ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍

ଉଇକିପିଡ଼ିଆ‌ରୁ
ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍
ନିର୍ଦ୍ଦେଶକଏସ୍. କେ. ମୂରଲୀଧରନ
ପ୍ରଯୋଜକସମରେଶ ରାଉତରାୟ
ସମ୍ବିତ ଆଚାର୍ଯ୍ୟ
ଦୁର୍ଗା କିଙ୍କର ଦାଶ
ସଂଳାପରଜନୀ ରଞ୍ଜନ
କଳାକାରସମ୍ବିତ ଆଚାର୍ଯ୍ୟ
ପୁନମ ମିଶ୍ର
ମିହିର ଦାସ
ପ୍ରିୟଙ୍କା
ସମରେଶ ରାଉତରାୟ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଆର୍ ଭଗତ ସିଂହ
ସମ୍ପାଦକମାନସ କୁମାର ସାହୁ
Production
company
ମୁକ୍ତିଲାଭ ତାରିଖ
୨୭ ଡିସେମ୍ବର ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସମରେଶ ରାଉତରାୟ, ସମ୍ବିତ ଆଚାର୍ଯ୍ୟ ଓ ଦୁର୍ଗା କିଙ୍କର ଦାଶ ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ଏସ୍. କେ. ମୂରଲୀଧରନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକା ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ପୁନମ ମିଶ୍ର ।[୪] ମିହିର ଦାସ, ପ୍ରିୟଙ୍କା, ସମରେଶ ରାଉତରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୨୦୨୦ ମସିହାର ଡିସେମ୍ବର ମାସର ୨୭ ତାରିଖରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୩][୧] ଗୀତିକାର ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଲୋପାମୁଦ୍ରା, ଆଶୁତୋଷ, ସଂସ୍କୃତି ଶର୍ମା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ସାୟୋନି ଓ ସାୟୋନି"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
2."ରସହାଣ୍ଡି"ଆଶୁତୋଷ, ଦୀପ୍ତିରେଖା 
3."ଫ୍ଲାୱାର୍ ଫ୍ଲାୱାର୍"ହ୍ୟୁମାନ ସାଗର, ଦୀପ୍ତିରେଖା 

ଆଧାର[ସମ୍ପାଦନା]

  1. ୧.୦ ୧.୧ "Odia films 'Awara Dil', 'Tike Love Tike Twist' announced". KalingaTV (in English). Bhubaneswar. 19 January 2019. Archived from the original on 6 January 2022. Retrieved 6 January 2022.{{cite news}}: CS1 maint: unrecognized language (link)
  2. "'ଓମ୍‌'ରେ ଏକାଠି ଆସିପାରି ନ ଥିଲେ, ଏବେ ଆସୁଛନ୍ତି ଓଲିଉଡର ଏହି ନାୟକ-ନାୟିକା ଯୋଡ଼ି | Sambad". ସମ୍ବାଦ. sambad.in. 12 August 2019. Archived from the original on 6 January 2022. Retrieved 6 January 2022.
  3. ୩.୦ ୩.୧ ୩.୨ ଓଝା, ଶିବଶଙ୍କର (24 February 2020). "ଏଭଳି ଓଡ଼ିଆ ସିନେମା ଆସୁଛି, ଯାହାର ଟାଇଟଲରେ ରହିଛି 'ଲଭ୍' ଶବ୍ଦ | Sambad". ସମ୍ବାଦ. sambad.in. Archived from the original on 4 January 2022. Retrieved 4 January 2022.
  4. "ପ୍ରଥମ ଥରପାଇଁ ଏକାଠି ହେଲେ ଏହି ଓଲିଉଡ ନାୟକ-ନାୟିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 23 January 2019. Archived from the original on 6 January 2022. Retrieved 6 January 2022.

ବାହାର ଆଧାର[ସମ୍ପାଦନା]