ମୂଷା ମୋର ରଜନୀକାନ୍ତ
| ମୂଷା ମୋର ରଜନୀକାନ୍ତ | |
|---|---|
| ନିର୍ଦ୍ଦେଶକ | ସଞ୍ଜୟ ନାୟକ |
| ପ୍ରଯୋଜକ | ଜାଗି ମଙ୍ଗଦ ପଣ୍ଡା |
| ସଂଳାପ | ସଞ୍ଜୟ ମହାକୁଳ ବି. ଚନ୍ଦନ କୁମାର |
| ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
| କାହାଣୀ | ସଞ୍ଜୟ ନାୟକ |
| କଳାକାର | ଲିପିକା କରଣ ଅଭିଜିତ ଅଶ୍ରୁମୋଚନ ମହାନ୍ତି ବିଜୁ ବଡ଼ଜେନା |
| ସଙ୍ଗୀତ | ପ୍ରେମ ଆନନ୍ଦ |
| ଚିତ୍ରଗ୍ରହଣ | ପ୍ରଦୀପ କୁମାର ସାହୁ |
| ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୧୪ ଜୁନ ୨୦୨୦ |
| ଦେଶ | |
| ଭାଷା | ଓଡ଼ିଆ |
ମୂଷା ମୋର ରଜନୀକାନ୍ତ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗଦ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମାଣ କରାଯାଇଥିଲା ।[୧] ସଞ୍ଜୟ ମହାକୁଳ ଓ ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲିପିକା ଓ କରଣ । ଅଭିଜିତ, ଅଶ୍ରୁମୋଚନ ମହାନ୍ତି, ବିଜୁ ବଡ଼ଜେନା, ନୀଲା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୦ ମସିହାର ଜୁନ ୧୪ ତାରିଖରେ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ଲିପିକା ସେନାପତି[୩][୪][୫]
- କରଣ
- ଅଭିଜିତ
- ଅଶ୍ରୁମୋଚନ ମହାନ୍ତି
- ବିଜୁ ବଡ଼ଜେନା
- ନୀଲା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଗୀତିକାର ବିଜୟ ମଲ୍ଲ ଓ ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅସୀମା ପଣ୍ଡା ଆଦି କଣ୍ଟଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ଗାୟକ | ସମୟ |
|---|---|---|---|
| 1. | "ପ୍ରେମୀ ପ୍ରେମୀ" | ହ୍ୟୁମାନ ସାଗର, ଅସୀମା ପଣ୍ଡା |
ଆଧାର
[ସମ୍ପାଦନା]- ↑ "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
- ↑ "List of Odia Films released in 2020OdiaLive". Odia Live (in English). 13 March 2020. Archived from the original on 7 January 2022. Retrieved 7 January 2022.
{{cite news}}: CS1 maint: unrecognized language (link) - ↑ "ତରଙ୍ଗର ଆଗାମୀ ଫିଲ୍ମ 'ମୂଷା ମୋର ରଜନୀକାନ୍ତ'ର ନାୟିକା ଲିପିକାଙ୍କ ସହ 'ଷ୍ଟାର ଟାଇମ୍'". Odisha Reporter. 10 June 2020. Archived from the original on 27 August 2020. Retrieved 15 January 2022.
- ↑ "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
- ↑ "'ପ୍ରେମ ଏଟିଏମ୍'ରେ ଚୁଲବୁଲି ନାୟିକା 'ଲିପିକା'". Prameya. ଭୁବନେଶ୍ୱର. 20 October 2020. Archived from the original on 15 January 2022. Retrieved 15 January 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୂଷା ମୋର ରଜନୀକାନ୍ତ