ରମେଶ ପ୍ରସାଦ ପାଣିଗ୍ରାହୀ
ଦେଖଣା
(Ramesh Chandra Panigrahiରୁ ଲେଉଟି ଆସିଛି)
ରମେଶ ପ୍ରସାଦ ପାଣିଗ୍ରାହୀ | |
---|---|
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସାହିତ୍ୟ ଭାରତୀ ସମ୍ମାନ |
ୱେବସାଇଟ | |
rameshprasadpanigrahi |
ରମେଶ ପ୍ରସାଦ ପାଣିଗ୍ରାହୀ (ଜନ୍ମ: ୧୯୪୪) ଜଣେ ଓଡ଼ିଆ ନାଟ୍ୟକାର, ଔପନ୍ୟାସିକ ଓ ସଂଳାପ ଲେଖକ ।[୧] ସେ ୧୯୮୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୨୦ ମସିହାରେ ସାହିତ୍ୟ ଭାରତୀ ସମ୍ମାନ[୨] ପାଇଥିଲେ ।
ରଚନାବଳୀ
[ସମ୍ପାଦନା]- ମହାନାଟକ
- ବିନ୍ଦୁ ଓ ବଳୟ
- ବେଦୀରୁ ସବାରୀ ଅନେକ ଦୂର
- ପକା କମ୍ବଳ ପୋତ ଛତା
- ତପସ୍ୟା
- ତିମିର ତୃଷ୍ଣା
- ମୁକ୍ତି ମଣ୍ଡପ[୩]
- ମୁଁ ଆମ୍ଭେ ଆମ୍ଭେମାନେ[୪]
- ପାଉଁଶ ତଳ ନିଆଁ - ୨୦୨୨ (ବର୍ଷା ପ୍ରକାଶନୀ)
- ଶେଷ ପାହାଚ
- ଆତ୍ମଲିପି
- ହେ ପୃଥିବୀ ବିଦାୟ
- ଶିଳାର ସ୍ଵପ୍ନ
- ନଷ୍ଟ ଚନ୍ଦ୍ରର ଉପତ୍ୟକା
- ଜଣେ ମହାପୁରୁଷଙ୍କ ଜନ୍ମ ମୃତ୍ୟୁ ସମ୍ପର୍କରେ
- ଧୃତରାଷ୍ଟ୍ରର ଆଖି
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା) - ୧୯୮୪[୫]
- ସାହିତ୍ୟ ଭାରତୀ ସମ୍ମାନ - ୨୦୨୦[୬]
- ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୮ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ୨୦୦୩[୭]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬
- ଗୁରୁକୃପା ସମ୍ମାନ – ୨୦୨୨ (ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ପ୍ରଦତ୍ତ)[୮]
ଆଧାର
[ସମ୍ପାଦନା]- ↑ "Literature: Drama". www.odisha.gov.in. ଓଡ଼ିଶା ସରକାର. Retrieved 3 March 2020.
- ↑ "ରମେଶ ପାଣିଗ୍ରାହୀଙ୍କୁ ମିଳିବ 'ସାହିତ୍ୟ ଭାରତୀ' ପୁରସ୍କାର". ଧରିତ୍ରୀ. No. ଭୁବନେଶ୍ୱର. ଧରିତ୍ରୀ. 3 March 2020. p. 5. Archived from the original on 4 March 2020. Retrieved 3 March 2020.
- ↑ "ପାଣିଗ୍ରାହୀ, ରମେଶ". nationallibrary.gov.in. National Library of India e-catelogue. Retrieved 3 March 2020.
- ↑ "ଶାରଳା ପୁରସ୍କାର ଚୟନରେ ପାତର ଅନ୍ତର !". dhaulitimes.com/. dhauli times. Retrieved 3 March 2020.[permanent dead link]
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 3 March 2020.
- ↑ "ନାଟ୍ୟକାର ରମେଶ ପାଣିଗ୍ରାହୀ ପାଇବେ ସାହିତ୍ୟ ଭାରତୀ ସମ୍ମାନ". sambad.in. sambad. Archived from the original on 4 March 2020. Retrieved 3 March 2020.
- ↑ "LIST OF Awards". rajdhanibookfair.com. Archived from the original on 7 July 2022. Retrieved 24 February 2021.
- ↑ "ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ ପାଇଲେ 'ଗୁରୁକୃପା ସମ୍ମାନ'". www.odishasambad.in. odisha sambad. Archived from the original on 13 December 2022. Retrieved 13 December 2022.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରମେଶ ପ୍ରସାଦ ପାଣିଗ୍ରାହୀ