ଦୀପାଞ୍ଜଳି
ଦେଖଣା
ଦୀପାଞ୍ଜଳୀ | |
---|---|
ନିର୍ଦ୍ଦେଶକ | ବିଶ୍ୱଜିତ ମହାନ୍ତି, ଦୀପକ ଦାସ |
ପ୍ରଯୋଜକ | ଦୁର୍ଗାଚରଣ ମଲ୍ଲିକ |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ବିଶ୍ୱଜିତ ମହାନ୍ତି |
କାହାଣୀ | ଦୀପକ ଦାସ |
କଳାକାର | ଦୀପକ, ଅଞ୍ଜଳୀ, ମିହିର ଦାସ, ପୁଷ୍ପା ପଣ୍ଡା, ବ୍ରଜ ସିଂହ |
ସଙ୍ଗୀତ | ବିଦ୍ୟୁତ୍ ରାୟ |
ସମ୍ପାଦକ | ସୁବାଶିଷ |
ମୁକ୍ତିଲାଭ ତାରିଖ | ୨୭ ଡିସେମ୍ବର ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦୀପାଞ୍ଜଳି, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦୁର୍ଗାଚରଣ ମଲ୍ଲିକ । ଦୀପକ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଶ୍ୱଜିତ ମହାନ୍ତି ଏବଂ ଦୀପକ ଦାସ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ବିଦ୍ୟୁତ୍ ରାୟ ଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ଏବଂ ଅଞ୍ଜଳୀ । ମିହିର ଦାସ, ପୁଷ୍ପା ପଣ୍ଡା, ବ୍ରଜ ସିଂହ, ଅସୀତ ପତି, ଦେବୁ ବ୍ରହ୍ମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ଦୀପକ
- ଅଞ୍ଜଳୀ
- ମିହିର ଦାସ
- ପୁଷ୍ପା ପଣ୍ଡା
- ବ୍ରଜ ସିଂହ
- ଅସୀତ ପତି
- ଦେବୁ ବ୍ରହ୍ମା
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ୍ ରାୟ ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ବୟସ ମୋର ପୂଜା ଅଫର" | |
2. | "ପାଗଳ କରିଚି ତୁମ ଲାଜୁଆ ହସ" | |
3. | "ଦୀପାଞ୍ଜଳି" | |
4. | "ଯାହାର ତୁ ଝୁମ୍ଲେ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Deepanjali Odia Movie Releases Today Of Deepak and Anjali". Incredible Orissa. 28 December 2017. Retrieved 1 October 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦୀପାଞ୍ଜଳି