ଜୟ ହିନ୍ଦ୍
Appearance
ଜୟ ହିନ୍ଦ୍ | |
---|---|
ନିର୍ଦ୍ଦେଶକ | ରଞ୍ଜନ ମିଶ୍ର |
ପ୍ରଯୋଜକ | ପ୍ରଭାତି ମହାପାତ୍ର |
ସଂଳାପ | ଆଶୁତୋଷ ବାରିକ ସନ୍ଚିତ୍ |
ଚିତ୍ରନାଟ୍ୟ | ରଞ୍ଜନ ମିଶ୍ର |
କାହାଣୀ | ପ୍ରଭାତି ମହାପାତ୍ର |
କଳାକାର | ଦୀପନ ଅମ୍ରିତା ମୀନକେତନ ଅକ୍ଷୟ ବସ୍ତିଆ ନମ୍ରତା ଦାସ ସରୋଜ ଦାସ ଚୌଧୁରୀ ବିକାଶ ଦାସ ହାଡ଼ୁ |
ସଙ୍ଗୀତ | ଶାନ୍ତିରାଜ ଖୋସ୍ଲା |
ମୁକ୍ତିଲାଭ ତାରିଖ | ୪ ଅପ୍ରେଲ ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଜୟ ହିନ୍ଦ୍, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାତି ମହାପାତ୍ର । ପ୍ରଭାତି ମହାପାତ୍ର ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ । ଆଶୁତୋଷ ବାରିକ ଏବଂ ସନ୍ଚିତ୍ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶନ ରଞ୍ଜନ ମିଶ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍ଲା ଚଳଚ୍ଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।[୨]
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପନ ଦାସ ଏବଂ ଅମ୍ରିତା । ମୀନକେତନ, ଅକ୍ଷୟ ବସ୍ତିଆ, ନମ୍ରତା ଦାସ, ସରୋଜ ଦାସ, ଚୌଧୁରୀ ବିକାଶ ଦାସ, ହାଡ଼ୁ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]- ଦୀପନ ଦାସ
- ଅମ୍ରିତା
- ଅକ୍ଷୟ ବସ୍ତିଆ
- ମୀନକେତନ
- ନମ୍ରତା ଦାସ]
- ସରୋଜ ଦାସ
- ସ୍ୱରାଜ ଦାସ
- ଧରିତ୍ରୀ
- ଚୌଧୁରୀ ବିକାଶ ଦାସ
- ହାଡ଼ୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସ୍ଲା ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଏ କେମିତି ପ୍ରେମ ଆମର" | |
2. | "ଫୁଲର ସହରେ ହଜାରେ ଭଅଁର" | |
3. | "ଜୟ ହିନ୍ଦ୍" |
ଆଧାର
[ସମ୍ପାଦନା]- ↑ ସମାଜ (ରବିବାର) (in Odia). Odisha. 30 September 2018. p. 8 http://www.webcitation.org/72tXDGb9i. Archived from the original on 3 October 2018. Retrieved 3 October 2018.
{{cite news}}
: Missing or empty|title=
(help)CS1 maint: unrecognized language (link) - ↑ ୨.୦ ୨.୧ ୨.୨ "Jai Hind first oriya period movie". Incrdible Orissa. 17 September 2013. Retrieved 7 September 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜୟ ହିନ୍ଦ୍