୨୦୧୪ ଫିଅର ଅଫ ଦ ଇଅର

ଉଇକିପିଡ଼ିଆ‌ରୁ
୨୦୧୪ ଫିଅର ଅଫ ଦ ଇଅର
ନିର୍ଦ୍ଦେଶକପ୍ରଦୀପ ଦାସ
ତାପସ ଜେନା
ପ୍ରଯୋଜକପ୍ରଦୀପ କୁମାର ଏରା
ସଂଳାପବିଜୟ ରାଉଳ
ଚିତ୍ରନାଟ୍ୟପ୍ରଦୀପ ଦାସ
ତାପସ ଜେନା
କାହାଣୀପ୍ରଦୀପ ଦାସ
ତାପସ ଜେନା
କଳାକାରସମ୍ବିତ ଆଚାର୍ଯ୍ୟ
ଦୁଷ୍ମନ୍ତ ପଣ୍ଡା
ମୌସୁମୀ ନାୟକ
ଏଲି ପାଢ଼ୀ
କେ କେ ରାକେଶ
ସ୍ନେହା
ମୁସ୍କାନ୍
ଦିପୀକା
ସଙ୍ଗୀତଶ୍ୟାମ୍ ପ୍ରସନ୍
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକରାଜେଶ ଦାସ
ମୁକ୍ତିଲାଭ ତାରିଖ
୧୧ ଜୁଲାଇ ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

୨୦୧୪ ଫିଅର ଅଫ ଦ ଇଅର, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟି ଏକ ଭୂତ କାହାଣୀ ଉପରେ ଆଧାରିତ । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦୀପ କୁମାର ଏରା । ପ୍ରଦୀପ ଦାସ ଏବଂ ତାପସ ଜେନା ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । ବିଜୟ ରାଉଳ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ପ୍ରଦୀପ ଦାସ ଏବଂ ତାପସ ଜେନା ଏହି କଥାଚିତ୍ରଟିର ମିଳିତ ନିର୍ଦ୍ଦେଶନା ଦେଇଥିଲେ ।[୨][୧] ଶ୍ୟାମ୍ ପ୍ରସନ୍ ଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟି ଓଡ଼ିଆ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିଲା ।[୩] ୧୧ ଜୁଲାଇ ୨୦୧୪ରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।[୧]

ଏହି କଥାଚିତ୍ରଟିରେ ସମ୍ବିତ ଆଚାର୍ଯ୍ୟ, ଦୁଷ୍ମନ୍ତ ପଣ୍ଡା, ମୌସୁମୀ ନାୟକ, ଏଲି ପାଢ଼ୀ, କେ କେ ରାକେଶ, ସ୍ନେହା, ମୁସ୍କାନ୍, ଦିପୀକା ତ୍ରିପାଠୀ ଆଦି କଳାକାରମାନେ ଅଭିନୟ କରିଥିଲେ ।[୪][୫]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ୟାମ୍ ପ୍ରସନ୍ ।[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ପାର୍ଟି ସଙ୍ଗ୍" 
2."ଜୋର୍ ଲଗାକେ ବୋଲା ତୁ ହାପି ନିୟୁ ଇଅର" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "2014 Fear of the Year Odia Film Cast, Crew, Wallpapers, Songs". New Odisha. 9 July 2014. Archived from the original on 29 September 2017. Retrieved 16 September 2017. {{cite news}}: |first= missing |last= (help)
  2. "2014 Odia Horror Movie". SCRIBD. Retrieved 16 September 2017.
  3. "2014 : Fear of the Year". ApnaFilms.com. 8 July 2014. Retrieved 16 September 2017.
  4. "Heroines of Horror Film 2014 Fear of the year". 12 July 2014. Retrieved 16 September 2017.
  5. "2014 Fear of The Year (Odia) cast and crew". Sulekha. Retrieved 16 September 2017.
  6. "ବିବାହ କରିବେ ଏଲି". ସମାଜ (ରବିବାର). ଭୁବନେଶ୍ୱର. 20 January 2019. Archived from the original on 25 January 2019. Retrieved 25 January 2019.

ବାହାର ଆଧାର[ସମ୍ପାଦନା]