ରୋସନାରା ପରବୀନ

ଉଇକିପିଡ଼ିଆ ରୁ
Jump to navigation Jump to search

ରୋସନାରା ପରବୀନ, ଜଣେ ଓଡ଼ିଆ କ୍ରିକେଟ ଖେଳାଳୀ ।[୧][୨] ସେଟି ୨୦ ଏବଂ ଦିନିକିଆ କ୍ରିକେଟରେ ଭାରତକୁ ମଧ୍ୟ ପ୍ରତିନିଧିତ୍ୱ କରିସାରିଛନ୍ତି ।

ରୋସନାରା T20 ବିଶ୍ୱ କପରେ ଭାରତ ତରଫରୁ ଖେଳି, ୨ଟି ମ୍ୟାଚରେ ୪ଟି ଉଇକେଟ ଅକ୍ତିଆର କରିଥିଲେ । [୩]

ଆହୁରି ଦେଖିବେ[ସମ୍ପାଦନା]

ଆଧାର[ସମ୍ପାଦନା]