Jump to content

କର୍ଣ୍ଣାଟକ

ଉଇକିପିଡ଼ିଆ‌ରୁ

ତୃଟି: the {{Wikify}} template is deprecated and has been deemed by the community as too ambiguous; please do not use/transclude/substitute it. Instead, use a more specific template, such as those listed in this template's documentation.

କର୍ଣ୍ଣାଟକ
ಕರ್ನಾಟಕ
Lua error in package.lua at line 80: module 'Module:InfoboxImage/data' not found.
ମହୀଶୂର ରାଜ ପ୍ରାସାଦ, ୱଡ଼େୟାର ରାଜୱଂଶର ପୂର୍ବତମ ରାଜଧାନୀ, କର୍ଣ୍ଣାଟକର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ
Lua error in package.lua at line 80: module 'Module:InfoboxImage/data' not found.
Lua error in package.lua at line 80: module 'Module:InfoboxImage/data' not found.
କର୍ଣ୍ଣାଟକର ଅବସ୍ଥାନ
Lua error in package.lua at line 80: module 'Module:InfoboxImage/data' not found.
କର୍ଣ୍ଣାଟକର ମାନଚିତ୍ର
ଦେଶ ଭାରତ
ସ୍ଥାପନ୧ ନଭେମ୍ବର ୧୯୫୬
ରାଜଧାନୀବେଙ୍ଗାଳୁରୁ
ବୃହତ୍ତମ ନଗରବେଙ୍ଗାଳୁରୁ
ଜିଲ୍ଲା୩୦
Government
 • ରାଜ୍ୟପାଳହଂସରାଜ ଭରଦ୍ୱାଜ
 • ମୁଖ୍ୟମନ୍ତ୍ରୀସିଦ୍ଦରମେୟା
 • ନ୍ୟାୟପାଳିକାଦୁଇ ନ୍ୟାୟପାଳିକା (୨୨୪+୭୫ ଆସନ)
Area
 • ସମୁଦାୟ1,91,791 km2 (74,051 sq mi)
 • Rankଅଷ୍ଟମ (୮ମ)
Population
 (୨୦୧୧)
 • Total୬୧୧୩୦୭୦୪
 • Rankନବମ (୯ମ)
 • Density320/km2 (830/sq mi)
Time zoneUTC+୦୫:୩୦ (IST)
ISO 3166 codeIN-KA
HDIIncrease ୦.୬୦୦ (ମଧ୍ୟମ)
HDI କ୍ରମାଙ୍କ୨୫ ତମ(୨୦୦୫)
ସାକ୍ଷରତା୬୯.୩%
ସରକାରୀ ଭାଷାକନ୍ନଡ଼, ଇଂରାଜୀ
Websitekarunadu.gov.in

କର୍ଣ୍ଣାଟକ (କନ୍ନଡ: ಕರ್ನಾಟಕ) ଦକ୍ଷିଣ-ପଶ୍ଚିମ ଭାରତର ଏକ ରାଜ୍ୟ । ୧୯୫୬ ମସିହା ନଭେମ୍ବର ୧ ତାରିଖରେ ରାଜ୍ୟ ପୁନର୍ଗଠନ ଆଇନ ବଳରେ ଏହି ରାଜ୍ୟ ସ୍ଥାପିତ ହୋଇଥିଲା । ଏହାର ପୂର୍ବ ନାମ ମହୀଶୂର ଥିଲା । ୧୯୭୩ ମସିହାରେ ଏହାର ନୂତନ ନାମକରଣ ହେଲା କର୍ଣ୍ଣାଟକ । କର୍ଣ୍ଣାଟକର ପଶ୍ଚିମରେ ଆରବ ସାଗର, ଉତ୍ତର-ପଶ୍ଚିମରେ ଗୋଆ, ଉତ୍ତରରେ ମହାରାଷ୍ଟ୍ର, ଉତ୍ତର-ପୂର୍ବରେ ତେଲେଙ୍ଗାନା, ପୂର୍ବରେ ଆନ୍ଧ୍ର ପ୍ରଦେଶ, ଦକ୍ଷିଣ-ପୂର୍ବରେ ତାମିଲନାଡ଼ୁ ଓ ଦକ୍ଷିଣ-ପଶ୍ଚିମରେ କେରଳ ଅବସ୍ଥିତ । ରାଜ୍ୟର ମୋଟ ଆୟତନ ୧,୯୧,୭୯୧ ବର୍ଗକିଲୋମିଟର ଓ ଭାରତର ମୋଟ ଆୟତନର ୫.୮୩ ପ୍ରତିଶତ । ଏହି ରାଜ୍ୟର ଜିଲ୍ଲା ସଂଖ୍ୟା ୩୦ ଓ ସରକାରୀ ଭାଷା କନ୍ନଡ଼ ।

ଭୂଗୋଳ

[ସମ୍ପାଦନା]

ଇତିହାସ

[ସମ୍ପାଦନା]

ଭାଷା ଓ ସାହିତ୍ୟ

[ସମ୍ପାଦନା]

କନ୍ନଡ଼ ହେଉଛି ଏହାର ମାତୃଭାଷା ।

ଅଧିକ ତଥ୍ୟ

[ସମ୍ପାଦନା]