ଗୋଲାପି ଗୋଲାପି

ଉଇକିପିଡ଼ିଆ ରୁ
Jump to navigation Jump to search
ଗୋଲାପି ଗୋଲାପି
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକସୀତାରାମ ଅଗ୍ର‌ୱାଲ୍
ସଂଳାପଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀସିଦ୍ଧାର୍ଥ ଅଗ୍ର‌ୱାଲ୍
କଳାକାରଅମ୍ଳାନ ଦାସ
ରିୟା ଦେ
ମିହିର ଦାସ
ଅପରାଜିତା ମହାନ୍ତି
ସିଦ୍ଧାନ୍ତ ମହାପାତ୍ର
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୧୩ ଜୁନ୍ ୨୦୧୪
କଥାଚିତ୍ରର ସମୟ
୧୬୨ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଗୋଲାପି ଗୋଲାପି, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ।[୧] ସିଦ୍ଧାର୍ଥ ଅଗ୍ରୱାଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଶ୍ରୀକାନ୍ତ ଗୌତମ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ରିୟା ଦେ ।[୩] ସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି, ମିହିର ଦାସ, ପୃଥ୍ୱୀରାଜ ନାୟକ, ମିନାକ୍ଷୀ, ଦିବାନୀ, ଯାଜ୍ଞସେନୀ, ରମେଶ, ଚିତ୍ତରଞ୍ଜନ, ସ୍ମୃତିରଞ୍ଜନ, ଦୀପିକା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଆଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।[୮]

ଆଧାର[ସମ୍ପାଦନା]

  1. "In election time, Sweetheart can wait mate - Ten big-budget Odia movies announced last year yet to make it to silver screens". www.telegraphindia.com (in ଇଂରାଜୀ). Retrieved 2 October 2018.
  2. "No Hits, Few to Remember". The New Indian Express. Retrieved 2 October 2018.
  3. "କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 2 October 2018. Retrieved 2 October 2018.CS1 maint: Unrecognized language (link)
  4. http://www.newindianexpress.com/education/edex/Everyones-Favourite/2015/06/01/article2837565.ece
  5. "ଏହି ଅଭିନେତାଜଣକ ଆହତ ହେବାପରେ ସିଦ୍ଧାନ୍ତଙ୍କୁ ମିଳିଥିଲା ଏକ ଦମଦାର୍‌ ଭୂମିକା  | Sambad". Sambad. 3 September 2018. Retrieved 4 September 2018.
  6. http://www.telegraphindia.com/1140330/jsp/frontpage/story_18133748.jsp#.VxDbVjEwDSg
  7. "ଅଟକି ଯାଇଛନ୍ତି ଓଲିଉଡର ଏହି ନାୟିକା ! | Sambad". Sambad. 30 August 2018. Retrieved 31 August 2018.
  8. "Jaydev Puraskar for Bijay". The New Indian Express. Retrieved 2 October 2018.

ବାହାର ଆଧାର[ସମ୍ପାଦନା]