ସୁଜାତା ମହାପାତ୍ର
Jump to navigation
Jump to search
ସୁଜାତା ମହାପାତ୍ର | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ସୁଜାତା ମହାନ୍ତି |
ଜୀବିକା | ଓଡ଼ିଶୀ ନୃତ୍ୟ ଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶିକା |
ଜୀବନସାଥି | ରତିକାନ୍ତ ମହାପାତ୍ର |
ୱେବସାଇଟ | http://www.heritageindia.org/sujata.html |
ସୁଜାତା ମହାପାତ୍ର ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା। [୧][୨]
ବାଲ୍ୟ ଜୀବନ ଓ ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ସୁଜାତା ମହାପାତ୍ର ୧୯୬୮ ମସିହାରେ ବାଲେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ସେ ବାଲ୍ୟ କାଳରେ ପ୍ରଥମେ ଗୁରୁ ସୁଧାକର ସାହୁଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ।[୩] ୧୯୮୭ମସିହାରେ ଭୁବନେଶ୍ୱର ଆସି ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱରରେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ନୃତ୍ୟ ଶିକ୍ଷା କରିଥିଲେ ।[୪] ଗୁରୁ କେଳୁଚରଣ ମହାପାତ୍ରଙ୍କ ପୁତ୍ର ରତିକାନ୍ତ ମହାପାତ୍ରଙ୍କୁ ବିବାହ କରିଛନ୍ତି ।[୫] ତାଙ୍କ ଝିଅ ପ୍ରିତିଷା ମହାପାତ୍ର ବି ଜଣେ ନୃତ୍ୟଶିଳ୍ପୀ ।
କର୍ମଜୀବନ[ସମ୍ପାଦନା]
ସୁଜାତା ମହାପାତ୍ର ଓଡ଼ିଶୀ ଓ ଓଡ଼ିଶାର ଲୋକନୃତ୍ୟରୁ ତାଙ୍କ କର୍ମଜୀବନ ଆରମ୍ଭ କରିଥିଲେ । ପ୍ରଥମ ଗୁରୁ ସୁଧାକର ସାହୁଙ୍କ ନୃତ୍ୟମଣ୍ଡଳୀ ସହିତ ରହି ସେ ଓଡ଼ିଶାର ପୁରପଲ୍ଲୀରେ ନୃତ୍ୟ ପରିବେଷଣ କରିଥିଲେ ।
ମାନସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୭[୬]
- ମାହାରୀ ସମ୍ମାନ - ପଙ୍କଜ ଚରଣ ଫାଉଣ୍ଡେସନ
- ୨ୟ ସଞ୍ଜୁକ୍ତା ପାଣିଗ୍ରାହୀ ସମ୍ମାନ - ଚିତ୍ରା କୃଷ୍ଣମୂର୍ତ୍ତୀ - ବ୍ୱାସିଙ୍ଗ୍ତନ୍ ଡି.ସି.
- ଆଦିତ୍ୟ ବିର୍ଲା କଳା କିରଣ ସମ୍ମାନ - ମୁମ୍ବାଇ
- ରାଜା ଫାଉଣ୍ଡେସନ ସମ୍ମାନ - ଦିଲ୍ଲୀ
- ହୋପ୍ ଅଫ୍ ଇଣ୍ଡିଆ - ୨୦୧୧
- ନୃତ୍ୟ ରାଗିଣୀ - ପୁରୀ - ୨୦୦୨
- ବୈଶାକ୍ଷୀ ସମ୍ମାନ
- ପ୍ରାଣନାଥ ସମ୍ମାନ
- ଅଭିନନ୍ଦନିକା - ପୁରୀ - ୨୦୦୨
- ଭିମେଶ୍ୱର ପ୍ରତିକ୍ଷା ସମ୍ମାନ - ୨୦୦୪
- ରାଜା ପୁରସ୍କାର - ୨୦୦୮
- ଟପ୍ ଗ୍ରେଡେଡ୍ ଆର୍ଟିସ୍ଟ ଅଫ୍ ଦୁରଦର୍ଶନ - ଆଇ. ସି. ସି. ଆର [୭]
ଆଧାର[ସମ୍ପାଦନା]
- ↑ Orissi performance by Sujata Mohapatra The South Asian Times, March 12, 2007.
- ↑ Sujata Mohapatra review
- ↑ Sudhakar Sahu: First Guru of Sujata Mohapatra The Hindu
- ↑ http://www.hindu.com/thehindu/fr/2005/08/12/stories/2005081202240200.htm
- ↑ Mehta, Kamini. "Odissi dancer Sujata Mohapatra mesmerizes school students". Times of India. Retrieved 19 December 2015.
- ↑ (ସମାଜ ୦୭/୦୨/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୩) http://www.samajaepaper.in/?mod=1&pgnum=1&edcode=73&pagedate=2019-02-07. Retrieved 7 February 2019. Missing or empty
|title=
(help) - ↑ http://sujatamohapatra.com/awards.htm
ଅଧିକ ତଥ୍ୟ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ ସୁଜାତା ମହାପାତ୍ର ବାବଦରେ ମାଧ୍ୟମ ରହିଛି । |