ଗୋଲାପି ଗୋଲାପି
Jump to navigation
Jump to search
ଗୋଲାପି ଗୋଲାପି | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ୍ |
ସଂଳାପ | ଶ୍ରୀକାନ୍ତ ଗୌତମ |
ଚିତ୍ରନାଟ୍ୟ | ସୁଶାନ୍ତ ମଣି |
କାହାଣୀ | ସିଦ୍ଧାର୍ଥ ଅଗ୍ରୱାଲ୍ |
କଳାକାର | ଅମ୍ଳାନ ଦାସ ରିୟା ଦେ ମିହିର ଦାସ ଅପରାଜିତା ମହାନ୍ତି ସିଦ୍ଧାନ୍ତ ମହାପାତ୍ର |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ସୀତାଂଶୁ ମହାପାତ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୧୩ ଜୁନ୍ ୨୦୧୪ |
କଥାଚିତ୍ରର ସମୟ | ୧୬୨ ମିନିଟ୍ |
ଦେଶ | ![]() |
ଭାଷା | ଓଡ଼ିଆ |
ଗୋଲାପି ଗୋଲାପି, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ।[୧] ସିଦ୍ଧାର୍ଥ ଅଗ୍ରୱାଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଶ୍ରୀକାନ୍ତ ଗୌତମ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ରିୟା ଦେ ।[୩] ସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି, ମିହିର ଦାସ, ପୃଥ୍ୱୀରାଜ ନାୟକ, ମିନାକ୍ଷୀ, ଦିବାନୀ, ଯାଜ୍ଞସେନୀ, ରମେଶ, ଚିତ୍ତରଞ୍ଜନ, ସ୍ମୃତିରଞ୍ଜନ, ଦୀପିକା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଆଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
- ଅମ୍ଳାନ ଦାସ- ଆଦିତ୍ୟ[୪]
- ରିୟା ଦେ- ଶ୍ୱେତା
- ମିହିର ଦାସ- ଆଦିତ୍ୟର ବାପା
- ଅପରାଜିତା ମହାନ୍ତି- ଶ୍ୱେତାର ମାଆ
- ସିଦ୍ଧାନ୍ତ ମହାପାତ୍ର[୫] - ପ୍ରେମ ଗୁରୁ[୬]
- ପୃଥ୍ୱୀରାଜ ନାୟକ- ଶ୍ୱେତାର ବାପା
- ମିନାକ୍ଷୀ- ଆଦିତ୍ୟର ମାଆ
- ଜୀବନ ପଣ୍ଡା- ଅଧ୍ୟାପକ
- ଦିବାନୀ- ରଶ୍ମି
- ଯାଜ୍ଞସେନୀ- ଜିନି
- ରମେଶ
- ଚିତ୍ତରଞ୍ଜନ
- ସ୍ମୃତିରଞ୍ଜନ
- ରୂପାବିତ୍ତି
- ଶଙ୍କର
- ଦୀପିକା[୭]
ଗୀତ ଓ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।[୮]
ଆଧାର[ସମ୍ପାଦନା]
- ↑ "In election time, Sweetheart can wait mate - Ten big-budget Odia movies announced last year yet to make it to silver screens". www.telegraphindia.com (in ଇଂରାଜୀ). Retrieved 2 October 2018.
- ↑ "No Hits, Few to Remember". The New Indian Express. Retrieved 2 October 2018.
- ↑ "କାହିଁକି ଏହି ନାୟକ ଏବେ ରୀୟାଙ୍କର ପ୍ରିୟ? | Sambad" (in Odia). 21 September 2018. Archived from the original on 19 August 2020. Retrieved 19 August 2020.CS1 maint: unrecognized language (link)
- ↑ http://www.newindianexpress.com/education/edex/Everyones-Favourite/2015/06/01/article2837565.ece
- ↑ "ଏହି ଅଭିନେତାଜଣକ ଆହତ ହେବାପରେ ସିଦ୍ଧାନ୍ତଙ୍କୁ ମିଳିଥିଲା ଏକ ଦମଦାର୍ ଭୂମିକା | Sambad". 3 September 2018. Archived from the original on 19 August 2020. Retrieved 19 August 2020.
- ↑ http://www.telegraphindia.com/1140330/jsp/frontpage/story_18133748.jsp#.VxDbVjEwDSg
- ↑ "ଅଟକି ଯାଇଛନ୍ତି ଓଲିଉଡର ଏହି ନାୟିକା ! | Sambad". Sambad. 30 August 2018. Retrieved 31 August 2018.
- ↑ "Jaydev Puraskar for Bijay". The New Indian Express. Retrieved 2 October 2018.
ବାହାର ଆଧାର[ସମ୍ପାଦନା]
- ଗୋଲାପି ଗୋଲାପି ଇଣ୍ଟରନେଟ ମୁଭି ଡାଟାବେସରେ