ମୌସୁମୀ ପରିଡ଼ା
Appearance
ମୌସୁମୀ ପରିଡ଼ା | |
---|---|
ଜନ୍ମ | ଅଲଣାହାଟ, ଜଗତସିଂହପୁର | ୧୯ ଜୁନ ୧୯୭୫
ଜାତୀୟତା | ଭାରତୀୟ |
ଶିକ୍ଷା | ପି.ଏଚ.ଡି |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ଅଲଣାହାଟ ହାଇସ୍କୁଲ |
ପ୍ରସିଦ୍ଧି | ସାହିତ୍ୟିକା |
ମୌସୁମୀ ପରିଡ଼ା (ଜନ୍ମ: ୧୯ ଜୁନ ୧୯୭୫) ଜଣେ ଅଧ୍ୟାପିକା ଓ ଓଡ଼ିଆ ସାହିତ୍ୟିକା । ସେ ଗଳ୍ପ,[୧] ଉପନ୍ୟାସ, କବିତା ଓ ପ୍ରବନ୍ଧ ଆଦି ସାହିତ୍ୟ ରଚନା କରିଛନ୍ତି । ଓଡ଼ିଆ ବ୍ୟତୀତ ହିନ୍ଦୀ ଏବଂ ଇଂରାଜୀ ସାହିତ୍ୟରେ ମଧ୍ୟ ସେ ସାହିତ୍ୟ ରଚନା କରିଛନ୍ତି ।
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାସ୍ଥିତ ଅଲଣାହାଟଠାରେ ୧୯୭୫ ଜୁନ ୧୯ରେ ଜନ୍ମନେଇଥିଲେ ।[୨]
ସାହିତ୍ୟ ରଚନା
[ସମ୍ପାଦନା]ସେ ସ୍କୁଲଜୀବନରୁ କବିତା ଲେଖିବା ଆରମ୍ଭ କରିଥିଲେ । ପ୍ରଥମ କବିତା ଅଲଣାହାଟ ସ୍କୁଲରେ ପଢ଼ୁଥିବା ବେଳେ,ସ୍କୁଲ ପତ୍ରିକା ପାରିଜାତରେ ପ୍ରକାଶ ପାଇଥିଲା । ସେ ପେଶାରେ ଜଣେ ଅଧ୍ୟାପିକା ।
କବିତା ସଂକଳନ
[ସମ୍ପାଦନା]- ପ୍ରତୀକ୍ଷାର ଅନ୍ତେ - ବିଦ୍ୟାପୁରୀ[୩]
- ଅନ୍ତଃସ୍ୱର ଏକ ସ୍ୱପ୍ନ ବିଳାସୀର
ଗଳ୍ପ ସଂକଳନ
[ସମ୍ପାଦନା]- ସମର୍ପିତା (୧୯୯୪)
- ଯାଯାବରର ଘର (୨୦୦୫)
- ଶିଉଳିର ଛାଇ (୨୦୦୮)
- ଉହ୍ୟ ଅନୁରାଗ
- ପରାଜିତ ସ୍ୱପ୍ନ - ୨୦୧୩
- ଅଗଳ୍ପ ଗଳ୍ପ - ୨୦୧୫
- ସ୍ୱୀକାରୋକ୍ତି - ୨୦୧୬
- ସିକ୍ତ କବରୀ - ୨୦୧୭
- ପନ୍ଦରଟି ଫଗୁଣ
- ଈଶ୍ୱରଙ୍କୁ ଭେଟିଲା ପରେ (୨୦୧୮)
- ଉପନ୍ୟାସର ଶେଷ ପାରା (୨୦୧୮)
- ମୌସୁମୀ ପଞ୍ଚାଶିକା (୨୦୨୦)
- ଦେହର ମହାଭାରତ
- ରେମୋରା (୨୦୨୧)
ଉପନ୍ୟାସ
[ସମ୍ପାଦନା]- ଓ ପକ୍ଷାନ୍ତର
- ମୁହୁର୍ତ୍ତର ନାଦ
- ନିଃଶବ୍ଦ ଜୁଆର
- ପରଶମଣି
- ଆଲବମ୍-ଆଇସକ୍ରିମ୍-ଆଇନା[୪]
- ବିପ୍ଲବୀ ଈଶ୍ବର
- ଅମୁହାଁ ଦେଉଳ
ପ୍ରବନ୍ଧ ସଂକଳନ
[ସମ୍ପାଦନା]- ବିଭୀଷିକାମୟ କରୋନା (୨୦୨୦)
ଇଂରାଜୀ କବିତା ସଂକଳନ
[ସମ୍ପାଦନା]- ଦ ଫ୍ଲୁଟ (ସିମ୍ବଲ ଅଫ ଲଭ) (The Flute (Symbol of Love))
ଇଂରାଜୀ ଗଳ୍ପ ସଂକଳନ
[ସମ୍ପାଦନା]- ଆନ ଇଲ୍ୟୁଜନ (An Illusion)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ବିଷ୍ଣୁପ୍ରିୟାଦେବୀ ସ୍ମୃତି ସମ୍ମାନ
- କୁଞ୍ଜବିହାରୀ ଉପନ୍ୟାସ ପୁରସ୍କାର
- ପଶ୍ଚିମା ଉପନ୍ୟାସ ସମ୍ମାନ[୫]
- କେଦାରନାଥ ଗବେଷଣା ପୁରସ୍କାର - ୨୦୧୪[୬]
- ରାଜଧାନୀ ପୁସ୍ତକମେଳା ଗଳ୍ପ ସମ୍ମାନ - ୨୦୧୬(କ୍ଷୁଦ୍ରଗଳ୍ପ ସ୍ୱୀକାରୋକ୍ତି ପାଇଁ)[୭]
ଆଧାର
[ସମ୍ପାଦନା]- ↑ http://sarbasadharana.com/?p=31562[permanent dead link]
- ↑ http://sambad.in/news/kendrapara/17448.html[permanent dead link]
- ↑ http://hkmsl.gov.in/pdf/bibliography/bib2000.pdf
- ↑ "ମୁକୁଲ ମିଶ୍ର ଓ ସୁଶୀଲ ବାଗ୍ ପାଇବେ: ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର". sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 1 June 2022. Retrieved 1 June 2022.
- ↑ "ପ୍ରଥମ ବହି". No. ଧରିତ୍ରୀ ସାହିତ୍ୟାୟନ ଡିସେମ୍ବର ୨୬, ୨୦୧୮ - ଜାନୁଆରୀ ୮ ୨୦୧୯ ପୃଷ୍ଠା ୨. Retrieved 1 January 2019.
- ↑ "ପହିଲି ପୁଲକ". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୧୮- ମାର୍ଚ୍ଚ ୩ ୨୦୧୭. Retrieved 18 February 2017.
- ↑ http://sambad.in/news/metro/29468.html[permanent dead link]