ପାରଳାଖେମୁଣ୍ଡି

ଉଇକିପିଡ଼ିଆ ରୁ
(Paralakhemundi ରୁ ଲେଉଟି ଆସିଛି)
Jump to navigation Jump to search
ପାରଳାଖେମୁଣ୍ଡି
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଜପତି
Elevation
145 m (476 ft)
ଜନସଂଖ୍ୟା
 (2001)
 • ମୋଟ୪୨,୯୯୧
ଭାଷା
 • ସରକାରୀଓଡ଼ିଆ
 • ଆଞ୍ଚଳିକଓଡ଼ିଆ, ତେଲୁଗୁ, ହିନ୍ଦୀ, ଓ ଇଁରାଜୀ
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
୭୬୧ ୨୦୦
ଟେଲିଫୋନ କୋଡ଼୯୧-୬୮୧୫
ଗାଡ଼ି ପଞ୍ଜିକରଣOD-20
ୱେବସାଇଟgajapati.nic.in

ପାରଳାଖେମୁଣ୍ଡି ଓଡ଼ିଶାର ଗଜପତି ଜିଲ୍ଲାର ଏକ ସହର ଓ ମୁଖ୍ୟ ସଦର ମହକୁମା ।

ଭୂଗୋଳ[ସମ୍ପାଦନା]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାରଳାଖେମୁଣ୍ଡି ସହରର ମୋଟ ଜନସଂଖ୍ୟା ୪୨୯୯୧ ଅଟେ ।[୧] ସେଥି ମଧ୍ୟରୁ ୫୦.୫୯% ଜଣ ପରୁଷ ହୋଇଥିବା ବେଳେ ୪୯.୪୧% ଜଣ ନାରୀ ଅଟନ୍ତି । ପାରଳାଖେମୁଣ୍ଡିର ସାକ୍ଷରତା ହାର ୬୮.୭୩% ଅଟେ । ଏହା ଜାତୀୟ ହାର ଠାରୁ -୩.୮୯% ପ୍ରତିଶତ କମ ଅଟେ । ସେଥିରୁ ୩୮.୭୬% ପ୍ରତିଶତ ପୁରୁଷ ଓ ୨୯.୯୭% ନାରୀ ଅଟନ୍ତି । ୧୦.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଭାଷା[ସମ୍ପାଦନା]

ଓଡ଼ିଆ ପାରଳାଖେମୁଣ୍ଡିର ସରକାରୀ ଭାଷା ଅଟେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.