Jump to content

ପ୍ରିୟଙ୍କା ମହାପାତ୍ର

ଉଇକିପିଡ଼ିଆ‌ରୁ
(ପ୍ରିୟଙ୍କା ପଟ୍ଟନାୟକରୁ ଲେଉଟି ଆସିଛି)
ପ୍ରିୟଙ୍କା ମହାପାତ୍ର
ଜନ୍ମ
ପ୍ରିୟଙ୍କା ମହାପାତ୍ର

ଅନ୍ୟ ନାମପିଙ୍କି
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୩-ଏବେଯାଏଁ
ବୈବାହିକ-ସାଥୀଦେବୁ ପଟ୍ଟନାୟକ[]
ସମ୍ପର୍କୀୟହର ପଟ୍ଟନାୟକ (ଦେଢ଼ଶୁର)

ପ୍ରିୟଙ୍କା ମହାପାତ୍ର ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ୧୯୯୩ ମସିହାରେ ପଥର ଖସୁଚି ବଡ଼ ଦେଉଳୁ ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ ଓ ପରିବାର

[ସମ୍ପାଦନା]

ପ୍ରିୟାଙ୍କ ଓଡ଼ିଆ ନିର୍ଦ୍ଦେଶକ ଦେବୁ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।[] ତାଙ୍କ ଦେଢ଼ଶୁର ହର ପଟ୍ଟନାୟକ ଜଣେ ଜଣାଶୁଣା ଓଡ଼ିଆ ଅଭିନେତା ତଥା ନିର୍ଦ୍ଦେଶକ ଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ପ୍ରିୟାଙ୍କା ୧୯୯୩ ମସିହାରେ ପଥର ଖସୁଚି ବଡ଼ ଦେଉଳୁ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[] ଏହାପରେ ସେ ସୁନା ଭାଉଜ, ଭାଇ ହେଲା ଭଗାରୀ, ରାଖିଲେ ଶିବ ମାରିବ କିଏ, ଜୀବନ ଧାରା, ସୁହାଗ ସିନ୍ଦୂର, ପୁଅ ମୋର ଭୋଳା ଶଙ୍କର, ନୀଳ ମାଷ୍ଟରାଣୀ, ଯଶୋଦା, ସ୍ତ୍ରୀ, କାଳଚକ୍ର, ବାବୁ ପର୍ଶୁରାମ, କାଶିଆ କପିଳା, ସମୟ ଚକରେ ସଂସାର ରଥ ଆଦି ଚଳଚ୍ଚିତ୍ରରେ ନୟିକା, ସ‌ହ-ଅଭିନେତ୍ରୀ ଆଦି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତ୍ରୀ, ଚରିତ୍ର ଅଭିନେତ୍ରୀ ଆଦି ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୯୩ପଥର ଖସୁଚି ବଡ଼ ଦେଉଳୁ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୯୪ସୁନା ଭାଉଜମୀନା
ଭାଇ ହେଲା ଭଗାରୀନୀନା
ରଖିଲେ ଶିବ ମାରିବ କିଏପ୍ରିୟା
୧୯୯୫ଜୀବନ ଧାରା
୧୯୯୬ସୁହାଗ ସିନ୍ଦୂରଫୁଲ
ପୁଅ ମୋର ଭୋଳା ଶଙ୍କରଶାନ୍ତି
ନୀଳ ମାଷ୍ଟରାଣୀ
ଯଶୋଦାମୀନାକ୍ଷି
୧୯୯୮ସ୍ତ୍ରୀସୁନ୍ଦରୀ
୧୯୯୯କାଳ ଚକ୍ର
୨୦୦୦ବାବୁ ପର୍ଶୁରାମତୁଳସୀ
କାଶିଆ କପିଳା
୨୦୦୨ସମୟ ଚକରେ ସଂସାର ରଥସୁଚିତ୍ରା ମହାପାତ୍ର
୨୦୦୫ତୋ ପାଇଁଅନୀତା
୨୦୦୭ମହାନାୟକରଣଜିତର ସ୍ତ୍ରୀ
ତୋ ପାଇଁ ନେବି ମୁଁ ଶହେ ଜନମଆନନ୍ଦର ସ୍ତ୍ରୀ
୨୦୦୮ଧନରେ ରଖିବୁ ଶପଥ ମୋରବିରେନ୍ଦ୍ରର ସ୍ତ୍ରୀ
ଛାତି ଚିରିଦେଲେ ତୁମହାବୀରର ମାଆ
ନେଇ ଯା'ରେ ମେଘ ମୋତେସରିତା
୨୦୦୯ସୁନା ଚଢ଼େଇ ମୋ ରୂପ ଚଢ଼େଇଶାନ୍ତି
ସାତ ସୁରେ ବନ୍ଧା ଏ ଜୀବନଶୋଭା
୨୦୧୦ଦିଲ୍ ତତେ ଦେଇଚି
ପହିଲି ରଜସୂର୍ଯ୍ୟର ମାଆ
୨୦୧୧ଛାତିରେ ଲେଖିଚି ତୋରି ନାଁନିରୁ
ପାଇଶି ପାହାଚେ ଖେଳିବ ମୀନ
କ୍ରିମିନାଲ୍ସୁମିତ୍ରା
ବାଳୁଙ୍ଗା ଟୋକାଚିକୁର ମାଆ
ଆଇନ୍ କାନୁନ୍
୨୦୧୨ମାଟ୍ରିକ ଫେଲ୍ଅନ୍ନପୂର୍ଣ୍ଣା
ଇଡିଅଟ୍ଲକ୍ଷ୍ମୀ
ରଙ୍ଗିଲା ଟୋକାଶିବର ମାଆ
୨୦୧୩ମାଇଁ ଲଭ୍ ଷ୍ଟୋରୀ
ଏସିପି ସାଗରିକାସୁନିତା ରାଉତ
ଚଉକା ଛକାସାବିତ୍ରୀ
ମୁଁ ଏକା ତୁମରଜେଜିମା
ହରି ଓମ୍ ହରିରାଧାରାଣୀ
୨୦୧୪ପୁଣି ଦେଖା ହେବ ଆର ଜନମରେ
ଲେଖୁ ଲେଖୁ ଲେଖି ଦେଲିଅମ୍ରିତାର ମାଆ
ଆମେ ତ ଟୋକା ଷଣ୍ଢମାର୍କା
ପାଗଳ କରିଚୁ ତୁକାକାର ସ୍ତ୍ରୀ
୨୦୧୫ଇସ୍କ ତୁ ହି ତୁସ୍ୱାଧୀନର ମାଆ
ଗପ ହେଲେ ବି ସତସରୋଜିନୀ ମିଶ୍ର
ହେଲୋ ଇନ୍ ଲଭ୍
୨୦୧୬ଜବରଦସ୍ତ ପ୍ରେମିକଚନ୍ଦୁର ଭାଉଜ
ଅଗସ୍ତ୍ୟଅଗସ୍ତ୍ୟର ମାଆ
  1. 1 2 "Priyanka Mohapatra, Debu Pattnaik in Ambika Khudi Handisala". Incredible Orissa. 26 March 2015. Retrieved 26 March 2018.[permanent dead link]
  2. "Priyanka Mohapatra, Debu Pattnaik in Ambika Khudi Handisala". Incredible Orissa (in English). 26 March 2015. Archived from the original on 20 September 2020. Retrieved 31 January 2022.{{cite news}}: CS1 maint: unrecognized language (link)

ବାହାର ଆଧାର

[ସମ୍ପାଦନା]