୨୦୧୪ ଫିଅର ଅଫ ଦ ଇଅର
ଦେଖଣା
୨୦୧୪ ଫିଅର ଅଫ ଦ ଇଅର | |
---|---|
ନିର୍ଦ୍ଦେଶକ | ପ୍ରଦୀପ ଦାସ ତାପସ ଜେନା |
ପ୍ରଯୋଜକ | ପ୍ରଦୀପ କୁମାର ଏରା |
ସଂଳାପ | ବିଜୟ ରାଉଳ |
ଚିତ୍ରନାଟ୍ୟ | ପ୍ରଦୀପ ଦାସ ତାପସ ଜେନା |
କାହାଣୀ | ପ୍ରଦୀପ ଦାସ ତାପସ ଜେନା |
କଳାକାର | ସମ୍ବିତ ଆଚାର୍ଯ୍ୟ ଦୁଷ୍ମନ୍ତ ପଣ୍ଡା ମୌସୁମୀ ନାୟକ ଏଲି ପାଢ଼ୀ କେ କେ ରାକେଶ ସ୍ନେହା ମୁସ୍କାନ୍ ଦିପୀକା |
ସଙ୍ଗୀତ | ଶ୍ୟାମ୍ ପ୍ରସନ୍ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ରାଜେଶ ଦାସ |
ମୁକ୍ତିଲାଭ ତାରିଖ | ୧୧ ଜୁଲାଇ ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
୨୦୧୪ ଫିଅର ଅଫ ଦ ଇଅର, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟି ଏକ ଭୂତ କାହାଣୀ ଉପରେ ଆଧାରିତ । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦୀପ କୁମାର ଏରା । ପ୍ରଦୀପ ଦାସ ଏବଂ ତାପସ ଜେନା ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । ବିଜୟ ରାଉଳ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ପ୍ରଦୀପ ଦାସ ଏବଂ ତାପସ ଜେନା ଏହି କଥାଚିତ୍ରଟିର ମିଳିତ ନିର୍ଦ୍ଦେଶନା ଦେଇଥିଲେ ।[୨][୧] ଶ୍ୟାମ୍ ପ୍ରସନ୍ ଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟି ଓଡ଼ିଆ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିଲା ।[୩] ୧୧ ଜୁଲାଇ ୨୦୧୪ରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।[୧]
ଏହି କଥାଚିତ୍ରଟିରେ ସମ୍ବିତ ଆଚାର୍ଯ୍ୟ, ଦୁଷ୍ମନ୍ତ ପଣ୍ଡା, ମୌସୁମୀ ନାୟକ, ଏଲି ପାଢ଼ୀ, କେ କେ ରାକେଶ, ସ୍ନେହା, ମୁସ୍କାନ୍, ଦିପୀକା ତ୍ରିପାଠୀ ଆଦି କଳାକାରମାନେ ଅଭିନୟ କରିଥିଲେ ।[୪][୫]
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ
- ଦୁଷ୍ମନ୍ତ ପଣ୍ଡା
- ମୌସୁମୀ ନାୟକ
- ଏଲି ପାଢ଼ୀ[୬]
- କେ କେ ରାକେଶ
- ସ୍ନେହା
- ମୁସ୍କାନ୍
- ଦିପୀକା ତ୍ରିପାଠୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ୟାମ୍ ପ୍ରସନ୍ ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ପାର୍ଟି ସଙ୍ଗ୍" | |
2. | "ଜୋର୍ ଲଗାକେ ବୋଲା ତୁ ହାପି ନିୟୁ ଇଅର" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "2014 Fear of the Year Odia Film Cast, Crew, Wallpapers, Songs". New Odisha. 9 July 2014. Archived from the original on 29 September 2017. Retrieved 16 September 2017.
{{cite news}}
:|first=
missing|last=
(help) - ↑ "2014 Odia Horror Movie". SCRIBD. Retrieved 16 September 2017.
- ↑ "2014 : Fear of the Year". ApnaFilms.com. 8 July 2014. Retrieved 16 September 2017.
- ↑ "Heroines of Horror Film 2014 Fear of the year". 12 July 2014. Retrieved 16 September 2017.
- ↑ "2014 Fear of The Year (Odia) cast and crew". Sulekha. Retrieved 16 September 2017.
- ↑ "ବିବାହ କରିବେ ଏଲି". ସମାଜ (ରବିବାର). ଭୁବନେଶ୍ୱର. 20 January 2019. Archived from the original on 25 January 2019. Retrieved 25 January 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ୨୦୧୪ ଫିଅର ଅଫ ଦ ଇଅର