ସମଥିଙ୍ଗ୍ ସମଥିଙ୍ଗ୍ ୨
ଦେଖଣା
ସମଥିଙ୍ଗ୍ ସମଥିଙ୍ଗ୍ ୨ | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ଅନୁପ୍ରାସ ମହାନ୍ତି |
ସଂଳାପ | ନିର୍ମଳ ନାୟକ |
କଳାକାର | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅଞ୍ଜନା, ଅଶ୍ୱିନୀ ତ୍ରିପାଠୀ, ଗୁଡ୍ଡୁ, ସିଲିଲ ମିତ୍ର |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଆର୍ ଭଗତ ସିଂହ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୪ ଜୁନ ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସମଥିଙ୍ଗ୍ ସମଥିଙ୍ଗ୍ ୨, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନୁପ୍ରାସ ମହାନ୍ତି । ଚଳଚ୍ଚିତ୍ରଟିର ସଂଳାପ ଲେଖିଥିଲେ ନିର୍ମଳ ନାୟକ । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ଅଞ୍ଜନା, ଅଶ୍ୱିନୀ ତ୍ରିପାଠୀ, ଗୁଡ୍ଡୁ, ସଲିଲ ମିତ୍ର, ପ୍ରଶାନ୍ତ ମହାପାତ୍ର, ଧିରେନ୍ଦ୍ର ବସ ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ଅନୁଭବ ମହାନ୍ତି
- ବର୍ଷା ପ୍ରିୟଦର୍ଶିନୀ
- ଅଞ୍ଜନା
- ଅଶ୍ୱିନୀ ତ୍ରିପାଠୀ
- ଗୁଡ୍ଡୁ
- ପ୍ରଶାନ୍ତ ମହାପାତ୍ର
- ଧିରେନ୍ଦ୍ର ବସ
- ସିଲିଲ ମିତ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଆରେରେ ରେ" | |
2. | "ପ୍ରେମ ହେଇ ଯାଏରେ" | |
3. | "ପ୍ରେମ ହେଲା କାହିଁକି (ନାରୀ)" | |
4. | "ପ୍ରେମ ହେଲା କାହିଁକି (ପୁରୁଷ)" | |
5. | "ରାମା ଚିଲିକାମା ପ୍ରେମ" | |
6. | "ତତେ ଭଲ ପାଇବାରେ" | |
7. | "ତତେ ଭଲ ପାଇବାରେ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Something Something 2 Odia Film Cast & Crew, Walpapers, Songs". Best Odisha. Archived from the original on 17 September 2017. Retrieved 12 September 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସମଥିଙ୍ଗ୍ ସମଥିଙ୍ଗ୍ ୨