ଅନୁ ଦିଦି ନଟ୍ ଆଉଟ୍

ଉଇକିପିଡ଼ିଆ‌ରୁ
ଅନୁ ଦିଦି ନଟ୍ ଆଉଟ୍
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକଜାଗି ମଙ୍ଗତ ପଣ୍ଡା
କଳାକାରଅନୁ ଚୌଧୁରୀ
ଅମନ
ତନୁଶ୍ରୀ
ସଙ୍ଗୀତଅନିଲ କୁମାର
ଦେଶ ଭାରତ
ଭାଷାଓଡ଼ିଆ

ଅନୁ ଦିଦି ନଟ୍ ଆଉଟ୍, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମାଣ କରାଯାଇଥିଲା ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁ ଚୌଧୁରୀ । ଅମନ, ତନୁଶ୍ରୀ, ସମାଜ ପତି, ସୋମା ହୋତା, ଅନଦା, ମନିଷା, ମେଘା, ଟ୍ୱିଙ୍କଲ୍, ଖୁସି, ଅନିତା, ମମତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟି ୨୦୨୦ ମସିହାର ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ଅବସରରେ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ[ସମ୍ପାଦନା]

  • ଅନୁ ଚୌଧୁରୀ
  • ଅମନ
  • ତନୁଶ୍ରୀ
  • ସମାଜ ପତି
  • ସୋମା ହୋତା
  • ଅନଦା
  • ମନିଷା
  • ମେଘା
  • ଟ୍ୱିଙ୍କଲ୍
  • ଖୁସି
  • ଅନିତା
  • ମମତା

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନିଲ କୁମାର ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. PATI, ABINASH (8 March 2020). "ଆଜି ରିଲିଜ୍‌ ହେଉଛି ଟେଲି ଫିଲ୍ମ 'ଅନୁ ଦିଦି ନଟ୍ ଆଉଟ୍'". ଓଟିଭି ଖବର. ଭୁବନେଶ୍ୱର. Archived from the original on 17 January 2022. Retrieved 17 January 2022.
  2. "ହିରୋଇନ୍ ବି କମ୍ ନୁହନ୍ତି, ଓଡ଼ିଶାରେ ସଫଳ ହେଉଛି ନାରୀ କୈନ୍ଦ୍ରିକ ଫିଲ୍ମ". Odisha Reporter. 7 March 2021. Archived from the original on 20 April 2021. Retrieved 17 January 2022.
  3. MALLICK, SHARMILI (7 March 2020). "Close on the heels of the massive success of its first web series 'Chumbak- A Love Beyond', Tarang Cine Productions is all set to release 'Anu Didi Not Out' on International Women's Day tomorrow". OTV News (in English). Bhubaneswar. Archived from the original on 9 August 2020. Retrieved 17 January 2022.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]