ଡାଡି

ଉଇକିପିଡ଼ିଆ‌ରୁ
ଡାଡି: ଦ ଲଭିଙ୍ଗ ଗଡ୍
ନିର୍ଦ୍ଦେଶକଆପୁ କାନୁନ୍‌ଗୋ
ପ୍ରଯୋଜକଚିତ୍ତରଞ୍ଜନ ମିଶ୍ର, ଜୋତ୍ସା ମିଶ୍ର
ସଂଳାପଶକ୍ତି ବରାଳ
କଳାକାରମିହିର ଦାସ, ହରିହର ମହାପାତ୍ର, ଅପରାଜିତା ମହାନ୍ତି, ଲିପି ପରିଡ଼ା, ଅରିନ୍ଦମ ରାୟ
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୪ ଅପ୍ରେଲ ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ଡାଡି: ଦ ଲଭିଙ୍ଗ ଗଡ୍, ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଚିତ୍ତରଞ୍ଜନ ମିଶ୍ର ଏବଂ ଜୋତ୍ସ୍ନା ମିଶ୍ର । ଆପୁ କାନୁନ୍‌ଗୋ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଲିପି । ମିହିର ଦାସ, ଅପରାଜିତା ମହାନ୍ତି, ହରିହର ମହାପାତ୍ର ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଇଏ କି ବାସ୍ନା ଗଲା ଛୁଇଁ" 
2."ଗୋଲି ମାରୋ ଗୋଲି ମାରୋ" 
3."କୋହଲା ପବନ ଚ‌ହଲେ ମୋ ମନ" 
4."ସମୟର ଏଇ ମୋଦରେ" 
5."ବା ବା ବ୍ଲାକ୍ ସୀପ୍" 

ଆଧାର[ସମ୍ପାଦନା]

  1. "୩୦ ହଲ୍‌ରେ ମୁକ୍ତିଲାଭ କରୁଛି 'ମାମା ୱେଡସ୍ ପାପା'". ପ୍ରମେୟ. ଭୁବନେଶ୍ୱର. 17 February 2023. p. ୨୦. Archived from the original on 17 February 2023. Retrieved 17 February 2023.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଡାଡି