ଅଙ୍ଗୁରୁ ନମିଳିଲେ ଖଟା
| ଅଙ୍ଗୁରୁ ନମିଳିଲେ ଖଟା | |
|---|---|
| ନିର୍ଦ୍ଦେଶକ | ଅଶ୍ୱିନୀ ଗଡ଼ନାୟକ |
| ପ୍ରଯୋଜକ | ଦେବାଶିଷ ପାତ୍ର |
| ସଂଳାପ | ରଜନୀ ରଞ୍ଜନ |
| ଚିତ୍ରନାଟ୍ୟ | ଦେବାଶିଷ ପାତ୍ର |
| କଳାକାର | ଦେବାଶିଷ ପାତ୍ର ଅଙ୍କିତା ମହାନ୍ତି ପୁପିନ୍ଦର ସିଂହ ପିଣ୍ଟୁ ନନ୍ଦ ପ୍ରଦ୍ୟୁମ୍ନ ଲେଙ୍କା |
| ସଙ୍ଗୀତ | ଶରତ ନାୟକ |
| ସମ୍ପାଦକ | ଚନ୍ଦ୍ର ଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୩୦ ଅଗଷ୍ଟ ୨୦୨୦ |
| ଦେଶ | |
| ଭାଷା | ଓଡ଼ିଆ |
ଅଙ୍ଗୁରୁ ନମିଳିଲେ ଖଟା, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଦେବାଶିଷ ପାତ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ । ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଶରତ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର ଓ ଅଙ୍କିତା ମହାନ୍ତି ।[୨] ପୁପିନ୍ଦର ସିଂହ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ରାଜୀବ ମହାନ୍ତି, ଗୀତ ଜୈନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୦ ମସିହାର ଅଗଷ୍ଟ ୩୦ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ଗୀତିକାର ବିଜୟ ମଲ୍ଲ ଓ ଶରତ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ, ସଂଗ୍ରାମ, ଶରତ ନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|---|---|
| 1. | "ତତେ ମୁଁ ଭଲ ପାଉଛି ଏତେ ।" |
ଆଧାର
[ସମ୍ପାଦନା]- 1 2 3 "List of Odia Films released in 2020OdiaLive". Odia Live (in English). 13 March 2020. Archived from the original on 7 January 2022. Retrieved 7 January 2022.
{{cite news}}: CS1 maint: unrecognized language (link) - 1 2 "ସାକ୍ଷାତକାର: 'ବାସ୍ତବଧର୍ମୀ ସିନେମା ଦର୍ଶକଙ୍କ ପ୍ରଥମ ପସନ୍ଦ' - ଅଙ୍କିତା ମହାନ୍ତି, ଅଭିନେତ୍ରୀ". ସକାଳ. 17 May 2026. Archived from the original on 17 May 2026. Retrieved 17 May 2026.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଙ୍ଗୁରୁ ନମିଳିଲେ ଖଟା