ଓମ୍ (ଓଡ଼ିଆ କଥାଚିତ୍ର)
ଦେଖଣା
ଓମ୍ | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ସୁଧାକର ବସନ୍ତ ସମରେଶ ରାଉତରାୟ |
ଚିତ୍ରନାଟ୍ୟ | ସୁଧାକର ବସନ୍ତ |
କଳାକାର | ସମ୍ବିତ ଆଚାର୍ଯ୍ୟ ଇଲୁ ବାନାର୍ଜୀ ସୁଧାକର ବସନ୍ତ ସରୋଜ ଦାସ ଗୁଡ୍ଡୁ ପ୍ରକୃତି ମିଶ୍ର |
ସଙ୍ଗୀତ | ଭିଗ୍ନାଜ୍ ରକ୍ ବ୍ୟାଣ୍ଡ |
ସମ୍ପାଦକ | ସୁକୁମାର ମଣି |
Production company | |
ମୁକ୍ତିଲାଭ ତାରିଖ | ୨୩ ମଇ ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଓମ୍, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଧାକର ବସନ୍ତ ଏବଂ ସମରେଶ ରାଉତରାୟ ।[୧] ସୁଧାକର ବସନ୍ତ କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩] ଭିଗ୍ନାଜ୍ ରକ୍ ବ୍ୟାଣ୍ଡ ଏହି କଥାଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଏବଂ ପ୍ରକୃତି ମିଶ୍ର ।[୪][୫][୩] ସୁଧାକର ବସନ୍ତ, ସମରେଶ ରାଉତରାୟ, ସରୋଜ ଦାସ, ଗୁଡ୍ଡୁ, ଇଲୁ ବାନାର୍ଜୀ, ସଲିଲ ମିତ୍ର, ତୃପ୍ତି ପଣ୍ଡା, ପିଣ୍ଟୁ ନନ୍ଦ, ପ୍ରତିଭା ସାହୁ ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ[୬]
- ପ୍ରକୃତି ମିଶ୍ର[୭]
- ସୁଧାକର ବସନ୍ତ
- ସମରେଶ ରାଉତରାୟ
- ସରୋଜ ଦାସ
- ଗୁଡ୍ଡୁ
- ଇଲୁ ବାନାର୍ଜୀ
- ସଲିଲ୍ ମିତ୍ର
- ପିଣ୍ଟୁ ନନ୍ଦ
- ତୃପ୍ତି ପଣ୍ଡା
- ପ୍ରତିଭା ସାହୁ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ଭିଗ୍ନାଜ୍ ରକ୍ ବ୍ୟାଣ୍ଡ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ତୋ ପ୍ରେମ ମୋ ପ୍ରେମ" | |
2. | "ବାଳୁଙ୍ଗା ବାଳୁଙ୍ଗା" | |
3. | "ତୁ ହି ତୁ" | |
4. | "ଖୋଜେରା" | |
5. | "ଓଢ଼ଣା ତଳେ" | |
6. | "ଲଳିଲା ଲଳିତା" | |
7. | "ଝଟକା ଲଗା" | |
8. | "ହାଲକା ହାଲକା" |
ଆଧାର
[ସମ୍ପାଦନା]- ↑ "Omm I Am Not God". Incredible Orissa. 15 April 2014. Retrieved 30 September 2017.
- ↑ "ପ୍ରଥମ ଥରପାଇଁ ଏକାଠି ହେଲେ ଏହି ଓଲିଉଡ ନାୟକ-ନାୟିକା". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ "Odia Film Calender 2014/Omm". Odia Live. Retrieved 30 September 2017.
- ↑ "Om Oriya Movie Video". Incredible Orissa. 5 June 2012. Retrieved 30 September 2017.
- ↑ "OMM I Am Not God". www.NuaOdisha.com. Retrieved 30 September 2017.
- ↑ "'ଓମ୍'ରେ ଏକାଠି ଆସିପାରି ନ ଥିଲେ, ଏବେ ଆସୁଛନ୍ତି ଓଲିଉଡର ଏହି ନାୟକ-ନାୟିକା ଯୋଡ଼ି | Sambad". ସମ୍ବାଦ. sambad.in. 12 August 2019. Archived from the original on 6 January 2022. Retrieved 6 January 2022.
- ↑ "ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 18 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଓମ୍