ଅଦୃଶ୍ୟମ୍

ଉଇକିପିଡ଼ିଆ‌ରୁ
ଅଦୃଶ୍ୟମ୍
ନିର୍ଦ୍ଦେଶକରାଜେନ୍ଦ୍ର ମହନ୍ତ
ପ୍ରଯୋଜକସମରେଶ ରାଉତରାୟ
ସମ୍ବିତ ଆଚାର୍ଯ୍ୟ
ଦୁର୍ଗା କିଙ୍କର ଦାଶ
ସଂଳାପସାରିକା ସ୍ୱାଇଁ
ଚିତ୍ରନାଟ୍ୟରାଜେନ୍ଦ୍ର ମହନ୍ତ
କାହାଣୀଦୁର୍ଗା କିଙ୍କର ଦାଶ
କଳାକାରସାନୁ
ଅଙ୍କିତା
ସମରେଶ ରାଉତରାୟ
ଚିତ୍ତ ରଞ୍ଜନ ତ୍ରିପାଠୀ
ଲିପ୍ସା ମିଶ୍ର
ସଙ୍ଗୀତବିଶ୍ୱରୂପ ମହାପାତ୍ର
ଚିତ୍ରଗ୍ରହଣଅମରେଶ ଜେନା
ସତ୍ୟମ୍
ସମ୍ପାଦକମାନସ କୁମାର ସାହୁ
Production
company
ମୁକ୍ତିଲାଭ ତାରିଖ
୩୧ ଜାନୁଆରୀ ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ଅଦୃଶ୍ୟମ୍, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସମରେଶ ରାଉତରାୟ, ସମ୍ବିତ ଆଚାର୍ଯ୍ୟ ଏବଂ ଦୁର୍ଗା କିଙ୍କର ଦାଶ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଦୁର୍ଗା କିଙ୍କର ଦାଶ । ସାରିକା ସ୍ୱାଇଁ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ରାଜେନ୍ଦ୍ର ମହନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ବିଶ୍ୱରୂପ ମହାପାତ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସାନୁ ଏବଂ ଅଙ୍କିତା । ସମରେଶ ରାଉତରାୟ, ଚିତ୍ତ ରଞ୍ଜନ ତ୍ରିପାଠୀ, ଲିପ୍ସା ମିଶ୍ର ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱରୂପ ମହାପାତ୍ର ।[୪] ଗୀତିକାର କୁମାରଶ୍ରୀ ସାହୁ, ସତ୍ୟରଞ୍ଜନ ବଳ, ଉସ୍ତାଦ ଏବଂ ଅନୁରାଗ ପ୍ରମୁଖ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅସୀମା ପଣ୍ଡା, ଶଶାଙ୍କ ଶେଖର, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ସାଥିୟା"ସତ୍ୟରଞ୍ଜନ ବଳଅସୀମା ପଣ୍ଡା, ଶଶାଙ୍କ ଶେଖର 
2."ଅଦୃଶ୍ୟମ୍"ରାଜା ସାହେବ ସୌମେନ୍ଦ୍ରଉସ୍ତାଦ, ଅନୁରାଗ 
3."ଯଶସ୍ୱିନୀ"କୁମାରଶ୍ରୀ  

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଆସନ୍ତାକାଲି ପରଦାକୁ ଆସୁଛି ଭିନ୍ନସ୍ବାଦର ଓଡ଼ିଆ ଫିଲ୍ମ 'ଅଦୃଶ୍ୟମ୍‌' | Sambad". ସମ୍ବାଦ. sambad.in. 30 January 2020. Retrieved 1 February 2020.
  2. ୨.୦ ୨.୧ "ମୁକ୍ତିଲାଭ କଲା ନୂଆ ଓଡ଼ିଆ ଫିଲ୍ମ 'ଅଦୃଶ୍ୟମ୍' । | Kanak News". kanak news. kanak news. 31 January 2020. Retrieved 1 February 2020.
  3. "ସାନୁଙ୍କ 'ନିୟତି'". ପ୍ରମେୟ. No. ଭୁବନେଶ୍ୱର. 8 February 2023. p. 22. Archived from the original on 11 February 2023. Retrieved 11 February 2023.
  4. "Studio version 'Akhi Bhije' song from upcoming Adrushyam released | Sambad English". ସମ୍ବାଦ. Sambad English. 24 January 2020. Retrieved 1 February 2020.

ବାହାର ଆଧାର[ସମ୍ପାଦନା]