Pages for logged out editors learn more
ରୋସନାରା ପରବୀନ, ଜଣେ ଓଡ଼ିଆ କ୍ରିକେଟ ଖେଳାଳୀ ।[୧][୨] ସେଟି ୨୦ ଏବଂ ଦିନିକିଆ କ୍ରିକେଟରେ ଭାରତକୁ ମଧ୍ୟ ପ୍ରତିନିଧିତ୍ୱ କରିସାରିଛନ୍ତି ।
ରୋସନାରା T20 ବିଶ୍ୱ କପରେ ଭାରତ ତରଫରୁ ଖେଳି, ୨ଟି ମ୍ୟାଚରେ ୪ଟି ଉଇକେଟ ଅକ୍ତିଆର କରିଥିଲେ । [୩]