ଓମ୍ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଓମ୍
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକସୁଧାକର ବସନ୍ତ
ସମରେଶ ରାଉତରାୟ
ଚିତ୍ରନାଟ୍ୟସୁଧାକର ବସନ୍ତ
କଳାକାରସମ୍ବିତ ଆଚାର୍ଯ୍ୟ
ଇଲୁ ବାନାର୍ଜୀ
ସୁଧାକର ବସନ୍ତ
ସରୋଜ ଦାସ
ଗୁଡ୍ଡୁ
ପ୍ରକୃତି ମିଶ୍ର
ସଙ୍ଗୀତଭିଗ୍‌ନାଜ୍ ରକ୍ ବ୍ୟାଣ୍ଡ
ସମ୍ପାଦକସୁକୁମାର ମଣି
Production
company
ମୁକ୍ତିଲାଭ ତାରିଖ
୨୩ ମଇ ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ଓମ୍, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଧାକର ବସନ୍ତ ଏବଂ ସମରେଶ ରାଉତରାୟ ।[୧] ସୁଧାକର ବସନ୍ତ କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩] ଭିଗ୍‌ନାଜ୍ ରକ୍ ବ୍ୟାଣ୍ଡ ଏହି କଥାଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଏବଂ ପ୍ରକୃତି ମିଶ୍ର ।[୪][୫][୩] ସୁଧାକର ବସନ୍ତ, ସମରେଶ ରାଉତରାୟ, ସରୋଜ ଦାସ, ଗୁଡ୍ଡୁ, ଇଲୁ ବାନାର୍ଜୀ, ସଲିଲ ମିତ୍ର, ତୃପ୍ତି ପଣ୍ଡା, ପିଣ୍ଟୁ ନନ୍ଦ, ପ୍ରତିଭା ସାହୁ ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ଭିଗ୍‌ନାଜ୍ ରକ୍ ବ୍ୟାଣ୍ଡ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୋ ପ୍ରେମ ମୋ ପ୍ରେମ" 
2."ବାଳୁଙ୍ଗା ବାଳୁଙ୍ଗା" 
3."ତୁ ହି ତୁ" 
4."ଖୋଜେରା" 
5."ଓଢ଼ଣା ତଳେ" 
6."ଲଳିଲା ଲଳିତା" 
7."ଝଟକା ଲଗା" 
8."ହାଲକା ହାଲକା" 

ଆଧାର[ସମ୍ପାଦନା]

  1. "Omm I Am Not God". Incredible Orissa. 15 April 2014. Retrieved 30 September 2017.
  2. "ପ୍ରଥମ ଥରପାଇଁ ଏକାଠି ହେଲେ ଏହି ଓଲିଉଡ ନାୟକ-ନାୟିକା". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  3. ୩.୦ ୩.୧ "Odia Film Calender 2014/Omm". Odia Live. Retrieved 30 September 2017.
  4. "Om Oriya Movie Video". Incredible Orissa. 5 June 2012. Retrieved 30 September 2017.
  5. "OMM I Am Not God". www.NuaOdisha.com. Retrieved 30 September 2017.
  6. "'ଓମ୍‌'ରେ ଏକାଠି ଆସିପାରି ନ ଥିଲେ, ଏବେ ଆସୁଛନ୍ତି ଓଲିଉଡର ଏହି ନାୟକ-ନାୟିକା ଯୋଡ଼ି | Sambad". ସମ୍ବାଦ. sambad.in. 12 August 2019. Archived from the original on 6 January 2022. Retrieved 6 January 2022.
  7. "ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍‌ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 18 September 2018. Retrieved 17 September 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଓମ୍