ମେଣ୍ଟାଲ

ଉଇକିପିଡ଼ିଆ‌ରୁ
ମେଣ୍ଟାଲ
ନିର୍ଦ୍ଦେଶକଦିଲ୍ଲୀପ ପଣ୍ଡା
ପ୍ରଯୋଜକଅନୁପ୍ରାସ ମହାନ୍ତି
ସଂଳାପନିର୍ମଳ ନାୟକ
କଳାକାରଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ହରିହର ମହାପାତ୍ର, ରାଇମୋହନ ପରିଡ଼ା, ପିଣ୍ଟୁ ନନ୍ଦ
ସଙ୍ଗୀତପ୍ରେମ ଆନନ୍ଦ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨ ଅକ୍ଟୋବର ୨୦୧୪[୧]
ଦେଶ ଭାରତ
ଭାଷାଓଡ଼ିଆ

ମେଣ୍ଟାଲ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନୁପ୍ରାସ ମହାନ୍ତି । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଗୀତ ରଚନା କରିଥିଲେ ।[୧] ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀହରିହର ମହାପାତ୍ର, ରାଇମୋହନ ପରିଡ଼ା, ପିଣ୍ଟୁ ନନ୍ଦ, ସରୋଜ ଦାସ, ସିଲିଲ ମିତ୍ର, ରକ୍ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦମିକା ସିଂହ, ହ୍ୟୁମାନ ସାଗର, ଜାବେଦ ଅଲ୍ଲୀ, ପଲକ, ବିନୋଦ ରାଠୋଡ଼, ଋତୁ ପଟ୍ଟନାୟକ ଆଦି କଳକାରମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଆଇଲାରେ ଆଇଲା ମେଣ୍ଟାଲ ଟୋକା ଆଇଲା"ମିକା ସିଂହ୦୪:୪୫
2."ତୋର ମୋର ଯୋଡ଼ି ଜମିଲା"ଋତୁ ପାଠକ, ବିନୋଦ ରାଠୋଡ଼ 
3."ହାଏ ସତେ ଜାଣେନା"ଜାବେଦ ଅଲ୍ଲୀ, ପଲକ୦୪:୩୮
4."ବେବି ତୁ ସଞ୍ଜିବନୀ"ହ୍ୟୁମାନ ସାଗର୦୪:୨୨
5."ଜୀବନରେ ପ୍ରଥମ ଥର"ପଲକ 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Mental Oriya Movie". Incredible Orissa. 25 September 2017. Retrieved 24 September 2017.
  2. "Mental Odia Film Cast, Crew, Wallpapers and Songs". New Odisha. 30 June 2014. Retrieved 24 September 2017. {{cite news}}: |first= missing |last= (help)
  3. Mohapatra, Mrudu M. (19 September 2014). "Mental's mentalia Team". Odia Live. Retrieved 24 September 2017.
  4. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 2 September 2018. Retrieved 2 September 2018.
  5. "ନାୟକ ଭୂମିକାରେ ଆସୁଛନ୍ତି ଏହି ଖଳନାୟକ". sambad.in. 22 April 2018. Retrieved 6 June 2018.

ବାହାର ଆଧାର[ସମ୍ପାଦନା]