ମୁଁ ତା'ର କିଏ
ଦେଖଣା
ମୁଁ ତା'ର କିଏ | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ଯୁକ୍ତା ରକ୍ଷିତ |
ସଂଳାପ | ମହମଦ ସଫିଉଦ୍ଦିନ୍ |
ଚିତ୍ରନାଟ୍ୟ | ଯୁକ୍ତା |
କାହାଣୀ | ଯୁକ୍ତା |
କଳାକାର | ମିହିର ଦାସ, ଯୁକ୍ତା ରକ୍ଷିତ, ହର ରଥ |
ସଙ୍ଗୀତ | ବିକାଶ ଦାଶ |
ଚିତ୍ରଗ୍ରହଣ | ବିଜୟ କର |
ମୁକ୍ତିଲାଭ ତାରିଖ | ୩୧ ଅକ୍ଟୋବର ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୁଁ ତା'ର କିଏ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଯୁକ୍ତା ରକ୍ଷିତ । ନିର୍ଦ୍ଦେଶକ ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ଯୁକ୍ତା ଏହାର କାହାଣୀ ରଚନା କରିଥିବାବେଳେ ମହମଦ ସଫିଉଦ୍ଦିନ୍ ଏହାର ସଂଳାପ ରଚାନ କରିଥିଲେ ।[୨]
ଏହି କଥାଚିତ୍ରଟିରେ ଅଭିନେତା ମିହିର ଦାସ ଏବଂ ଯୁକ୍ତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଅଭିନେତା ହର ରଥ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର କାହାଣୀ ଏକ ଯୁବା ଝିଅ ଏବଂ ବୟସ୍କ ପୁରୁଷର ପ୍ରେମ କାହାଣୀ ଉପରେ ଆଧାରିତ ।[୨]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାଶ । ଅରୁଣ ମନ୍ତ୍ରୀ ଏବଂ ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୨][୩]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଆମେ ତ କଲେଜ ପିଲା" | |
2. | "ପ୍ରେମରେ ବୟସ ନାଇଁ" | |
3. | "ମୁଁ ତା'ର କିଏ" |
ଆଧାର
[ସମ୍ପାଦନା]- ↑ "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
- ↑ ୨.୦ ୨.୧ ୨.୨ "Mu Tara Kie Odia Film Cast, Crew, Wallpapers and Songs". New Odisha. 8 June 2014. Archived from the original on 29 September 2017. Retrieved 25 September 2017.
{{cite news}}
:|first=
missing|last=
(help) - ↑ "Mu Tara Kie (2014)- Cast & Crew". Odia Khati. Archived from the original on 28 September 2017. Retrieved 25 September 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁଁ ତା'ର କିଏ