Jump to content

ଗଞ୍ଜା ଲଢ଼େଇ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଗଞ୍ଜା ଲଢ଼େଇ
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକସଞ୍ଜୀବ ରାଉତ
ଶ୍ୟାମସୁନ୍ଦର ରାଉତ
ନିଶିକାନ୍ତ ପ୍ରଧାନ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟସୁଧାକର ବସନ୍ତ
କାହାଣୀପ୍ରସନ୍ନ କୁମାର ପାଟ୍ଟଶାଣୀ
କଳାକାରସମ୍ବିତ ଆଚାର୍ଯ୍ୟ
ସୋଫିଆ ଆଲମ୍
ସିଦ୍ଧାନ୍ତ ମହାପାତ୍ର
ସୁଧାକର ବସନ୍ତ
ଅନୁ ଚୌଧୁରୀ
ପିଣ୍ଟୁ ନନ୍ଦ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣବି. ସତୀଶ୍
ସମ୍ପାଦକଶୈଳେଶ ଲାଲ୍
ମୁକ୍ତିଲାଭ ତାରିଖ
୨୧ ନଭେମ୍ବର ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ଗଞ୍ଜା ଲଢ଼େଇ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୀବ ରାଉତ, ଶ୍ୟାମସୁନ୍ଦର ରାଉତ ଏବଂ ନିଶିକାନ୍ତ ପ୍ରଧାନ । ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ବସନ୍ତରାଜ ସାମଲ, ନିର୍ମଳ ନାୟକ, ନିଜାମ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଗୌତମ ଗିରି, ଅଭିଜିତ ମଜୁମଦାର, ତପୁ ମିଶ୍ର, ଅସୀମା ପଣ୍ଡା, ବିନୋଦ ରାଠୋଡ଼, ସୁଜାତା, ବାବୁଲ ସୁପ୍ରିୟୋ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ସମ୍ବିତ ଆଚାର୍ଯ୍ୟ, ସିଦ୍ଧାନ୍ତ ମହାପାତ୍ର ଅଭିନୟ କରିଥିଲେ ।[] ସୋଫିଆ ଆଲମ୍, ସୁଧାକର ବସନ୍ତ, ବ୍ରଜ, ଅଞ୍ଜନା ଦାସ, ସରୋଜ ଦାସ, ଗୁଡ୍ଡୁ, ଧୀର ମଲ୍ଲିକ, ଜିତୁ ମଙ୍ଗରାଜ, ମିଟୁ ମିଥୁନ, ସଲିଲ୍ ମିତ୍ର, ପିଣ୍ଟୁ ନନ୍ଦ, ବୁଲେଟ ପ୍ରକାଶ, ପ୍ରୀୟାଂଶି, ପ‌ପି ସନ୍ତୁକ, ତୃପ୍ତି ସିହ୍ନା ଆଦି କଳାକାରମାନେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[] ବସନ୍ତରାଜ ସାମଲ, ନିର୍ମଳ ନାୟକ ଓ ନିଜାମ କଥାଚିତ୍ରଟିରେ ଗୀତଗୁଡ଼ିକର ରଚନା କରିଥିଲେ । ଗୌତମ ଗିରି, ଅଭିଜିତ ମଜୁମଦାର, ତପୁ ମିଶ୍ର, ଅସୀମା ପଣ୍ଡା, ବିନୋଦ ରାଠୋଡ଼, ସୁଜାତା, ବାବୁଲ ସୁପ୍ରିୟୋ ଆଦି କଣ୍ଠଶିଳ୍ପିମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିସମୟ
1."ବାବାଜି କା ଠୁଲ୍ଲୁ"  
2."ଦେବା ହୋ ଦେବା"  
3."ଗଞ୍ଜା ଲଢ଼େଇ"  
4."ଗୋରୀ ଆଖି ଅମରିଦେଲେ"  
5."ମଲୀ ତୁ ସୋମ‌ବାରେ"ନିର୍ମଳ ନାୟକ[] 
6."ତୁ ହି ତୁ"  
  1. ୧.୦ ୧.୧ ୧.୨ ୧.୩ ୧.୪ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  2. "ଯାତ୍ରା ଛାଡ଼ି ପୁଣି ସିନେମାରେ ସୁଧାକର". ସମ୍ବାଦ. ଭୁବନେଶ୍ୱର. 6 September 2025. p. ୧୦. Archived from the original on 6 September 2025. Retrieved 6 September 2025.

ବାହାର ଆଧାର

[ସମ୍ପାଦନା]