱାଇଁ
- ଅନନ୍ତ ମିଶ୍ର
- ଐଶ୍ୱର୍ଯ୍ୟା ବେହେରା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱସ୍ୱରୂପ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]- ↑ "List of Odia Films released in 2020OdiaLive". Odia Live (in English). 13 March 2020. Archived from the original on 7 January 2022. Retrieved 7 January 2022.
{{cite news}}: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୋ ମମି ପାପାଙ୍କ ବାହାଘର