ନିବେଦିତା ପ୍ରଧାନ

ଉଇକିପିଡ଼ିଆ ରୁ
Jump to navigation Jump to search
ନିବେଦିତା ପ୍ରଧାନ
ନିର୍ବାଚନ ମଣ୍ଡଳୀକଟକ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ୭ ଜୁଲାଇ ୧୯୬୩(1963-07-07)
ପେଷାଓକିଲ

ନିବେଦିତା ପ୍ରଧାନ, ଓଡ଼ିଶାର ଜଣେ ରାଜନୈତିକ ନେତା ।[୧] ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳିରୁ ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ମଧ୍ୟ ଓଡ଼ିଶାର ପ୍ରଥମ ମହିଳା ମେୟର ଭାବେ କଟକ ନଗର ନିଗମରୁ ନିର୍ବାଚିତ ହୋଇଥିଲେ ।[୩]

ଜୀବନୀ[ସମ୍ପାଦନା]

ନିବେଦିତା ପ୍ରଧାନ, ୧୯୬୩ ମସିହା ଜୁଲାଇ ମାସ ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନୃସିଂହ ଚରଣ ପ୍ରଧାନ ।[୪]

ଆଧାର[ସମ୍ପାଦନା]