ଉଦୟଗିରି
| ଉଦୟଗିରି | |
|---|---|
ମୂଳ ସ୍ତୂପ | |
| Religion | |
| ଅନୁବନ୍ଧଗୁଡ଼ିକ | ବୌଦ୍ଧ ବାଦ |
| District | ଯାଜପୁର |
| Status | ସଂରକ୍ଷିତ |
| Location | |
| ସ୍ଥାନ | |
| State | ଓଡ଼ିଶା |
| ବୌଦ୍ଧବାଦ
|
| ଧର୍ମ ବା ମତବାଦ ଚାରୋଟି ସତ |
| ଆଚରଣ ତିନୋଟି ରତନ |
|
ପରମ୍ପରା ·
ଧର୍ମଗ୍ରନ୍ଥ |
ଉଦୟଗିରି ଓଡ଼ିଶାରେ ଥିବା ଏକ ବୌଦ୍ଧ ସ୍ତୂପ ଓ ବିହାରସମୂହର ସମାହାର । ଉଦୟଗିରି, ରତ୍ନଗିରି ଓ ଲଳିତଗିରି ପୁରାତନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ । ପୁରାତନ ଅନୁଶାସନ ଅନୁସାରେ ଏହାର ଐତିହାସିକ ନାମ ମାଧବପୁର ମହାବିହାର ଥିଲା । [୧]
୧୯୫୮ରୁ କରାଯାଇଥିବା ଏ.ଏସ.ଆଇ.ର ଅନେକ ଖନନରୁ [୨] ନାନାଦି ପ୍ରମାଣ ସବୁ ମିଳିଅଛି । ୧୯୯୭ରୁ ୨୦୦୦ ଭିତରେ ଉଦୟଗିରିର ଏକ ୨ୟ ଭାଗ (ଉଦୟଗିରି-୨)ର ସନ୍ଧାନ ମିଳିଅଛି ଯେଉଁଥିରେ ଅନେକ ଗୁଡ଼ିଏ ସ୍ତୂପ ଓ ବିହାରର ଆକଳନ କରାଯାଇଅଛି ।[୩]
ଅବସ୍ଥାନ
[ସମ୍ପାଦନା]- ଅକ୍ଷାଂଶ ୨୦° ୩୮' ୪୫" ଉତ୍ତର
- ଦ୍ରାଘିମା ୮୬° ୧୬' ୨୫" ପୂର୍ବ
ଉଦୟଗିରିର ମୂଳ ସ୍ତୂପର ଅବସ୍ଥାନ (20.643738,86.267011)ଠାରେ ଓ ବିହାରର ଅବସ୍ଥାନ (20.64163,86.269189)ଠାରେ ରହିଅହି ।
ଟୀକା
[ସମ୍ପାଦନା]ଆଧାର
[ସମ୍ପାଦନା]- "Excavations at Udayagiri-2 (1997-2000)", Bandyopadhyay, B., 2007, published as SI. No. 100 of the A.S.I.'s "Memoirs of the Archaeological Survey of India" [୩]