ସମ୍ବାଦ '୧୦୦' ମହିଳା ଗଣସମ୍ପାଦନା, ସମ୍ବାଦ, ଓଡ଼ିଆ ଉଇକିପିଡ଼ିଆ ଓ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି ଦ୍ୱାରା ଆୟୋଜିତ ଏକ ଗଣସମ୍ପାଦନା । ଏହି ଗଣସମ୍ପାଦନାରେ ଲକ୍ଷ୍ୟ ଓଡ଼ିଶାର ୧୦୦ଜଣ ମହିଳାଙ୍କ ଉପରେ ପ୍ରସଙ୍ଗ ତିଆରି କରିବା କିମ୍ବା ଉନ୍ନତ କରିବା । ଗଣ-ସମ୍ପାଦନାଟି ମାର୍ଚ୍ଚ ୧୮ ଓ ୧୯ରେ ସମ୍ବାଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଗଣସମ୍ପାଦନାରେ ପ୍ରସଙ୍ଗ ଗୁଡ଼ିକ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ମହିଳା ଶିକ୍ଷା ବିଭାଗ ଓ ସମ୍ବାଦ ତଥ୍ୟ ପ୍ରଦାନ କରିବ । ଭୁବନେଶ୍ୱରରେ ରହୁଥିବା ମହିଳା ଉଇକିଆଳି ମାନଙ୍କୁ ଏଥିରେ ଭାଗ ନେବାକୁ ଅନୁରୋଧ।
ଭାଗ ନେବା ପାଇଁ ~~~~ ଲେଖନ୍ତୁ