ରମେଶ ପ୍ରସାଦ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
(Ramesh Prasad Panigrahiରୁ ଲେଉଟି ଆସିଛି)
ରମେଶ ପ୍ରସାଦ ପାଣିଗ୍ରାହୀ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ସାହିତ୍ୟ ଭାରତୀ ସମ୍ମାନ
ୱେବସାଇଟ
rameshprasadpanigrahi.com

ରମେଶ ପ୍ରସାଦ ପାଣିଗ୍ରାହୀ (ଜନ୍ମ: ୧୯୪୪) ଜଣେ ଓଡ଼ିଆ ନାଟ୍ୟକାର, ଔପନ୍ୟାସିକ ଓ ସଂଳାପ ଲେଖକ ।[୧] ସେ ୧୯୮୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୨୦ ମସିହାରେ ସାହିତ୍ୟ ଭାରତୀ ସମ୍ମାନ[୨] ପାଇଥିଲେ ।

ରଚନାବଳୀ[ସମ୍ପାଦନା]

  • ମହାନାଟକ
  • ବିନ୍ଦୁ ଓ ବଳୟ
  • ବେଦୀରୁ ସବାରୀ ଅନେକ ଦୂର
  • ପକା କମ୍ବଳ ପୋତ ଛତା
  • ତପସ୍ୟା
  • ତିମିର ତୃଷ୍ଣା
  • ମୁକ୍ତି ମଣ୍ଡପ[୩]
  • ମୁଁ ଆମ୍ଭେ ଆମ୍ଭେମାନେ[୪]
  • ପାଉଁଶ ତଳ ନିଆଁ - ୨୦୨୨ (ବର୍ଷା ପ୍ରକାଶନୀ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା) - ୧୯୮୪[୫]
  • ସାହିତ୍ୟ ଭାରତୀ ସମ୍ମାନ - ୨୦୨୦[୬]
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୮ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ୨୦୦୩[୭]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬
  • ଗୁରୁକୃପା ସମ୍ମାନ – ୨୦୨୨ (ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ପ୍ରଦତ୍ତ)[୮]

ଆଧାର[ସମ୍ପାଦନା]

  1. "Literature: Drama". www.odisha.gov.in. ଓଡ଼ିଶା ସରକାର. Retrieved 3 March 2020.
  2. "ରମେଶ ପାଣିଗ୍ରାହୀଙ୍କୁ ମିଳିବ 'ସାହିତ୍ୟ ଭାରତୀ' ପୁରସ୍କାର". ଧରିତ୍ରୀ. No. ଭୁବନେଶ୍ୱର. ଧରିତ୍ରୀ. 3 March 2020. p. 5. Archived from the original on 4 March 2020. Retrieved 3 March 2020.
  3. "ପାଣିଗ୍ରାହୀ, ରମେଶ". nationallibrary.gov.in. National Library of India e-catelogue. Retrieved 3 March 2020.
  4. "ଶାରଳା ପୁରସ୍କାର ଚୟନରେ ପାତର ଅନ୍ତର !". dhaulitimes.com/. dhauli times. Retrieved 3 March 2020.[permanent dead link]
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 3 March 2020.
  6. "ନାଟ୍ୟକାର ରମେଶ ପାଣିଗ୍ରାହୀ ପାଇବେ ସାହିତ୍ୟ ଭାରତୀ ସମ୍ମାନ". sambad.in. sambad. Archived from the original on 4 March 2020. Retrieved 3 March 2020.
  7. "LIST OF Awards". rajdhanibookfair.com. Archived from the original on 7 July 2022. Retrieved 24 February 2021.
  8. "ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ ପାଇଲେ 'ଗୁରୁକୃପା ସମ୍ମାନ'". www.odishasambad.in. odisha sambad. Archived from the original on 13 December 2022. Retrieved 13 December 2022.

ଅଧିକ ତଥ୍ୟ[ସମ୍ପାଦନା]